Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

ଭୁବନେଶ୍ୱର : ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ହୋଇଛନ୍ତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା  । ବିଶ୍ୱବିଦ୍ୟାଲୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି  । ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ…

ଜୀବନବ୍ୟାପୀ ସାଧନା ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇଛନ୍ତି

ନୂଆଦିଲ୍ଲୀ :  “ଜୀବନବ୍ୟାପୀ ସାଧନା ସମ୍ମାନ ”ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇଛନ୍ତି । ରାଜଧାନୀ ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି…

ସୋମବାର ଓଡ଼ିଶା ଆସୁଛନ୍ତି ଅମିତ ଶାହଙ୍କ ଭରସାଯୋଗ୍ୟ ‘ବ୍ଯାଟସମ୍ୟାନ’ ବଂଶଲ

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ଓଡ଼ିଶା ଆସୁଛନ୍ତି ନବ ନିଯୁକ୍ତ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ। ନିକଟରେ ଅମିତ ଶାହ ଓଡ଼ିଶା ଗସ୍ତ ସାରି ଫେରିବା ପରେ ରାଜ୍ୟ ବିଜେପି ପ୍ରଭାରୀ ବଦଳିଥିଲେ। ଆଉ ଶାହଙ୍କ ଭରସାଯୋଗ୍ୟ 'ବ୍ୟାଟସମ୍ୟାନ' ସୁନୀଲ ବଂଶଲଙ୍କୁ ବିଜେପି ସଭାପତି ଜେପି…

ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢ଼େଙ୍କାନାଳ: ଢ଼େଙ୍କାନାଳ ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁ ମାମଲାରେ ହୋଇଛି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ଦୁଇ ଜଣ କର୍ମଚାରୀଙ୍କୁ ଢ଼େଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ ନିଲମ୍ବିତ କରିଛନ୍ତି । ଗତ ମାସ ୨୮ ତାରିଖରେ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ…

କିଡ଼ନୀ ଚୋରି ମାମଲାର ଅଭିଯୁକ୍ତ ସ୍ୱାମୀ ଗିରଫ

ମାଲକାନଗିରି: କିଡ଼ନୀ ଚୋରି ମାମଲାରେ ସ୍ୱାମୀ ଗିରଫ । ମାଲକାନଗିରି କୋତାମେଟା ଥାନାରେ ଏ ନେଇ ଗିରଫ ଅଭିଯୁକ୍ତର ସ୍ତ୍ରୀ ରଶ୍ମିତା କୁଣ୍ଡୁ ଥାନାରେ ଏତଲା ଦେଇଥିଲେ। ଏତଲାର ୧୧ ଦିନ ପରେ ପୋଲିସ ପ୍ରଶାନ୍ତ କୁଣ୍ଡଙ୍କୁ ବାଙ୍ଗୋଲୋରରୁ ଗିରଫ କରିଛି। ପରେ କୋର୍ଟ ଚାଲାଣ କରିଛି।…

ହିଞ୍ଜିଳିରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଧରିଛି ପୋଲିସ। ଚଢାଉ କରି ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୧ ଲକ୍ଷ ୫୩ ହଜାର ଟଙ୍କା ଏବଂ ୧୮ଟି ଦାମୀ ମୋବାଇଲ ଫୋନ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ସାରୁ ଗ୍ରାମରେ ଏକ…

କମେଣ୍ଟ ମରାକୁ ନେଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ?

ଯାଜପୁର: କମେଣ୍ଟ ମରାକୁ ନେଇ ହତ୍ୟା ଅଭିଯୋଗ । ୪ ଦିନ ତଳେ କମେଣ୍ଟ ମରାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ପ୍ରତିଶୋଧ ପରାୟଣ ହୋଇ ଝିଅକୁ ହତ୍ୟା କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଝିଅ ଅମ୍ରିତା ଦାସଙ୍କ ବାପା ଅମୂଲ୍ୟ ଦାସ। ଘଟଣାର ୪ ଦିନ ପରେ ମୃତ ଦେହ ଉଦ୍ଧାର ହୋଇଛି।…

ଯାଜପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଜବତ

ଯାଜପୁର: ବିଞ୍ଝାରପୁର ଥାନା ଅଞ୍ଚଳର ବରିକୂଳ ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଠାବ ହୋଇଛି । ଶନିବାର ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ ଛାତ୍ରୀ। ବିଳମ୍ବିତ ରାତିରେ ନିକଟସ୍ଥ ଏକ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗି…

ପାରାଦୀପରେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ

ଭୁବନେଶ୍ୱର: ପାରାଦୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ନାବାଳିକା ତାଙ୍କ ମାମୁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା । ଗଣେଶ ପୂଜାରେ ପୀଡ଼ିତା ତାଙ୍କ ମାମୁ…

ବିଚାରପତିଙ୍କ ଆତ୍ମହତ୍ୟା ପଛରେ କିଏ, ପରିବାର ଏବଂ ଶ୍ୱଶୁର ଘର ମଧ୍ୟରେ ଥିବା ବିବାଦକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ଯାଜପୁର ସ୍ଥିତ ପୈୃତକ ଗାଁରେ ଶୋକର ଛାୟା ଖେଳିଯାଇଛି। ଶନିବାର ପୁଅର ମଲା ମୁହଁ ଦେଖିନପାରି ବୃଦ୍ଧ ବୟସରେ ପୁଅ ମୃତ୍ୟୁର ନ୍ୟାୟ ଦାବି କରି ଥାନାରେ ଏତଲା…