Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ମେଡିକାଲରେ ୨୨ ଘଣ୍ଟା ପଡ଼ି ରହିଲା ମୃତଦେହ, ଦାୟୀ କିଏ ?

କାମାକ୍ଷାନଗର: କାହାକୁ ସାପ କାମୁଡ଼ିଲେ ସେ ମେଡିକାଲ୍ ଯାଏ । ଯଦି ଦୁର୍ଭାଗ୍ୟବଶତଃ ଡାକ୍ତରାଖାନାରେ ପହଞ୍ଚିବା ବେଳେକୁ ମୃତ୍ୟୁ ହୋଇଯାଏ ତ ମୃତଦେହ ମେଡିକାଲରୁ ହଟିବନି । ଏକଥା ଆମେ କହୁନୁ ପୋଲିସ ନ ଆସିବାରୁ ଢେଙ୍କାନାଳ ଜିଲ୍ଲା କାମକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ୨୨ ଘଣ୍ଟାରୁ…

ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ

ପୁରୀ: ପିପିଲି ଟୋଲ ପ୍ଲାଜା ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରିବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଏହାଦେଖି ଘଟଣାସ୍ଥଳକୁ ଯାଇ…

ବ୍ରହ୍ମପୁରରେ ଖୋଲିଲା ଦୁଇ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର; ଘର ପାଖରେ ମିଳିବ ସ୍ବାସ୍ଥ୍ୟ ସେବା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଦୁଇଟି ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟନ ହୋଇଯାଇଛି। ସେଥିରୁ ଗୋଟିଏ ୧୫ ନମ୍ବର ୱାର୍ଡର ତୁଳସୀ ନଗରରେ ଥିବା ବେଳେ ଅନ୍ୟଟି ୧୨ ନମ୍ବର ୱାର୍ଡ ମୀନାକ୍ଷୀ ନଗର ଠାରେ ରହିଛି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…

ଗଞ୍ଜାମରେ ୮.୨୨ ଲକ୍ଷ ଶିଶୁ ଖାଇବେ କୃମି ନାଶକ ଔଷଧ; ଆଜିଠୁ ଆରମ୍ଭ ମିଶନ

ବ୍ରହ୍ମପୁର: ବ୍ରହ୍ମପୁର ସହର ସ୍ଥିତ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବସକୁ ଉଦଘାଟନ କରିବା ସହ…

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା; ଦୁଇ ପ୍ରଭୁଙ୍କୁ ରାକ୍ଷୀ ବାନ୍ଧିଲେ ଦେବୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି । ଭାଇଭଉଣୀ ପବିତ୍ର…

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଭଦ୍ରକର ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି

ଭଦ୍ରକ: ଲଗାଣ ଲଘୁଚାପ ବର୍ଷା ବଢ଼ାଉଛି ସମସ୍ୟା । ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଭଦ୍ରକରେ ବୈତରଣୀ ନଦୀ ଏବେ ଧିରେ ଧିରେ ଫୁଲୁଛି । ସାଳନ୍ଦୀ ରିଜର୍ଭୟରରେ ଜଳସ୍ତର ବଢ଼ୁଥିବାରୁ ହଦଗଡ଼ ଡ୍ୟାମରୁ ପାଣି ଛଡ଼ା ଯାଉଛି । ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ମଧ୍ୟ…

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହା ସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଆଜି ମୟୂରଭଞ୍ଜର…

ଫୁଲୁଛି ଜଳକା ନଦୀ: ବିପଦ ସଙ୍କେତ ଟପିବା ପରେ ବିଭିନ୍ନ ସ୍ଥାନରେ ବନ୍ୟା

ବାଲେଶ୍ୱର: ଫୁଲୁଛି ଜାଲକା ନଦୀ । ଲଗାଣ ବର୍ଷା ପାଇଁ ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳ ସ୍ତର। ମୟୂରଭଞ୍ଜ ଜିଲ୍ଲା ଜଳକା ନଦୀର ଉପର ମୁଣ୍ଡରେ ଥିବା ମୋରଡା, ରାସଗୋବିନ୍ଦପୁର ଏବଂ ସୁଳିଆପଦା ଆଦି ସ୍ଥାନରେ ଗତ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଫଳସ୍ୱରୂପ, ବାଲେଶ୍ୱର…

ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଭୁବନେଶ୍ୱର: ଆଜି ମୟୂରଭଞ୍ଜ କରଞ୍ଜିଆ ବ୍ଲକର ହାତୀବାରି ଠାରେ ଦେଓ ଜଳସେଚନ ଓ ରାସଗୋବିନ୍ଦପୁର ବ୍ଲକର ଟିକରପଡା ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦଘାଟନ କରିବେ। ଏଥିପାଇଁ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ନବୀନ…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଜିଠୁ ବଢିବ ବର୍ଷା। ଆସନ୍ତା କାଲିଠାରୁ ବଢିବ ବର୍ଷାର ପରିମାଣ । ୧୩ ଏବଂ ୧୪ ତାରିଖରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାପୂର୍ବରୁ ଗତକାଲି ପାଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତାକାଲି…