Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୭-୧୮ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଯଦିଓ ଦୁଇ ଦିନ ହେବ ଓଡ଼ିଶାର ଅନେକ ଭାଗରେ ପ୍ରବଳ ବର୍ଷା ହେବା ପରେ ଆଜି ଉତ୍ତର ବଙ୍ଗୋପସାଗର ପାଣିପାଗରେ ପରିବର୍ତ୍ତନ ଆସିଛି ହେଲେ ସଦ୍ୟ ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ…

ଛତିଶଗଡ ୧୪ଟି ଗେଟ୍ ଜରିଆରେ ଛାଡିଲା ପାଣି, ଓଡିଶା ବନ୍ଦ କଲା ହୀରାକୁଦର ୮ଟି ଗେଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାରେ ବର୍ଷା କମିଛି। ଏବେ ଅବପାତ ଛତିଶଗଡ ମୁହାଁ ହୋଇଛି। ତେଣୁ ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡରେ ବର୍ଷା ଜାରି ରହିଛି। ବିଭିନ୍ନ ନଦୀରେ ପାଣି ଫୁଲି ଉଠିବା ପରେ ଛତିଶଗଡ ଧମତରି ଜିଲ୍ଲାର ଗଙ୍ଗରେଲ ଡ୍ୟାମର ସମସ୍ତ ୧୪ଟି ଯାକ ଗେଟ୍ ଖୋଲିଦେଇଛି। ଏହି…

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ରାୟଗଡା (ମୋନାଲିସା ରଥ): ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ ଅତିକ୍ରମ କରି ଗୋଟିଏ ମିଟର ଉପରେ ଚାଲିଛି ବନ୍ୟା ପାଣି। ସତର୍କ ସଂକେତ ୮୩ ମିଟର ଥିବା ବେଳେ ବର୍ତ୍ତମାନ ୮୪ ମିଟର ଉପରେ ପାଣି ଚାଲିଛି। ତେଣୁ…

ପୁରୀ ଜିଲ୍ଲାରେ ବନ୍ୟା ଆଶଙ୍କା, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପୁରୀ (ସନ୍ତୋଷ କୁମାର ଦାସ): ବନ୍ୟା ଆଶଙ୍କା ଭିତରେ ପୁରୀ ଜିଲ୍ଲାପାଳ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଉ ନଦୀବନ୍ଧମାନଙ୍କ ଉପରେ ସତର୍କ ରହିବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ହୀରାକୁଦ ଜଳ ଭଣ୍ଡାର ଦେଇ ଛତିଶଗଡ ପଟ୍ଟୁ ପାଣି ଆସୁଛି। ତେଣୁ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତାକା ଉତ୍ତୋଳନକୁ ବିରୋଧ କରି ବିଜେଡ଼ି ଦେଖାଇଲା କଳା ପତାକା

ବ୍ରହ୍ମପୁର:ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ରଙ୍ଗେଇଲୁଣ୍ଡା ବ୍ଲକ କମଳାପୁର ଗ୍ରାମରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ କଳା ପତାକା ପ୍ରଦର୍ଶନ। ଗୋଳାବନ୍ଧ ଗ୍ରାମରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।…

ସ୍ବାଧୀନତା ସଂଗ୍ରାମୀ ଓ ଦେଶ ନିର୍ମାତାଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଭବ୍ୟ ସମାରୋହରେ  ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସକାଳ  ୭.୩୦ରୁ ଆରମ୍ଭ ହୋଇ  ୯୦ ମନିଟ୍‌   ଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ…

ବନ୍ୟା ବିବାଦ: ଓଡ଼ିଶାକୁ ଦାୟୀ କରିବା ପରେ ଛତିଶଗଡକୁ ଜବାବ ଦେଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଛତିଶଗଡ଼ ଏବଂ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀର ଉପରମୁଣ୍ଡ ଛତିଶଗଡରେ ଲଗାଣ ବର୍ଷା ହେଉଛି ତେଣୁ ତଳମୁଣ୍ଡରେ ଥିବା ଓଡ଼ିଶାକୁ ପାଣି ଗଡି ଆସିବାରୁ ବର୍ଷା ହେଉଛି। ତେବେ ଛତିଶଗଡର ଇଚ୍ଛାମୁତାବକ ଓଡ଼ିଶା ହୀରାକୁଦର ଗେଟ୍…

ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ: ସମୀର ମହାନ୍ତି

ଭୁବନେଶ୍ୱର, : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର ଜଳାରପୁରଠାରେ ଆୟୋଜିତ ‘ ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି  ସମୀର ମହାନ୍ତି ଯୋଗ ଦେଇଥିଲେ । ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ । ଏହି ପତାକାକୁ ସମ୍ମାନର ସହିତ ଉଚ୍ଚ ସ୍ଥାନରେ ରଖିବା ଆମ ସମସ୍ତ…

ସ୍ୱାଧୀନତା ଦିବସ ଉପଲକ୍ଷେ ୧୦୮୨ ପୁଲିସ କର୍ମୀଙ୍କୁ ପୁଲିସ ପଦକ

ନୂଆଦିଲ୍ଲୀ:  ସ୍ୱାଧୀନତା ଦିବସ, ୨୦୨୨ ଉପଲକ୍ଷେ ଦେଶର ମୋଟ୍‌ ୧୦୮୨ ଜଣ ପୁଲିସ କର୍ମୀଙ୍କୁ ପଦକ ପ୍ରଦାନ ପାଇଁ ଘୋଷଣା  କରାଯାଇଛି । ୩୪୭ ଜଣ ପୁଲିସ କର୍ମୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ…

ମହଙ୍ଗା ମାଡ଼ ଓ ବେରୋଜଗାର ବିରୋଧୀ ଅଭିଯାନ ପାଇଁ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ୱର: ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଅହେତୁକ ବୃଦ୍ଧି ଘଟିଛି । ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କହିଛି । ଏହି କିଛି ଦିନ ତଳେ କେନ୍ଦ୍ର…