Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ଏଥିମଧ୍ୟରୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର,…

ଆଜି ପ୍ରତିପଦାରେ ଶ୍ରୀମନ୍ଦିରରେ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି, ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

ପୁରୀ : ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ରଥଖଳାରେ ପ୍ରସ୍ତୁତ ତିନିରଥକୁ ଆଜି ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ। ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେପରେ ପୁଲିସ ପ୍ରଶାସନ,…

ଓଡ଼ିଶାରେ ହେବ ୨୧,୮୦୦ କୋଟି ଟଙ୍କାର ପୁଞ୍ଜିନିବେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତକାଲି  ଦୁବାଇରେ ଆୟୋଜିତ ହୋଇଥିବା  ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପ ପାଇଁ ଶିଳ୍ପପତିମାନେ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାରେ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଶିଳ୍ପପତିମାନେ…

ସୁଶ୍ରୁତ- ଦ ହେଲଥ୍ କନକ୍ଲେଭ: ଜାଣନ୍ତୁ ଅତିଥି ଏବଂ ଆଲୋଚକଙ୍କ ପରିଚୟ..

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ’ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ଜୁନ ୩୦ (ଗୁରୁବାର) ରେ ଆୟୋଜନ କରୁଛନ୍ତି ‘ସୁଶ୍ରୁତ: ଦ ହେଲଥ୍ କନକ୍ଲେଭ’ । ଶ୍ରୀ ନବ କିଶୋର ଦାସ, ମୁଖ୍ୟ ଅତିଥି, ଉଦଘାଟନୀ ଅଧିବେଶନ…

ଆରବସାଗରରେ ONGC ହେଲିକପ୍ଟର କ୍ରାସରେ ଓଡ଼ିଆ ପୁଅର ମୃତ୍ୟୁ , ଅଧା ରହିଗଲା ସ୍ବପ୍ନ

 ଢେଙ୍କାନାଳ :  ଆରବ ସାଗରରେ ONGC ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଭୂତତ୍ୱ ବିଜ୍ଞନୀ ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ ହୋଇଛି ।  ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ । ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ(ARCS) କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ପାତ୍ର…

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା : ଗୋବିନ୍ଦ ସାହୁଙ୍କୁ ୨ ସପ୍ତାହ ଜାମିନ୍

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସ୍ତ୍ରୀ ଓ ପୁଅର  ଚିକିତ୍ସା ପାଇଁ  ହାଇକୋର୍ଟ ୨ ସପ୍ତାହ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି। ଗୋବିନ୍ଦ…

ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ

ପୁରୀ: କରୋନା ଥମିଗଲା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଦୀର୍ଘ ଦୁଇ ବର୍ଷ ପରେ ବଡ଼ ଦାଣ୍ଡକୁ ଆସିବେ ମହାପ୍ରଭୁ । ଏବେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମହାପ୍ରଭୁଙ୍କ ନବଯୌବନ ବେଶ ଦେଖି ଆତ୍ମହରା ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ଅଣସର ପରେ ମହାବାହୁଙ୍କୁ ଦର୍ଶନ କରି କୃତାର୍ଥ…

ଦୁବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’:ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକମାନଙ୍କୁ ନବୀନଙ୍କ ଆହ୍ବାନ

ଆବୁଧାବି : ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ । ରାଜ୍ୟରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି…

[ଦେଖନ୍ତୁ ଭିଡିଓ] ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁର ବହଳଦାରୁ ଉଦ୍ଧାର ତିନି ବର୍ଷର ଶିଶୁ

ଭୁବନେଶ୍ବର : ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁର ବହଳଦାରୁ ଉଦ୍ଧାର । ସାଲିଆ ସାହି ନିବାସ ନଗରରେ ରହୁଥିବା ଜଣେ ବିଧବା ଓ ମାନସିକ ଭିନ୍ନକ୍ଷମଙ୍କ ମହିଳାଙ୍କ ତିନି ବର୍ଷର ଶିଶୁ ପୁତ୍ରକୁ ବହଳଦା ବସଷ୍ଟାଣ୍ଡରୁ ଉଦ୍ଧାର କରିଛି ନୟାପଲ୍ଲୀ ଥାନା ପୋଲିସ । ଅପହରଣ ଅଭିଯୋଗରେ ସାଲିଆ ସାହିରେ…

ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନ ଭୋଜନ ଖାଇଲେ IAS କୀର୍ତ୍ତି ଭାସନ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତଥା ଆଇଏଏସ୍‌ ଅଧିକାରୀ ୱି.କୀର୍ତ୍ତି ଭାସନ କବିସୂର୍ଯ୍ୟନଗର ବ୍ଲକ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ କବିସୂର୍ଯ୍ୟନଗରସ୍ଥିତ ମର୍ଦ୍ଧରାଜ ହାଇସ୍କୁଲ ପରିଦର୍ଶନ କରିଥିଲେ । 5T ରୂପାନ୍ତରଣରେ ଏହି ବିଦ୍ୟାଳୟ…