Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ଅଶାନ୍ତ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର: ବୋମା ମାଡ ସହ ଷ୍ଟେସନରୁ ଲଗେଜ୍ ସ୍କାନିଂ ବେଳେ ବିଡ଼ା ବିଡ଼ା…

ପୁରୀ :  ଅଶାନ୍ତ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର । ଦିନକୁ ଦିନ ବଢୁଛି ଅପରାଧ ଆଉ ବଢୁଛି ଅପରାଧୀଙ୍କ ସଂଖ୍ୟା। ଏବେ ପୁଣି ଥରେ ପୁରୀରେ ବୋମାମାଡ ହୋଇଛି । ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ହୋଇଛି ।  ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଘରକୁ ୨ ଦୁର୍ବୃତ୍ତ ବାଇକ ଆସି ବୋମାମାଡ଼…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର : ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର :   ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ୍ ପରୀକ୍ଷା ଫଳ । ସେଥିପାଇଁ ଯାହା ପ୍ରକ୍ରିୟ ରହିଛି ସେସବୁ ଶିଘ୍ର ସାରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ବୋର୍ଡ ପକ୍ଷରୁ ମାଟ୍ରିକ୍,…

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଫଳ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶଙ୍କ ଅନୁସାରେ, ଜୁଲାଇ ପ୍ରଥମ ସପ୍ତାହରେ ପକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା…

ନିଜକୁ ନିଜେ ଅଯୋଗ୍ୟ, ଅପାରଗ କହି ହେଉଛି ଓଡ଼ିଶା ବିଜେପି !

- ଦେବଦତ୍ତ ରଥ ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜଣେ ଓଡ଼ିଆ, ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରାୟତଃ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର କଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଓଡ଼ିଶା…

ସୁମିତ-ତପସ୍ୱିନୀ ବିବାହ ବିବାଦ : କୋର୍ଟ ଦେଲେ ଆହୁରି ସମୟ

ବ୍ରହ୍ମପୁର :  ତୁଟିବ କି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ । କୋର୍ଟ ପୁଣି ଦେଲେ ୯୦ ଦିନର ମହଲତ । ଏହି ସମୟ ମଧ୍ୟରେ ଉଭୟ ଚାହିଁଲେ , ସେମାନଙ୍କ ମଧ୍ୟରେ ବୁଝାମୁଣା କରି ମୀମାଂସା କରିପାରିଲେ କୋର୍ଟକୁ ଅବଗତ କରିପାରିବେ । ଡାକ୍ତର ସୁମିତ୍-ତପସ୍ବିନୀ ବିବାଦ ଘଟଣାରେ ଉଭୟ ପରିବାର…

ସୁସ୍ଥ ହେଲେ ମହାପ୍ରଭୁ, ଦଶମୂଳ ଔଷଧ ସେବନ କରି ଲାଭ କଲେ ଆରୋଗ୍ୟ

ପୁରୀ: ସୁସ୍ଥ ହେଲେ ମହାପ୍ରଭୁ । ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ । ଏହି…

ସକାଳର ଟପ୍ ନିଉଜ

ସକାଳର ଟପ୍ ନିଉଜ 25.06.2022 https://www.youtube.com/watch?v=LIRoQ51t33M (1) ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଅନ୍ୟ…

ଦ୍ରୈାପଦୀ ବାନ୍ଧିଥିଲେ ରାକ୍ଷୀ ନବୀନ ରଖିଲେ ମାନ

ଭୁବନେଶ୍ବର: ମହାଭାରତରେ ଦ୍ରୈାପଦୀ ଏବଂ କୃଷ୍ଣଙ୍କ ସ୍ନେହର ସଂପର୍କ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ତେବେ ଆଜିର ରାଜନୀତିରେ ମଧ୍ୟ ମହାଭାରତର ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ । ମହାଭାରତରେ  ବର୍ଣ୍ଣନା ଅଛି ଦିନେ କୈାଣସି ଏକ ଅସମୟରେ ଦ୍ରୈାପଦୀ ଦିନେ ସଖା କୃଷ୍ଣଙ୍କ ହାତରେ ରାକ୍ଷୀ…

ଆହାର କେନ୍ଦ୍ର ସମୀକ୍ଷା କଲେ, ୫ଟଙ୍କିଆ ଭାତ ଡାଲମା ଖାଇଲେ ବିଇଏମସି କମିଶନର

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଆହାର କେନ୍ଦ୍ରଗୁଡ଼ିକରେ ଖାଦ୍ୟର ମାନ ଏବଂ ସଫେଇକୁ ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଥିଲା । ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ନିଜେ ଆହାର କେନ୍ଦ୍ରକୁ ଯାଇ ଭୋଜନ କରିବା ସହ ସମୀକ୍ଷା କରିଛନ୍ତି। ନୂଆ ବସଷ୍ଟାଣ୍ଡସ୍ଥିତ ‘ଆହାର’…

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

ଆମଷ୍ଟରଡମ୍‍ : ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ପକ୍ଷରୁ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ ନଗରର ସ୍ପିରିଟ୍‍ ଅଫ୍‍ ଇଣ୍ଡିଆ ସଭାଗୃହରେ ଆୟୋଜିତ ରଜ ମିଳନ-୨୦୨୨ ମହୋତ୍ସବରେ ଶତାଧୀକ ଓଡ଼ିଆ ପରିବାର…