Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜ୍ଞାନକୌଶଳର ଚମତ୍କାରିତା; ଚଟାଣରୁ ୪ ଫୁଟ ଉପରକୁ ଉଠିଲା ୧୫ ବର୍ଷ ପୁରୁଣା ଘର

ରାୟଗଡ଼ା: ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ୧୫ ବର୍ଷ ପୁରୁଣା ଘରକୁ ୪ ଫୁଟ ଉପରକୁ ଉଠାଯାଇଛି। ଏହା ଶୁଣିବା ପାଇଁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ସମ୍ଭବ ହୋଇଛି। ରାୟଗଡ଼ା ବ୍ଲକ ଅମଳାଭଟା ଗ୍ରାମରେ ଜଣେ ବ୍ୟକ୍ତି ରବି ଶେଖର ନିଜ ଘରେ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଘରର ଉଚ୍ଚତା ବଢାଇଛନ୍ତି।…

ବଢ଼ିଲା ଗୃହରକ୍ଷୀଙ୍କ ଦରମା; ଏବେ ପାଇବେ ୧୨ ହଜାରରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କ ଲମ୍ବା ସମୟର ଦାବି ଆଂଶିକ ପୂରଣ କରିଛନ୍ତି ରାଜ୍ୟ ସରକାର ।  ରବିବାର ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି । ଇସ୍ତାହାର ଅନୁଯାୟୀ, ସରକାର ଡିସିଏ…

ହାପ୍ପି ଫ୍ରେଣ୍ଡସିପ୍ ଡେ’: ବିଶ୍ୱ ବନ୍ଧୁତ୍ୱ ଦିବସର ହାର୍ଦ୍ଦିକ ଅଭିନନ୍ଦନ

ଭୁବନେଶ୍ୱର: ଅନ୍ୟାନ୍ୟ ଦିବସ ପରି ବନ୍ଧୁତ୍ୱ ଦିବସ ପାଳନ ପାଇଁ ମଧ୍ୟ ଗୋଟିଏ ଦିନ ରହିିିଛି। ତଥ୍ୟ ଅନୁଯାୟୀ, ୧୯୧୯ ମସିହାରୁ ବନ୍ଧୁତ୍ୱ ଦିବସ ପାଳନ ଆରମ୍ଭ ହୋଇଥିଲା। ୧୯୩୫ ମସିହା ବେଳକୁ ଏହି ପରମ୍ପରା ଆମେରିକାରେ ଜୋର ଧରିବା ଆରମ୍ଭ କରିଥିଲେ ମଧ୍ୟ ୧୯୧୯ରୁ ଏହାର ଆରମ୍ଭ ହୋଇସାରିଥିଲା।…

ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ରବିବାର ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କତା ଜାରି କରିଛନ୍ତି । ଏ ସକାଶେ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପୁରୀକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,…

ଧରାପଡ଼ିଲା ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ୍ ରାକେଟ, ୩ ଗିରଫ

ଯାଜପୁର: ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଯୋଗାଉଥିବା ରାକେଟକୁ ଧରିଛି ଯାଜପୁର । ରାକେଟର ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଆବେଦନ ଫର୍ମ ସହ ୧୦ଟି ଷ୍ଟାମ୍ପ, କିଛି ଆଧାର କାର୍ଡ ଓ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ…

ତହସିଲଦାରଙ୍କୁ ଆକ୍ରମଣକୁ ଓଏଏସ୍‌ ସଂଘର ନିନ୍ଦା

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍ ଜରଡା ଥାନା ଅନ୍ତର୍ଗତ ବୁଢୀଘାଟି ଗାଁରେ ମଦ ଧରପଗଡ ବେଳେ ତହସିଲଦାର ଅମିତ କୁମାର ନାୟକ ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ ଘଟଣାର ଘୋର ନିନ୍ଦା କରିଛି ଓଡ଼ିଶା ପ୍ରଶାସନିକ ସେବା ସଂଘର ଗଞ୍ଜାମ ଜିଲା ଶାଖା। ସରକାରଙ୍କ ନିର୍ଦ୍ଦେଶକୁ…

୨.୫୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରୁଛନ୍ତି ଗଞ୍ଜାମର ମହିଳା ଗୋଷ୍ଠୀ

ବ୍ରହ୍ମପୁର: ଚଳିତ ବର୍ଷ ସ୍ବାଧୀନତାର ୭୫ବର୍ଷ ପାଳନ କରୁଛି ଭାରତ। ‘ଆଜାଦୀକା ଅମୃତ ମହୋତ୍ସବ’ ଅବସରରେ ‘ହର୍‌ ଘର ତ୍ରିରଙ୍ଗା’ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କ୍ରମରେ ରାଜ୍ୟରେ ୩୦ଲକ୍ଷ ପତାକା ସିଲେଇ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ…

[ଦେଖନ୍ତୁ ଭିଡିଓ] ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ବିଜେପିର ଉତ୍ସାହ, ବିରୋଧୀ ଛାନିଆ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ଅମିତ ଶାହ । ଉତ୍ସାହରେ ରାଜ୍ୟ ବିଜେପି । ରବିବାର ଠାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଅମିତ ଶାହ ରବିବାର ରାତିରେ ଭୁବନେଶ୍ୱର ପହଞ୍ଚି ସୋମବାର ସକାଳେ…

ସିଆଇଏସଏଫ ଓଡ଼ିଆ ଯବାନଙ୍କ ଗୁଳିମାଡ଼ରେ ଏଏସଆଇ ଆର କେ ଷଡ଼ଙ୍ଗୀ ମୃତ

କୋଲକତା:  କୋଲକତାରେ ଇଣ୍ଡିଆନ ମ୍ୟୁଜିୟମରେ କାର୍ଯ୍ୟରତ ହେଡ କନଷ୍ଟେବଳ ଅକ୍ଷୟ ମିଶ୍ରଙ୍କ ଗୁଳିମାଡରେ  ସିଆଇଏସଏଫ ଏଏସଆଇ ଆରକେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି । ଏହା ସହ ଜଣେ କମାଣ୍ଡାଣ୍ଟ ସୁବୀର ଘୋଷ ଗୁରୁତର ଆହତ ହୋଇଛନ୍ତି । ଅକ୍ଷୟ ମିଶ୍ର ନିଜ ଏକେ 47ରୁ ଗୁଳି ଚଳାଇ ହତ୍ୟା କରିଥିବା…

ରତ୍ନ ସିଂହାସନ ପଛ ପାର୍ଶ୍ଵରୁ ଖସିଥିବା ଲାଇମ ପ୍ଲାଷ୍ଟର କାମ ଆସନ୍ତା ରଥଯାତ୍ରା ସମୟରେ କରିବ ASI

ପୁରୀ: ସମ୍ପୂର୍ଣ୍ଣ ସୁରକ୍ଷିତ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ । କେବଳ ରତ୍ନ ସିଂହାସନ ପଛ ପାର୍ଶ୍ଵରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଛି । ଏଏସ୍ଆଇ ଏହାର ଅନୁଧ୍ୟାନ କରିଛି । ଆସନ୍ତା ବର୍ଷ ରଥଯାତ୍ରା ସମୟରେ ପୁନଃ ପ୍ଲାଷ୍ଟରିଂ କାର୍ଯ୍ୟ କରାଯିବ । ଗତ କିଛି ମାସ ଧରି ଶ୍ରୀମନ୍ଦିର…