Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

ଭଦ୍ରକ: ବର୍ଷା ଛେଚୁଛି, ବୈତରଣୀ ଫୁଲୁଛି । ଭଦ୍ରକର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ଆଜି ଦିନ ଗୋଟାଏ ସୁଦ୍ଧା ବନ୍ୟା ଜଳ ୧୭.୯୨ରେ ପ୍ରବାହିତ ହେଉଛି । ଯାହାକୁ ନେଇ ଭଦ୍ରକର…

ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ହେଲେ ଅଶୋକ ସାହୁ

କଟକ: ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ହେଲେ ଅଶୋକ ସାହୁ । ଇରାନର ତେହେରାନରେ ଚଳିତ ଅଗଷ୍ଟ ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଫିବା ୧୮ ବର୍ଷରୁ କମ୍ ଏସିଆନ ବାସ୍କେଟବଲ୍ ଚାମ୍ପିଅନସିପ୍ ଆୟୋଜିତ ହେବ । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ଭାବେ…

[ଦେଖନ୍ତୁ ଭିଡିଓ] ୧୨ ଘଣ୍ଟାରେ ଲଘୁଚାପ, ୧୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ । ବର୍ଷାରେ ଭିଜୁଛି ଓଡ଼ିଶା । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ୧୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବାର…

ଆଜିଠୁ ଦୁଇ ଦିନ ଭୀଷଣ ବର୍ଷା ସମ୍ଭାବନା

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ ।  ନଦୀ ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। https://twitter.com/mcbbsr/status/1558066698737307648 ଲଘୁଚାପ ପ୍ରଭାବରେ ଦୁଇ ଦିନ ଭୀଷଣ ବର୍ଷା ହେବ ।  ରାଜ୍ୟର ବିଭିନ୍ନ…

ସୋଆ ଓ ଯାଦବପୁର ବିଶ୍ବବିଦ୍ୟାଳୟ ମିଳିତ ଗବେଷଣା ଲାଗି ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର: ଫାର୍ମାସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ ଶିକ୍ଷା ପ୍ରଦାନ ଏବଂ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କୋଲକାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିପତ୍ର ସୋଆର ଉପ-କୁଳପତି ତଥା…

ଗର୍ଭବତୀ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ମଣାଶିରୁ ମୃତଦେହ ଜବତ କଲା ପୋଲିସ

ରାୟଗଡ଼ା: ଗର୍ଭବତୀ ନାବାଳିକାଙ୍କ ମୃତ୍ୟୁ । ପ୍ରଥମେ ନିଖୋଜ ପରେ ପ୍ରେମ ବିବାହ କରିଥିବା ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ରାୟଗଡ଼ା ଜିଲ୍ଲା ଜେକେପୁରର ଅରବିନ୍ଦ ନଗରରେ ଚାଞ୍ଚଲ୍ୟ ଖେଳି ଯାଇଛି । ସୂଚନା ଅନୁସାରେ, ଜେକେପୁର ଅଞ୍ଚଳର ଜୟଲକ୍ଷ୍ମୀ ତାଙ୍କ ନାବାଳିକା ୧୬ ବର୍ଷୀୟ…

ନେତାଜୀ ୧୯୪୩ରେ ପୋର୍ଟବ୍ଲେୟାରରୁ ଉଡ଼ାଇଥିଲେ ସ୍ବାଧୀନତାର ପତାକା

ଭୁବନେଶ୍ୱର: ଭାରତର ସ୍ବାଧୀନତା ପାଇଁ ଅନେକ ଦେଶପ୍ରେମୀ ବଳୀଦାନ ଦେଇଥିଲେ । ଦେଶ ଯେତେବେଳେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି ସେତେବେଳେ ସେହି ଦେଶପ୍ରେମୀଙ୍କୁ ଆଜି ସାରା ଦେଶ ସ୍ମରଣ କରୁଛି । ସ୍ବାଧୀନତା ସଂଗ୍ରାମ ସମୟର ଅନେକ କଥା ଅଛି ଯାହା ଆଜିବି ଜାଣିଲେ ମନରେ ନୂତନ ଆଶା ସୃଷ୍ଟି…

କାନପୁର ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ; ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରି ଦ୍ୱିତୀୟ ଦିନରେ କାନପୁର ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଆଶିଷ ଠାକରେ, ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ର ସ୍ତରରେ କାର୍ଯ୍ୟରତ…

[ଦେଖନ୍ତୁ ଭିଡିଓ] ଖୋଲିବ କି ରତ୍ନ ଭଣ୍ଡାର ? ASI ଚିଠି ପରେ ମୁହଁ ଖୋଲିଲେ ଭଣ୍ଡାର ମେକାପ ସେବାୟତ

ପୁରୀ: କାହିଁକି ରତ୍ନ ଭଣ୍ଡାର ଖୋଲୁନି ଶ୍ରୀମନ୍ଦିର ପ୍ରଶାସନ ? ୨୦୧୮ ମାର୍ଚ୍ଚ ୨୨ରେ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁସାରେ, ମାର୍ଚ୍ଚ ୨୬ରେ ଏଏସ୍ଆଇ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପରେ ଏପ୍ରିଲ୍ ୪ରେ ଭିତର ରତ୍ନ ଭଣ୍ଡାର…

ସିପେଟ୍ ପାଳିଲା ଆଜାଦୀ କା ଅମୃତ ମହୋତ୍ସବ

ଭୁବନେଶ୍ୱର: ଦେଶ ସ୍ବାଧୀନତାର ୭୫ବର୍ଷ ଅବସରରେ ସର୍ବତ୍ର ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ସିପେଟ୍ ଦ୍ୱାରା ଦୁଇ ଦିନ ଧରି ଉଭୟ ସାଇେକେଲ ଏବଂ ମଟର ସାଇକେଲର ସଚେତନା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ସିପେଟ ଦ୍ୱାରା ମଞ୍ଚୁଦେବ ଉଚ୍ଚ ବିଦ୍ୟାଳୟର…