Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ନୂଆପଡ଼ାର ୯ ଗାଁରେ ବୁଲୁଛି ମହାବଳ ବାଘ ! ଲୋକେ ଭୟଭୀତ

ନୂଆପଡ଼ା: ନୂଆପଡ଼ାରେ ବାଘ ମାତିଛି । ମହାବଳ ବାଘ ଗାଁକୁ ଗାଁ ଘୁରି ବୁଲୁଛି । ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଘାଟମାଳ ଅଞ୍ଚଳରେ ବାଘକୁ ନେଇ ଭୟଭୀତ ୯ଟି ଗାଁର ଲୋକ । ସିନାପାଲିର ଘାଟମାଲ, ଯୋଗଭଟା, ବଡ଼ମାଲ, ପଲନାପଡ଼ା, ପଣ୍ଡରିପାଣି, ଅରମେଳା, ମାନ୍ଦଳପଖାନ ଆଦି ୯ଟି ଗାଁରେ ୪ଟି ମହାବଳ…

ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜଭୁତ୍ କରିବା ପାଇଁ ଭାରତ ସରକାର ପଦକ୍ଷେପ ନେଇଛନ୍ତି । ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ୍ ହୋଇ ଖୁବଶୀଘ୍ର ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ…

୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ ୮ ତାରିଖ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ orissaresults.nic.in ୱେବସାଇଟ ମାଧ୍ୟମରେ…

ଘୂର୍ଣ୍ଣିବଳୟ ସକ୍ରିୟ, କାଲିଠୁ ଲଘୁଚାପ; ୧୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବର୍ଷିଲା, ଭସେଇଲା, ବୁଡ଼େଇଲା । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର…

କାଶୀପୁରରେ ଗୁଣି ସନ୍ଦେହରେ ଜଣକୁ ହତ୍ୟା; ୬ ଜଣ ଗିରଫ

ରାୟଗଡ଼ା: ଗୋଟିଏ ପଟେ କାଶୀପୁର ବ୍ଲକରେ ହଇଜାରେ ମୁଣ୍ଡ ଗଡୁଥିବା ବେଳେ ଏବେ ଗୁଣି ସନ୍ଦେହରେ ଶୁକ୍ରବାର ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । କାଶୀପୁର ବ୍ଲକରେ ଅନ୍ଧବିଶ୍ୱାସର କୁପରିଣତି ଦଇ ମାଝୀ ନାମକ ବ୍ୟକ୍ତିଙ୍କ ହତ୍ୟା ହୋଇଛି । ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ,…

ମଦ ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ

ବ୍ରହ୍ମପୁର: ଗଂଜାମ ଜିଲା ପାତ୍ରପୁର ବ୍ଲକ ତଥା ଜରଡା ଥାନା ଅନ୍ତର୍ଗତ ବୁଢ଼ୀ ଘାଟିଗାଁରେ ଶନିବାର ପୂର୍ବାହ୍ନରେ ମଦ ଧରପଗଡ଼ ବେଳେ ଉତ୍ତେଜନା ଦେଖା ଦେଇଛି। କେତେକ ଗ୍ରାମବାସୀଙ୍କ ଆକ୍ରମଣରେ ତହସିଲଦାର ଅମିତ କୁମାର ନାୟକ ଏବଂ ଅବକାରୀ ବିଭାଗର କେତେକ କର୍ମଚାରୀ ଆହତ ହୋଇଛନ୍ତି।…

ଧୁତରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।…

କାମାକ୍ଷାନଗର ମହୁଲି ଛକରେ ଆମ୍ବୁଲାନ୍ସ ଦୁର୍ଘଟଣା; ଦୁଇ ଚାଳକ ଓ ରୋଗୀ ଆହତ

କାମାକ୍ଷାନଗର: ଶନିବାର ଭୋର ୫.୪୫ ସମୟରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡ଼ି ମୁହାଁ-ମୁହିଁ ଧକ୍କା ହୋଇ ଦୁଇ ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇ ଦ୍ୱାରା ଗିରଫ

ଭୁବନେଶ୍ୱର: ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ । ଭୋର ସକାଳୁ ଚର୍ଚ୍ଚିତ ସିବିଆଇ ନିକଟରେ ଜେରା ପାଇଁ ହାଜର ହୋଇଥିଲେ । ପଚରା ଉଚୁରା ପରେ ସିବିଆଇ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଛି । ଚର୍ଚ୍ଚିତ ମହିମାଙ୍କ କମ୍ପାନୀ…

ତମାଖୁ ଆଇନ କଡ଼ାକଡ଼ି କରିବାକୁ ରାଜ୍ୟସଭାରେ ସୁଜିତ୍ କୁମାର ଆଣିଲେ ପ୍ରାଇଭେଟ ବିଲ୍

ଭୁବନେଶ୍ୱର: ଶୁକ୍ରବାର ଦେଶରେ ତମାଖୁ ନିୟନ୍ତ୍ରଣ ଆଇନ୍‍କୁ କଡ଼ାକଡ଼ି କରିବା ପାଇଁ ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭାରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଆଇନ କୋଟପାରେ ସଂଶୋଧନ ପାଇଁ ବିଲ୍‍ ଆଗତ କରିଛନ୍ତି । ଘରୋଇ ବିଲ୍‍ଟି ଆଲୋଚନା ପାଇଁ ବହୁ ମତରେ ଗ୍ରହଣ କରାଯାଇଛି ।…