Latest Odisha News

BREAKING NEWS

Browsing Category

ଓଡିଶା

Odisha

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇର ଚିଠି

ଭୁବନେଶ୍ୱର: ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଧୀକ୍ଷକ (ଏସଏସଆଇ) ସୋମବାର ପୁରୀର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇ ଚିଠି ଲେଖି ରତ୍ନ ଭଣ୍ଡାର ଭିତର ଯାଞ୍ଚ କରିବାକୁ କହିଛନ୍ତି ।…

ବ୍ୟବସାୟୀଙ୍କ ଠାରୁ ସୁନା ବିସ୍କୁଟ ଓ ଟଙ୍କା ଜବତ ଘଟଣାରେ ଆୟକର ବିଭାଗର ତଦନ୍ତ

ବ୍ରହ୍ମପୁର: ଗଞ୍ଜେଇ ଯାଞ୍ଚ ବେଳେ ବସ ଭିତରୁ ମହାରାଷ୍ଟ୍ରର ବ୍ୟବସାୟୀ ଦଶରଥ ସାହୁକାରଙ୍କ ଠାରୁ ୧ କୋଟି ୨୨ ଲକ୍ଷ ଟଙ୍କା ଓ ବ୍ରହ୍ମପୁରର ଆନନ୍ଦ ଜୁଏଲର୍ସରୁ ୨୩ଟି ସୁନା ବିସ୍କୁଟ ଜବତ ଘଟଣାରେ କଟକ ଲିଙ୍କ ମିଳିଛି  ।  ବୁଧବାର ଜିଏସଟି ବିଭାଗର ତଦନ୍ତ କରିଥିବା ବେଳେ ଗୁରୁବାର ଆୟକର ବିଭାଗ…

ବିଦ୍ୟୁତ ଆଘାତରେ ବସ ହେଲ୍ପରଙ୍କ ମୃତ୍ୟୁ; ବଞ୍ଚିଗଲେ ୨୦ ଯାତ୍ରୀ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ ଏକ ଅବାଭନୀୟ ଘଟଣା ଘଟିଛି । ବସରୁ ଲୁହା ପାଇପ କାଢ଼ିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ସରେ ଆସି ବସ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ବସରେ ଥିବା ସମସ୍ତ ୨୦ ଯାତ୍ରୀଙ୍କୁ ସାମାନ୍ୟ ବିଦ୍ୟୁତ ଝଟକା…

ଓଡ଼ିଶା ସରକାର ମାଗଣାରେ ଦେବେ ଜାତୀୟ ପତାକା

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି। ସରକାର ଓ ବିଭିନ୍ନ ଅନୁଷ୍ଠାନ ଏହି ସ୍ୱର୍ଣ୍ଣିମ ଦିବସକୁ ମହା ଆଡ଼ମ୍ବରରେ ପାଳନ କରିବାକୁ ଯୋଜନା ମାନ କରୁଛନ୍ତି । ସାଧାରଣ…

ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ; ଅଫିସରେ ପାନ, ବିଡ଼ି ଓ ଗୁଟଖା ନିଷିଦ୍ଧ

ଭୁବନେଶ୍ୱର: ସରକାରୀ ଅଫିସରେ ପାନ, ଗୁଟଖା, ବିଡ଼ି ଓ ସିଗାରେଟ୍ ସେବନ ନିଷେଦ୍ଧ । କୌଣସି ପ୍ରକାର ନିଶା ଦ୍ରବ୍ୟ ଅଫିସରେ ସବନ କରିପାରିବେ ନାହିଁ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଏନେକି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବୁଧବାର…

ପୂର୍ବତନ ବୌଦ୍ଧ ଟ୍ରେଜେରୀ ଆକାଉଟାଣ୍ଟଙ୍କୁ ଭିଜିଲାନ୍ସ କୋର୍ଟରେ ତିନି ବର୍ଷ ଜେଲ୍ ଦଣ୍ଡ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ଟ୍ରେଜେରୀର ପୂର୍ବତନ ଆକାଉଟାଣ୍ଟ ନାରାୟଣ ମଲ୍ଲିକଙ୍କୁ ଲାଞ୍ଚ ମାମଲାରେ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୨୦୧୯ ମସିହାରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ନାରାୟଣ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୯ ଅକ୍ଟୋବର…

[ଦେଖନ୍ତୁ ଭିଡିଓ] ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପରେ ପ୍ରଦୀପ ଜେନା ହୋଇପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବରିଷ୍ଠ IAS ପ୍ରଦୀପ କୁମାର ଜେନା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ରେ ସରୁଛି । ତାଙ୍କ ପରେ କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଏହାକୁ ନେଇ ଲୋକସେବା ଭବନ…

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ; ଉଦଘାଟନ କରିବେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ

ବାରିପଦା: ଆସନ୍ତା କାଲି ପୂରଣ ହେବ ମୟୁରଭଞ୍ଜ ଜିଲ୍ଲାର ବହୁ ଦିନର ସ୍ବପ୍ନ । ଶୁକ୍ରବାର ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରି ଦୁଇଟି ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। କରଞ୍ଜିଆ ବ୍ଲକର ହାତିବାରୀ…

ବିଦେଶୀ ଉପହାର ଦେବାକୁ କହି ଠକିଲେ ୩୦ ଲକ୍ଷ; ନାଇଜେରିଆ ଯୁବକ ଗିରଫ

ବାଲେଶ୍ୱର: ଗୁରୁବାର ଓଡ଼ିଶା ପୋଲିସର ସାଇବର ଶାଖା ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ନାଇଜେରିଆ ଯୁବକକୁ ଗିରଫ କରିଛି । ସୋସିଆଲ ମିଡ଼ିଆରେ ବନ୍ଧୁତା କରି ଦାମୀ ଉପହାର ଦେବା ଆଳରେ ବାଲେଶ୍ୱରର ବାଲିଆ ସ୍ଥିତ ଜଣେ ଯୁବକଙ୍କୁ ଠାରୁ ୩୦ ଲକ୍ଷ ଟଙ୍କାର ଠକେଇ ହୋଇଛି । ପୋଲିସ…

ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ; ଖୋର୍ଦ୍ଧା, ପୁରୀ ଏବଂ କଟକକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଓଡ଼ିଶାରେ ଶନିବାରଠାରୁ ବୃଷ୍ଟିପାତର ତୀବ୍ରତା ବଢ଼ିବା ଆଶଙ୍କା କରାଯାଉଛି । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଏବଂ ଆସନ୍ତାକାଲି ଓଡିଶାର କିଛି ଅଂଶରେ  ପ୍ରବଳ ବର୍ଷା ହେବାର…