Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅସୁରକ୍ଷିତ ବ୍ରହ୍ମପୁର ବଡ଼ ମେଡ଼ିକାଲ; ନୂତନ କୋଠା ସିଲିଂରୁ ଝରିଲା ପାଣି

ବ୍ରହ୍ମପୁର:କୋଟି କୋଟି ଟଙ୍କା ବ୍ୟୟରେ ଏମକେସିଜି ମେଡିକାଲରେ ନିର୍ମିତ ହୋଇଥିବା ଏକାଧିକ ନୂତନ କୋଠା ଏବେ ରୋଗୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଏହି କୋଠାରୁ କେତେବେଳେ ସିଲିଂ ଖସୁଛି ତ ଆଉ କେତେବେଳେ ଝରଣା ଭଳି ପାଣି ବୋହୁଛି। ଯାହା ଚିକିତ୍ସିତ ହେଉଥିବା ରୋଗୀ ପାଇଁ ବିପଦ ଡାକି…

କଣ୍ଟେନର୍‌ର ସିକ୍ରେଟ୍‌ ଚାମ୍ବରରୁ ମିଳିଲା ୧୬୦କିଲୋ ଗଞ୍ଜେଇ

ବ୍ରହ୍ମପୁର:ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ରାକେଟ୍‌ ଠାବ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଗୋଟିଏ କଣ୍ଟେନର୍‌ରେ ଗଜପତି ଜିଲା ମୋହନାରୁ ଖଲ୍ଲିକୋଟ ନିର୍ମଳ ଝର ଦେଇ ଜାତୀୟ ରାଜପଥରେ ଚାଲାଣ ହେଉଥିବା ୧୬୦ କେଜି ଗଞ୍ଜେଇ ଧରିଛି ଅବକାରୀ ବିଭାଗ। ଏ ସଂକ୍ରାନ୍ତରେ କଣ୍ଟେନର୍‌…

ଶିକାର ପରେ ସମ୍ବର କାଟିଲା ବେଳେ ଧରିଲା ବନ ବିଭାଗ

ବ୍ରହ୍ମପୁର: ଶିକାର ପରେ ବିକ୍ରି ପାଇଁ ଏକ ସମ୍ବରକୁ କାଟିଲା ବେଳେ ଶିକାରୀଙ୍କୁ ଧରି ମାଂସ ଜବତ କରିଛି ବ୍ରହ୍ମପୁର ବନ ବିଭାଗ । ଶିକାରୀଙ୍କୁ ଅଟକ ରଖାଯାଇଥିବା ବେଳେ ସମ୍ବର ମାଂସକୁ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି । ବ୍ରହ୍ମପୁର ରେଞ୍ଜର ରଜତ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା…

ଜାଣନ୍ତୁ; ବ୍ରହ୍ମପୁରରେ କେଉଁଠି ମିଳିବ ବୁଷ୍ଟର ଡୋଜ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶୁକ୍ରବାର ଠାରୁ କରୋନା ଟୀକାର ବୁଷ୍ଟର୍‌ ଡୋଜ୍‌ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ପ୍ରଦାନ କରାଯିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଘୋଷଣା କରାଯାଇଛି । ସହରରେ ଥିବା ସମସ୍ତ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର(ୟୁପିଏଚ୍‌ସି)ରେ ସହରବାସୀ…

କ୍ୟାପିଟାଲ ହସ୍‌ପିଟାଲ ଓ ଆଚାର୍ଯ୍ୟ ହରିହର କର୍କଟ ହସ୍‌ପିଟାଲର ଆଉଟସୋର୍ସିଂକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲକୁ ରାଜ୍ୟ ସରକାର ଘରୋଇକରଣ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଏଭଳି କିଛି ନିଷ୍ପତ୍ତି କିମ୍ବା ଘୋଷଣା ସରକାରଙ୍କ ପକ୍ଷରୁ ହୋଇନାହିଁ । କିନ୍ତୁ ଓଡ଼ିଶା ପ୍ରଦେଶ…

ଲଘୁଚାପ ସକ୍ରିୟ, ଆସନ୍ତା ୫ ଦିନ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର: ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଉତ୍ତର ଓଡ଼ିଶା ଓ ତତସଂଲଗ୍ନ ଅଞ୍ଚଳରେ ଲଘୁଚାପ ଭାବେ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବିଜେପି । ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ…

[ଦେଖନ୍ତୁ ଭିଡିଓ] ପାରାଦୀପରେ କୂଳ ଲଂଘୁଛି ସମୁଦ୍ର, ଆଶଙ୍କାରେ ନେହେରୁ ବଙ୍ଗଳା ବାସିନ୍ଦା

ପାରାଦୀପ: କୂଳ ଲଂଘୁଛି ସମୁଦ୍ର । ଜନବସତି ଆଡ଼କୁ ମାଡ଼ି ଆସୁଛି ଜୁଆର । ମହାନଦୀ ମୁହାଣ ନିକଟରେ ସ୍ଥଳଭାଗ ଆଡ଼କୁ ସମୁଦ୍ର ମାଡ଼ି ଆସୁଛି । ପାଖାପାଖି ୧୦୦ ମିଟର ମାଡ଼ି ଆସିଲାଣି ସମୁଦ୍ର ପାଣି । ସମୁଦ୍ର ପାଣି ଏବେ ନେହେରୁବଙ୍ଗଳା କ୍ୟାଣ୍ଟିନ ଡେଇଁ ମନ୍ମଥ ଉଦ୍ୟାନ ଭିତରେ ପଶିବା ଆରମ୍ଭ…

କାନ୍ଥ ଭୁଶୁଡ଼ି ମାଆ ଓ ଝିଅ ମୃତ, ପୁଅ ଗୁରୁତର

ଫୁଲବାଣୀ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲାରୁ ଆସିଛି ଦୁଃଖ ଦାୟକ ଖବର । ଫୁଲବାଣୀ ସହରରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମାଆ ଓ ୫ ବର୍ଷର ଝିଅର ମୃତ୍ୟୁ ହୋଇଛି । ଗୁରୁତର ଆହତ ହୋଇଛି ପୁଅ । ମଧ୍ୟାହ୍ନରେ ପ୍ରବଳ ବର୍ଷା…

ଦିବ୍ୟାଙ୍ଗ ମୋହନର ଆଗ୍ରହ ଏବଂ ଦୃଢ଼ ମନୋବଳର ପ୍ରତୀକ; ଟ୍ରାଇ-ସାଇକେଲ ପାଇଁ ଦାବି

ପାପଡ଼ାହାଣ୍ଡି: ବୟସ ଆଠ ବର୍ଷ । କଁଅଳ ଶରୀର । ଜନ୍ମରୁ ଗୋଡ଼ ଦୁଇଟି ବକ୍ର । ସିଧା ସ୍ଵାଭାବିକ ଭାବେ ଚାଲିବା କଷ୍ଟକର । ତଥାପି ଅଝଟ ମନ । ବାଡ଼ି ଖଣ୍ଡେକୁ ଆଶରା କରି ନିଇତି ଯାଉଛି ଦୁଇ କିଲୋମିଟର ଦୂର ସ୍କୁଲ ଯାଉଛି ମୋହନ । ଏ ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ…

[ଦେଖନ୍ତୁ ଭିଡିଓ] ଡାକ୍ତରଙ୍କୁ ମାଡ଼ ମାରି ବନ୍ଧା ହେଲେ ୨ ଅଭିଯୁକ୍ତ

ନୂଆପଡ଼ା: ବିଚ୍ ରାସ୍ତାରେ ଡାକ୍ତରଙ୍କୁ ମାଡ଼ । ଚପଲରେ ମାଡ଼ ମାରି ବନ୍ଧାହେଲେ ୨ ଅଭିଯୁକ୍ତ । ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଦିନବନ୍ଧୁ ମହାନନ୍ଦଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ୨ ଅଭିଯୁକ୍ତ ହେଲେ ଦୁଧେସ ମୁଁଗରୀ ଓ ପ୍ରବୀଣ ପଟେଲ । ଉଭୟଙ୍କୁ ଗିରଫ ପରେ…