Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାଷ ଦେଲା ରୋଜଗାର; ୫୦ ଟଙ୍କା ରୋଜଗାରରୁ ୫୦ ଲକ୍ଷର ମାଲିକ ବାସୁଦେବ

କାମାକ୍ଷାନଗର: କଠିନ ପରିଶ୍ରମ, ଇଚ୍ଛାଶକ୍ତି ଓ ମନୋବଳ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଥାଏ । ଆଉ ଯାହାକୁ କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାଲିପଶି ଗାଁର ଚାଷୀ ବାସୁଦେବ । ମାଟ୍ରିକ ଫେଲ୍ ବାସୁଦେବ ଏବେ ଜଣେ ସଫଳ ଚାଷୀ । ଦୁଃଖ ଦୁର୍ଦ୍ଦଶାରେ କିଶୋର ଅବସ୍ଥା…

ଫସଲ କ୍ଷୟକ୍ଷତିର ପୁନଃ ଆକଳନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧି

ଭୁବନେଶ୍ୱର: ଲଗାଣ ବର୍ଷା ଓ ବନ୍ୟାଦ୍ୱାରା ଚାଷ ଉଜୁଡ଼ିଯିବା ପରେ  ଅଦ୍ୟାବଧି ସରକାରଙ୍କ ପକ୍ଷରୁ ଫସଲ କ୍ଷୟ କ୍ଷତିର ସଠିକ୍ ଆକଳନ କରାଯାଇନଥିବା ଅଭିଯୋଗ କରିଛି କଂଗ୍ରେସ ।  ମାତ୍ର ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଉର୍ଦ୍ଧ୍ୱ ଫସଲହାନୀ ହୋଇଛି ବୋଲି ସୂଚନା…

ନିଶା କାରବାରୁ ରକ୍ତ ରଞ୍ଜିତ ହେଲା ନାରାୟଣ ବସ୍ତି, ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର: ରାଜଧାନୀରେ ହତ୍ୟା । ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଳି, ଝଗଡା ପରେ ହତ୍ୟା। ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ ଦେଖିବାକୁ ମିଳିଛି ଏପରି ହତ୍ୟାକାଣ୍ଡ। ଆଉ ଏହି ହତ୍ୟାକାଣ୍ଡରେ ସାମିଲ ରହିଛନ୍ତି ଜଣେ ମହିଳା। ମୃତକଙ୍କ ନାଁ ସୁବ୍ରତ ରାଓ ବୋଲି…

ସଡକ ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇଲେ ମିଳିବ 2000 ଟଙ୍କା

କଟକ:  ସଡକ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଡାକ୍ତରଖାନା ନେଲେ ମିଳିବ ପୁରସ୍କାର । ଏନେଇ ଦୁଇ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ଯେଉଁଥିରେ ଏବେ ଉଦ୍ଧାରକାରୀଙ୍କୁ ପୋଲିସ ଚିଠି ଅନୁମୋଦନ କରିପାରିବ। ଆଜି ପର୍ଯ୍ୟନ୍ତ କେବଳ ଡାକ୍ତରମାନେ ଏହିପରି ଚିଠି ପ୍ରଦାନ…

ବାଲୁକା କଳାରେ 740 ଗୋଲାପ ଫୁଲ ଦେଇ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ:  ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।  ପୁରୀ ବେଳାଭୂମିରେ 740 ଗୋଲାପ ସ୍ଥାପନ କରି ସେ ବାଲୁକାକଳାରେ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ…

ଓଡିଶା ଗସ୍ତରେ ୭ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ଜିଲ୍ଲାରେ କରିବେ ବୈଠକ

ଭୁବନେଶ୍ୱର: ଓଡିଶାରେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ବିସ୍ତୃତ ଅବଗତ ହେବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ଓଡିଶା ଗସ୍ତ କରୁଛନ୍ତି । ଏହି ଅବସରରେ ଓଡ଼ିଶା ଗସ୍ତରେ 7 କେନ୍ଦ୍ରମନ୍ତ୍ରୀ ଆସି ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ତିର…

ବିଜେଡିକୁ ଟକ୍କର ଦେଇପାରିବ କି ବିଜେପି?

ଓଡ଼ିଶା ସମ୍ବାଦ: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଜାତୀୟ ରାଜନୀତିରେ କଂଗ୍ରେସ, ଆପ ନିର୍ବାଚନ ପ୍ରଚାର ଜୋରସୋରରେ ଚଳାଇଥିବାବେଳେ କେନ୍ଦ୍ରରେ ବିଜେପି ମଧ୍ୟ ପଛରେ ନାହିଁ । କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ୨୦୦୯ରୁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ୩୦ ଆସନ ଟପିପାରୁନାହିଁ ।…

ଲଭ୍‌ ଜିହାଦ ସନ୍ଦେହରେ ବ୍ରହ୍ମପୁର ଷ୍ଟେସନରେ ଯୁବତୀ-ଯୁବକ ଅଟକ

ବ୍ରହ୍ମପୁର: ହାଇଦ୍ରାବାଦ୍‌ ଯିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଯୁବତୀ ଯୁବକଙ୍କୁ ଏକ ଧାର୍ମୀକ ସଂଗଠନର କର୍ମକର୍ତାମାନେ ଅଟକାଇ ଥିଲେ । ପରେ ଉଭୟଙ୍କୁ ବ୍ରହ୍ମପୁର ସରକାରୀ ରେଲୱେ ପୋଲିସ(ଜିଆର୍‌ପି)କୁ ହସ୍ତାନ୍ତର କରିଛନ୍ତି। ପୋଲିସ ଏହାର ତଦନ୍ତ କରୁଛି।…

ବ୍ରିଟେନ୍‍ ମହାରାଣୀ ଏଲିଜାବେଥ୍‍ ଦ୍ୱିତୀୟଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ପୁରୀ:  ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ପୁରୀର ଲାଇଟ୍ ହାଉସ୍ ବେଳାଭୂମିରେ ରାଣୀ ଏଲିଜ଼ାବେଥ ଦ୍ବିତୀୟଙ୍କ ବାଲିରେ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଅଶ୍ରୁଳ…

କୋର୍ଟଙ୍କ ସମୟ ନଷ୍ଟ ପାଇଁ ଜରିମାନା ଦେବେ ବର୍ଷା ଓ ଅନୁଭବ

କଟକ: କୋର୍ଟଙ୍କ ସମୟ ନଷ୍ଟ କଲେ ସେଲିବ୍ରିଟି ଦମ୍ପତି, ଏବେ ଗଣିବେ ଜରିମାନା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ ହୋଇଛି । ଯାହାକୁ ନେଇ ପରିବାର ଅଦାଲତ, ବର୍ଷା ଓ ଅନୁଭବଙ୍କୁ ୫…