Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ଜାପାନ ଟେକ୍ନୋଲୋଜିରେ ଜଙ୍ଗଲ ସୃଷ୍ଟି କରି ଗ୍ରାମବାସୀଙ୍କୁ ହସ୍ତାନ୍ତର କଲା IOCL

ପାରାଦୀପ: ଜାପାନ ଟେକ୍ନୋଲୋଜିରେ ଜଙ୍ଗଲ । ଶୀଘ୍ର ବଢ଼ିବ ଗଛ । ଆଇଓସିଏଲ୍ ପକ୍ଷରୁ ଜାପାନର ଉନ୍ନତ ପ୍ରଣାଳୀରେ ହଳଦିଆ-ବରଉଣୀରେ ବୃକ୍ଷ ରୋପଣ କରାଯାଇଛି । ଯାହାର ନାଁ ରହିଛି ମିଆୱକି ଫରେଷ୍ଟ । ଜାପାନ ଟେକ୍ନୋଲୋଜିରେ ଏଠାରେ ବୃକ୍ଷରୋପଣ କରାଯାଇଥିବା ବେଳେ ଗଛ ଗୁଡ଼ିକ ଖୁବଶୀଘ୍ର ବଢ଼ିବ । ଏକ…

ରାଜ୍ୟରେ ଉପରମୁହାଁ ହେଉଛି କରୋନା : ସଂଧ୍ୟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାସହ ବିଭିନ୍ନ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ଏବେ ସଂକ୍ରମଣ ଉପମୁହାଁ । ବିଶେଷ କରି କଟକ ଭୁବନେଶ୍ୱରରେ ସଂକ୍ରମଣ ବଢିଛି । ଫଳରେ ରେଡ ଜୋନରେ ରହିଛି…

[ଦେଖନ୍ତୁ ଭିଡିଓ] ଛାତରୁ ଗଳୁଛି ପାଣି, ପିଲାଏ ପଢ଼ିବେ କେମିତି ?

କୋରାପୁଟ: ଛାତରୁ ଗଳୁଛି ପାଣି । ଚଟାଣ ବି ପୂରା ଓଦା । ବର୍ଷା ହେଲେ ପାଣି ପଢ଼ୁଛି ଶ୍ରେଣୀ ଗୃହରେ । ଏଭଳି ଅବସ୍ଥାରେ ପିଲାଏ କେମିତି ପଢ଼ିବେ ପାଠ ? ଉନ୍ନତ ଶିକ୍ଷାଦାନ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠି ସବୁକିଛି ପ୍ରହସନ ପାଲଟିଛି । ବିଚିତ୍ର ବିଦ୍ୟାଳୟ ଦେଖିବାକୁ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ଘଟଣା । ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ୍

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ । ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରାଯାଇଛି । ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ମିଶୁଛି ଓରିଜିନାଲ ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ପେପର ଲିକ୍ ହୋଇଥିବା ନେଇ…

ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ବିଜେପି-କଂଗ୍ରେସ ମୁହାମୁହିଁ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଜେପି କଂଗ୍ରେସ ମୁହାମୁହିଁ । ଆଜି ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ କଂଗ୍ରେସ ନେତା ଅଜୟ କୁମାର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ,…

ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ଶିଶୁକୁ ମାରି ଜଙ୍ଗଲରେ ପୋତିଦେଲେ

ମାଲକାନଗିରି  : ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାଲକାନଗିରି ମୋଟୁ ଥାନା ଏମପିଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ…

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର

ସୋନପୁର (ପ୍ରକାଶ ଚନ୍ଦ୍ର ବେବର୍ତ୍ତା) : ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର। ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୋନପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପ୍ରଧାନ। ସୋନପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି ରଞ୍ଜିତ ପ୍ରଧାନ।…

୮୦୦ ଟପିଲା ରାଜ୍ୟରେ ଦୈନିକ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଜଣ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଉପରେ ରହିଛି । ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା  ଲାଗି ରହିବ। ଦକ୍ଷିଣ ଉପକୂଳ ଓ ଏହାର ଆଖପାଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଦାସଙ୍କ ଅଡୁଆ, କ୍ରାଇମବ୍ରାଞ୍ଚକୁ ଏସପି ଲେଖିଲେ ଚିଠି

ଜଗତସିଂହପୁର: ବଢ଼ିଲା ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ତଥା ବିଧାୟକ ବିଜୟ ଶଙ୍କର ଦାସ ସେକ୍ସ ରାକେଟ ଚଳାଉଛନ୍ତି ଅଭିଯୋଗର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ଚିଠି । ଏସପି ଅଖିଳେଶ୍ୱର ସିଂହ ଏପରି ଏକ ଚିଠି…