Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ରାଇଙ୍କ ମୃତ୍ୟୁ ଦୁଃଖରେ ଖାଦ୍ୟ ଛାଡ଼ି ଦେଲେଣି କୁନି ରାଇମୋହନ

ଯାଜପୁର: କୁନି ରାଇମୋହନ । ଭାବ ଭଙ୍ଗୀ ଆଉ ଡାଇଲଗ୍… ସବୁ ରାଇମୋହନଙ୍କ ଭଳି । ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହନ୍ତି, କିନ୍ତୁ ଛାଡ଼ି ଯାଇଛନ୍ତି ଛାପ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଚାଉଁତରା ଗାଁର ଗୌରାଙ୍ଗ ବାରିକ । ନିଜ ପ୍ରିୟ କଳାକାରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି…

[ଦେଖନ୍ତୁ ଭିଡିଓ] ଚୂଲିକୁ ଗଲାଣି ସଂସ୍କୃତି, ପରମ୍ପରା; ଆଧୁନିକ ସଂଗୀତରେ ନାଚୁଛନ୍ତି ରାମସୀତା

ଭୁବନେଶ୍ୱର: ସଂସ୍କୃତିର ଗତି କୁଆଡ଼େ ? କଣ ଆଧୁନିକତା ଛାପରେ ଲିଭିଯିବ ପରମ୍ପରା ? ସୋସିଆଲ୍ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ରାମ ଓ ସୀତା ଆଧୁନିକ ଗୀତ ତାଳେତାଳେ ମଞ୍ଚରେ ନାଚୁଛନ୍ତି । ଏ ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ । ଆଜିକାଲି ଗାଁଠୁ…

ରାଜନ ଏକ୍କା, ଲକ୍ଷ୍ମଣ ମୁଣ୍ଡା ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବେନି!

ରାଉରକେଲା ( ସତୀଶ ଶର୍ମା) : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଯଶୋବନ୍ତ ସିହ୍ନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ, ବାମ ଦଳ, ସପା ଆଦି 17ଟି ଦଳ ଯଶୋବନ୍ତଙ୍କୁ ସମର୍ଥନ କରିଛନ୍ତି । ଏହି ଦଳମାନେ ବିଭିନ୍ନ ରାଜ୍ୟରେ ଥିବା ସେମାନଙ୍କ ବିଧାୟକ ଏବଂ ସାଂସଦଙ୍କୁ ଯଶୋବନ୍ତ…

ପୁରୀ ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର: ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବା ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୧୯ ତାରିଖରୁ ଦୈନିକ କୋଭିଡ୍ ସଂକ୍ରମଣ ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୬୯ ଜଣ ସଂକ୍ରମିତ ଚିହ୍ନଟ…

ଆଚାର୍ଯ୍ୟବିହାର ଓଭରବ୍ରିଜରେ ବାଇକ୍ ସହ ଜଳିଗଲେ ଯୁବକ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଅଧରାତିରେ ଓଭରବ୍ରିଜରେ ଅଘଟଣ । ରାତି ପ୍ରାୟ ଗୋଟାଏ ବେଳେ ଆଚର୍ଯ୍ୟବିହାର ଓଭରବ୍ରିଜ୍ ଉପରେ ବାଇକ୍ ସହ ଜଳେ ଯୁବକ ଜଳି ଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା  ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ରାଜ୍ୟବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ସବୁ ଭୋଟ…

ଯୌତୁକ ପାଇଁ ବିଷ ଦେଇ ମାରିଦେଲେ ! ସ୍ୱାମୀ ସହ ଶାଶୂ ଓ ଶ୍ୱଶୁର ଗିରଫ

ରାୟଗଡ଼ା: ଅଧୁରା ରହିଲା ସଂସାର ଗଢ଼ିବା ସ୍ୱପ୍ନ । ବିବାହକୁ ପାଞ୍ଚ ମାସ ନ ପୂରୁଣୁ ଉଜୁଡ଼ି ଗଲା ସଂସାର । ସରିଗଲା ସବୁକିଛି । ରାୟଗଡ଼ା ସହର ରେଭେନ୍ୟୁ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । କନ୍ୟା ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଝିଅର ସ୍ୱାମୀ ସହ ଶାଶୂ ଓ ଶ୍ୱଶୁରଙ୍କୁ ଗିରଫ କରି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଚାଷୀଙ୍କୁ ମିଳିବ ସରକାରୀ ଜମିର ମାଲିକାନା । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଦାରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ମାସ ମଧ୍ୟରେ ଏନେଇ ନୀତିଗତ ନିଷ୍ପତି ଗ୍ରହଣ କରିବାକୁ…

[ଦେଖନ୍ତୁ ଭିଡିଓ] ଅନ୍ତିମ ପର୍ଯ୍ୟାୟରେ ରଥ ନିର୍ମାଣ, ତିନିରଥ ଉପରକୁ ଉଠିଲା କଳସ

ପୁରୀ: ଆଜି ଅଣସର ତ୍ରୟୋଦଶୀ ତିଥି । ଗତକାଲି ପତିମହାପାତ୍ର ଓ ଦଇତାପତି ସେବାୟତ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ । ଅଣସର ତ୍ରୟୋଦଶୀରେ ଘଣାଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ସମ୍ପୂର୍ଣ୍ଣ…

[ଦେଖନ୍ତୁ ଭିଡିଓ] ମୂଷା ଖାଇ ଯନ୍ତାରେ ଫସିଲା ନାଗ

ପୁରୀ: ମୂଷା ଖାଇ ଯନ୍ତାରେ ଫସିଲା ନାଗ । ଆଜ୍ଞା ହଁ ମୂଷା ଖାଇବାକୁ ଆସି ଯନ୍ତାରେ ଫସିଲା ନାଗ ସାପ । ପୁରୀ ଜିଲ୍ଲା ଡେଲାଙ୍ଗର ଦାଶରଥୀ ମହାପାତ୍ରଙ୍କ ପୂଜା ସାମଗ୍ରୀ ଦୋକାନରେ ମୂଷା ମାନେ ଉପଦ୍ରବ କରୁଥିଲେ । ଆଉ ସେଇ ମୂଷାଙ୍କୁ ଧରିବା ପାଇଁ ଦାଶରଥୀ ରାତିରେ ମୂଷା ଧରା ଯନ୍ତା ବସାଇଥିଲେ ।…