Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦୁବାଇରେ ନବୀନଙ୍କ ଆହ୍ୱାନ, କହିଲେ- ୨୦ ବର୍ଷରେ କେମିତି ବଦଳିଛି ଓଡ଼ିଶା ?

ଭୁବନେଶ୍ୱର: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ପରେ ଦୁବାଇରେ ପହଞ୍ଚିଛନ୍ତି । ଦୁବାଇରେ ବୁଧବାର ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ୍ ହେବେ ମୁଖ୍ୟମନ୍ତ୍ରୀ । ଏହି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଓ ଫିକ୍କି (FICCI) ମିଳିତ ଭାବେ ଆୟୋଜନ…

[ଦେଖନ୍ତୁ ଭିଡିଓ] ଆସିଲା କି ଚତୁର୍ଥ ଲହର ? ରାଜ୍ୟରେ ୩ ଅଙ୍କ ଛୁଇଁଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ୨୩ ତାରିଖରେ ୭୩, ୨୪ ତାରିଖରେ ୬୧, ୨୫ ତାରିଖରେ ୬୨, ୨୬ ତାରିଖରେ ୬୮, ୨୭ ତାରିଖରେ ୬୯ ଆଉ ୨୮ ତାରିଖରେ ୧୧୩ । ରାଜ୍ୟରେ ପ୍ରତିଦିନ ବଢ଼ି ଚାଲିଛି କୋଭିଡ୍ ସଂକ୍ରମଣ ମାମଲା । କିଛି ମାସ ଧରି ଦୈନିକ ସଂକ୍ରମଣ ୨ ଅଙ୍କ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୩ ଆକ୍ରାନ୍ତ ଚିହ୍ନଟ…

ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର କାରଣ

ଭୁବନେଶ୍ୱର: ଅଭିନେତା ରାଇମୋହନ ପରିଡ଼ାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ରାଇମୋହନଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିବା କୁହାଯାଉଛି । ତେବେ ରାଇମୋହନ ଯଦି ଆତ୍ମହତ୍ୟା କରିଛନ୍ତି ତାହେଲେ ତାଙ୍କୁ ଏଥିପାଇଁ କିଏ ପ୍ରବର୍ତ୍ତାଇ ଥିଲା । କାହା ଚାପରେ ନା ବାଧ୍ୟ ବାଧକତାରେ…

ନୀଳ କୁର୍ତ୍ତା ପିନ୍ଧି ଆବୁଧାବିର ଶେଖ୍ ଜାୟେଦ ମସଜିଦ୍ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରୋମ ପରେ ଆବୁଧାବିରେ ଭ୍ରମଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଧଳା କୁର୍ତ୍ତା ପିନ୍ଧୁଥିବା ନବୀନ ନୀଳ କୁର୍ତ୍ତା ପିନ୍ଧି ଆବୁଧାବିର ମାର୍ବଲ କାରୁକାର୍ଯ୍ୟପୂର୍ଣ୍ଣ ଶେଖ୍ ଜାୟେଦ ମସଜିଦ୍ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ବନକଲାଗି, ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ : ଅନବସରର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବାୟତମାନେ ରୂପା ଥାଳିରେ ଆଣି ଗଜପତିଙ୍କୁ ଅର୍ପଣ କରିଛନ୍ତି । ଏହା ସହ ଦତ୍ତ ମହାପାତ୍ର ସେବାୟତମାନେ…

ଓଡିଶା ମୁହାଁଇବେ କର୍ପୋରେଟ କମ୍ପାନୀ: ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ…

ଆବୁଧାବି: ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ  । ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ…

ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା । ରଥଯାତ୍ରା ଅବଧି ମଧ୍ୟରେ ପୁରୀକୁ ଓ ପୁରୀରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।  ଯାତ୍ରୀମାନଙ୍କ ସୁବିଧା ପାଇଁ ଗଡ଼ିବ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟ୍ରେନ୍ । ଶାଲିମାର, ଜଗଦଲପୁର,…

ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର AIIMS

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ (AIIMS) ଭୁବନେଶ୍ୱର । ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ । ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨…

ମେଡିକାଲରୁ ମୃତଦେହକୁ ହାତରେ ବୋହି ବୋହି ନେଲେ ସମ୍ପର୍କୀୟ

କୋରାପୁଟ: କୋରାପୁଟରେ ଦାନ ମାଝୀ ରିପିଟ୍ । କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଛି । ମେଡିକାଲରୁ ହାତରେ ଧରି ମୃତଦେହକୁ ନେଇଛନ୍ତି ସମ୍ପର୍କୀୟ । ପତେଣ୍ଡା ଗାଁର ୭୦ ବର୍ଷୀୟ  ବୁଦୁ ମାଝୀ ହଠାତ୍ ଅସୁସ୍ଥ ହେଇ ପଡ଼ିବାରୁ ଆଶା କିରଣ ମେଡିକାଲକୁ…

[ଦେଖନ୍ତୁ ଭିଡିଓ] ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହେଲେ ୮ କ୍ୟାନସର ସର୍ଭାଇଭର

ଭୁବନେଶ୍ୱର: ଜୀବନର ଅନ୍ତ ନୁହେଁ କର୍କଟ । ଏ କଥାକୁ ପ୍ରମାଣିତ କରିଛନ୍ତି ପ୍ରିୟା । କ୍ୟାନସର ଆକ୍ରାନ୍ତ ସତ୍ତ୍ୱେ ପ୍ରିୟା ୧୧ ହଜାର ୮୩୦ ଫୁଟ୍ ଉଚ୍ଚ ପର୍ବତ ଚଢ଼ିଛନ୍ତି । ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହୋଇଛନ୍ତି ପ୍ରିୟାଙ୍କ ଭଳି ୮ ଜଣ କ୍ୟାନସର ସର୍ଭାଇଭର ।…