Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମରେ ୨୦ଟି ଘରୋଇ କ୍ଲିନିକ୍‌ରେ ମାଗଣା ଅଲ୍‌ଟ୍ରାସାଉଣ୍ଡ; ଲକ୍ଷ୍ୟ ସୁରକ୍ଷିତ ମାତୃତ୍ୱ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ସୁରକ୍ଷିତ ମାତୃତ୍ୱ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଜିଲାର ୨୦ଟି ଘରୋଇ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ରେ ଗର୍ଭବତୀଙ୍କୁ ମାଗଣାରେ ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷା ସୁବିଧା ମିଳିବ। ସୁରକ୍ଷିତ ଜନନୀ…

ଟଙ୍କାରେ ଖେଳୁଥିଲେ ଖେଳ ଶିକ୍ଷକ; ମିଳିଲା ୪.୬୭ କୋଟିର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁରସ୍ଥିତ ଶ୍ରୀଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ମୋଟ ସମ୍ପତ୍ତିର ଆକଳନ କରିଛି ବ୍ରହ୍ମପୁର ଭିଜିଲାନ୍ସ। ବୃତ୍ତିରେ କ୍ରୀଡ଼ା ଶିକ୍ଷକ ହୋଇଥିଲେ ମଧ୍ୟ ଗାଡି, ଘର, ପ୍ଲଟ, ଦୋକାନବଜାର, ପେଟ୍ରୋଲ ପମ୍ପ, ଗ୍ୟାସ…

କେନ୍ଦ୍ର ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସର ହୁଙ୍କାର, ରାଜଭବନ ଘେରାଉ

ଭୁବନେଶ୍ୱର :  ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଜନମାରଣ ଜିଏସ୍‌ଟି ଲାଗୁ ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି ।…

ପିଏମ ଆଓ୍ୱାସ ଯୋଜନା ହିତାଧିକାରୀଙ୍କୁ ମିଳିନି ଅର୍ଥ: ଲୋକ ସଭାରେ ଦାବି କଲେ ମଞ୍ଜୁଲତା ମଣ୍ଡଳ

ଭୁବନେଶ୍ୱର: ଓଡ଼ିଶାରେ ୬.୬୫ ଲକ୍ଷ ପରିବାର ପିଏମ ଆଓ୍ୱାସ ଯୋଜନାରୁ ବର୍ତ୍ତମାନ ବଞ୍ଚିତ ହୋଇଛନ୍ତି । ପାଣ୍ଠି ଯାେଗାଣରେ ବିଳମ୍ବ ଯୋଗୁଁ ୧.୮୪ ଲକ୍ଷ ଫନି କ୍ଷତିଗ୍ରସ୍ତ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ଥିବା ଲୋକସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉପସ୍ଥାପନ କରିଛନ୍ତି । ୨୦୨୨…

କାଶୀପୁର ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପ କାହିଁକି ଅଧାରେ ପଡିଛି?

ରାୟଗଡ଼ା:  କାଶୀପୁର ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଉଛି ଦୁଷିତ ଜଳ । ଦଶନ୍ଧି ଦଶନ୍ଧି ଧରି  ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନଥିବା କାରଣରୁ ବାଧ୍ୟ ହୋଇ ନଦୀ, ନାଳ , ଝରଣା ଓ ଅନ୍ୟାନ୍ୟ ଜଳଉତ୍ସରୁ ପାଣିକୁ  ଲୋକେ ବ୍ୟବହାର କରୁଛନ୍ତି । କାଶୀପୁର ବକ୍ଲ ବାସୀ…

ସଂସଦରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷିତ ମହିଳା ଆସନ ପାଇଁ ରାଜ୍ୟସଭାରେ ଦାବି କଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳାଙ୍କ ସଂରକ୍ଷଣ ବିଲ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ପାଇଁ ସସ୍ମିତ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି । ସସ୍ମିତ ଦାବି ରଖିଥିଲେ ଯେ, ଉଭୟ ବିଧାନସଭା ଏବଂ…

ପିଏମ ଗ୍ରାମୀଣ ଆବାସ ଯୋଜନା ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ୍ ଏବଂ ସମୟସୀମା ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେବାକୁ…

ଦେଶରେ ଦିଆଗଲା ୧୦ କୋଟି ବୁଷ୍ଟର ଡୋଜ୍; କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଭାରତରେ ୧୦ କୋଟି ବୁଷ୍ଟର ଡୋଜ୍ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ମାଣ୍ଡଭିୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହା ସହିତ ଆହୁରି ୧୦ କୋଟି ଲୋକଙ୍କୁ ଅତିରିକ୍ତ ସୁରକ୍ଷା ତଥା…

ଆଇଆଇଏମ୍‍ସିରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ: ‘ସତ୍ୟତା ଓ ନିରପେକ୍ଷତା ଗଣମାଧ୍ୟମ ପାଇଁ ବଡ଼ ଆହ୍ୱାନ’

ଢେଙ୍କାନାଳ: ସତ୍ୟତା ଓ ନିରପେକ୍ଷତା ସାମ୍ବାଦିକତାର ଦୁଇ ମୁଖ୍ୟ ବିଭବ । ଏ ଦୁଇଟାକୁ ଛାଡ଼ି ସାମ୍ବାଦିକତା କଥା ଚିନ୍ତା କରାଯାଇ ନପାରେ । ଆଗରୁ ଅନେକ ଖବରକାଗଜ ସତ୍ୟ ଓ ନିରପେକ୍ଷ ଖବରକୁ ଗୁରୁତ୍ୱ ଦେଉଥିଲେ । ହେଲେ ଏବେ ସତ୍ୟତା ଓ ନିରପେକ୍ଷତା ଗଣମାଧ୍ୟମ ପାଇଁ ବିରଳ ହୋଇଯାଇଛି । ଫଳରେ ଖବରର…

ଆବାସିକ ବିଦ୍ୟାଳୟରେ ବ୍ୟାପିଲା କରୋନା, ୪୧ ଛାତ୍ରୀ ସଂକ୍ରମିତ

ରାୟଗଡ଼ା: ହଇଜା ପରେ କରୋନା ଭୟ । କାଶୀପୁରରେ ହଇଜା ଆତଙ୍କ ପରେ ଚନ୍ଦ୍ରପୁର ବ୍ଲକରେ କାୟା ମେଲାଇଛି କରୋନା । ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବିଦ୍ୟାଳୟ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜର ଓ ଦେହ…