Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲି ମାଫିଆଙ୍କ ବିରୋଧରେ ଏନଜିଟି ଛାଟ, ୩୦ କୋଟି ଗଣିବେ ଜୋରିମାନା

ଭୁବନେଶ୍ୱର: ବାଲି ମାଫିଆଙ୍କ ବିରୋଧରେ ଏନଜିଟି ଛାଟ । ମୟୂରଭଞ୍ଜ ଜିଲ୍ଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ହୋଇଥିଲା । ଏହି ମାମଲା ଏନଜିଟି ନିକଟରେ ପହଞ୍ଚାଇଥିଲେ ରାଧାମୋହନ ସିଂହ। ପରେ ମାମଲାର ବିଚାର କରି ବାଲି ଉତ୍ତୋଳନ ପାଇଁ ଲିଜ ନେଇଥିବା ବ୍ୟକ୍ତିଙ୍କ ଉପରେ…

ବିଜେଡି ଶାସନରେ ମହିଳା ଅସୁରକ୍ଷିତ : ବିଜେପି

ଭୁବନେଶ୍ୱର : ଶିଶୁ ଓ ମହିଳାଙ୍କ ପାଇଁ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ଓଡିଶା । ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଶାସକ ବିଜେଡି ନିଜ ଦୋଷକୁ ଲୁଚାଇବାକୁ ଯାଇ ଏଭଳି…

ମୋ ବସ୍‌ ଓ ମୋ ଇ-ରାଇଡକୁ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ  ହରଦୀପ ସିଂ ପୁରୀ ଗୁରୁବାର ନୂଆଦିଲ୍ଲୀ ଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଏବଂ ଏହାର…

ଓଡ଼ିଶାର ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ: କଂଗ୍ରେସ

ଭୁବନେଶ୍ୱର : ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି । ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ ସେଥିରୁ…

କାଳିଆ ଯୋଜନାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କାଳିଆ ସହାୟତା ଅର୍ଥ ବଣ୍ଟନ  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ନୂଆଖାଇ ବାର୍ତ୍ତା ପଠାଇଛନ୍ତି । ନୂଆଖାଇ ମାଟି ମା’ର ପର୍ବ। ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ। ତେଣୁ ଚାଷୀ ଆମର ଗର୍ବ ଓ ଗୌରବ ବୋଲି କହିଛନ୍ତି…

ବିଶିଷ୍ଟ ବ୍ୟକ୍ତିଙ୍କ ନୂଆଁଖାଇ ଉପଲକ୍ଷେ ଜୁହାର୍; ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ପଶ୍ଚିମ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସୁଖ ଶାନ୍ତି କାମନା କରିଛନ୍ତି ।…

ଜାଣନ୍ତି କି ଗଣେଶ ବିବାହିତ ନା ଅବିବାହିତ ?

ଭୁବନେଶ୍ୱର: ଶ୍ରୀଗଣେଶଙ୍କ ପତ୍ନୀ ଏବଂ ଗଣେଶଙ୍କ ବୈବାହିକ ବିଷୟ ନେଇ ବିଭିନ୍ନ ପୌରାଣିକ ଗ୍ରନ୍ଥ ମାନଙ୍କରେ ଭିନ୍ନ ଭିନ୍ନ ମତ ରହିଛି। ଏକ ପୌରାଣିକ ମତରେ ଗଣେଶ ଅବିବାହିତ ବା ବ୍ରହ୍ମଚାରୀ ଥିବା ଲେଖାଅଛି। ଗଣେଶଙ୍କର ଦୁଇ ପାଖରେ ସିଦ୍ଧି ଏବଂ ଋଦ୍ଧି ବସିଥିବା ଦେଖାଯାଏ। ପୂରାଣରେ ଏମାନଙ୍କୁ…

ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ

ଭୁବନେଶ୍ୱର: ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ । ଏହାର ନୂଆ ନାମ ମାଣିକୋଗୋଡା ରେଲଓ୍ୱେ ଷ୍ଟେସନ ରଖାଯିବ । ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଭୁବନେଶ୍ୱର ସାଂସଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ।…

ସରକାରଙ୍କ ଅପାରଗତା ପାଇଁ ବନ୍ୟା ହେଲା :ବିଜେପି

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ପ୍ରେସମିଟ୍ କରାଯାଇଛି । ବନ୍ୟାଞ୍ଚଳ ପରିଦର୍ଶନ କରି ଏକ ଚାର୍ଜସିଟ ପ୍ରସ୍ତୁତ କରିଛି ଦଳ । ରାଜ୍ୟରେ ହୋଇଥିବା ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟୀ କରିଛି ବିଜେପି  । ସରକାରଙ୍କ…

ଅବସର ପରେ ଯବାନଙ୍କ ପ୍ରଶିକ୍ଷଣ କେନ୍ଦ୍ର, ମାଗଣା ଦେଉଛନ୍ତି ତାଲିମ୍

ଯାଜପୁର: ଦୌଡ଼କୁଦ ସାଙ୍ଗକୁ ବ୍ୟାୟାମ ପୁଣି ସାଇକେଲିଂ । ଫିଟେନସ୍ ଟିପ୍ସ ସହିତ ଦିଆ ଯାଉଛି ଭଳିକ ଭଳି ତାଲିମ୍ । ତେବେ ସରକାରଙ୍କ ପକ୍ଷରୁ ଏଭଳି ପ୍ରଶିକ୍ଷଣ ଦିଆଯାଉ ନାହିଁ । ଅବସରପ୍ରାପ୍ତ ସୈନିକ ତରୁଣ କୁମାର ଦାସ ନିଜ ଉଦ୍ୟମରେ ଏଭଳି ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି । ୨୦୨୦ ମସିହାରେ…