Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୯୭୫ ର ଜରୁରୀକାଳୀନ ପରିସ୍ଥିତି : କଳାଦିବସ ଭାବେ ପାଳନ କଲା ବିଜେପି

ଭୁବନେଶ୍ୱର: ୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟ ରାତ୍ରିରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା । ୪୭ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ…

ଲୁଟ୍ ଟଙ୍କା ଫେରାଇଲା ଭଦ୍ରକ ପୋଲିସ, ଜଣେ ଗିରଫ

ଭଦ୍ରକ: ଗତ ଜୁନ୍ ୯ ତାରିଖ ଦିନ ଭଦ୍ରକ ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ ଶାଖା ସମ୍ମୁଖ ଅପର୍ତ୍ତିବିନ୍ଧା ଛକ ନିକଟରେ ଅଶୋକ କୁମାର ଖିଲାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମଧ୍ୟାହ୍ନରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ୧୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଦିନ ଦ୍ଵିପହରରେ ଏକ ଜନ ଗହଳିପୂର୍ଣ୍ଣ…

କୋର୍ଟରୁ ଫେରାର ଦୋଷୀ; ପୋଲିସ ଆଗରେ ମାରିଲା ଚମ୍ପଟ

ଭୁବନେଶ୍ୱର: ଜଣେ ନିଶା ବେପାରୀ ଏନଡିପିଏସ ଆକ୍ଟରେ ତାକୁ ୧୦ ବର୍ଷ ଦଣ୍ଡାଦେଶ ଶୁଣି ପୋଲିସ କବଳରୁ ଖସିଯାଇଛି । ଶନିବାର ଭୁବନେଶ୍ୱର ଏଡିଜେ କୋର୍ଟରେ ଶୁଣାଣି ବେଳେ ସୁରକ୍ଷା ବଳୟ ଭିତରୁ ଚମ୍ପଟ ମାରିଛି ଦୋଷୀ ପ୍ରମାଣିତ ବିଜୟ କୁମାର ମାଣିଆ । ଏବେ ପୋଲିସର ଚିନ୍ତା ବଢ଼ିଯାଇଛି । କୋର୍ଟ…

ଗଜପତି ମହାରାଜାଙ୍କୁ ଶ୍ରୀଜୀଉଙ୍କ ସୁସ୍ଥତା ସନ୍ଦେଶ ଦେଲେ ଦଇତାପତି ସେବାୟତ

ପୁରୀ: ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜୀଉ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଦଇତାପତି ସେବକମାନଙ୍କ ସେବା ଶୁଶ୍ରୁଷା ପରେ ସୁସ୍ଥ ହୋଇଛନ୍ତି । ଶ୍ରୀଜୀଉଙ୍କ ସୁସ୍ଥତା ସୁସମ୍ବାଦ ଦଇତାପତି ସେବାୟତ ମାନେ ଆଜି ଗଜପତି ମହାରାଜାଙ୍କୁ ଜଣାଇବା ସହ ଅଣବସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ…

[ଦେଖନ୍ତୁ ଭିଡିଓ] ରାସ୍ତା ନଥିବାରୁ ଅପହଞ୍ଚ ସରକାରୀ ଯୋଜନା, ଲୋକଙ୍କୁ ମିଳୁନି ମୌଳିକ ସୁବିଧା

ନୂଆପଡ଼ା: ଗାଁରେ ୭୦ ପରିବାର, ଲୋକସଂଖ୍ୟା ପ୍ରାୟ ୪ ଶହ । କିନ୍ତୁ ଏମାନେ ଜିଉଛନ୍ତି ଅଭିଶପ୍ତ ଜୀବନ । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଏମାନେ ସବୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ମେଡିକାଲ ହେଉକି ପାଠପଢ଼ା ଅବା ବଜାର ଯିବା ପାଇଁ ଏମାନଙ୍କ ଭରସା ଏହି ଖାଲଢ଼ିପ ରାସ୍ତା । ଖରା ଓ…

୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏ ମୌସୁମୀ ବର୍ଷାରେ ଭିଜିବ ଓଡ଼ିଶା । ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ…

[ଦେଖନ୍ତୁ ଭିଡିଓ] ଆନ୍ତଃରାଜ୍ୟ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ

ରାଉରକେଲା: ରାଉରକେଲା ପୋଲିସର ଏନକାଉଣ୍ଟର । ଶନିବାର ସହରରେ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆନ୍ତଃରାଜ୍ୟ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଅପରାଧୀ ଆହତ ହୋଇଛନ୍ତି । ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ । ଆହତ ଅପରାଧୀକୁ ଚିକିତ୍ସା ଲାଗି ରାଉରକେଲା…

ହେଲମେଟ୍ ନ ପିନ୍ଧି ଫାଇନ୍ ଦେଲେ ଗଣଶିକ୍ଷା ମନ୍ତ୍ରୀ, କ’ଣ ଶିଖିବେ ପିଲା ?

ବାଲେଶ୍ୱର: ସେ ମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ତାଙ୍କ ବିଭାଗ ଅଧୀନରେ ଓଡ଼ିଶାର ହଜାର ହଜାର ବିଦ୍ୟାଳୟ ରହିଥିବା ବେଳେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବି ରହିଛି । କିନ୍ତୁ ସେ ବେଫିକର । ନା ଆଇନ୍ ମାନୁଛନ୍ତି ନା ମାନିବା…

ସମୁଦ୍ରରେ ଲୀନ ହେବ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା!

ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନ ଯୋଗୁ ଗଞ୍ଜାମ ଉପକୂଳରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଛତ୍ରପୁର, ରଙ୍ଗେଇଲୁଣ୍ଡା, ଗଞ୍ଜାମ ଏବଂ ଚିକିଟି ବ୍ଲକର କେତେକ ଅଞ୍ଚଳ ଧିରେଧିରେ ସମୁଦ୍ର ଗର୍ଭକୁ ଚାଲିଯାଉଛି । ଏଥିରେ ଯୋଡ଼ି ହେବାକୁ ଯାଉଛି ଛତ୍ରପୁର ବ୍ଲକରେ ଥିବା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ…

[ଦେଖନ୍ତୁ ଭିଡିଓ] ବାଇକ ସିଟ୍ ତଳୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ପୁଣି ଗାଡି ଭିତରୁ ବାହାରିଲା ନାଗ ସାପ । ମୋଟର ସାଇକେଲ ସିଟ୍ ଭିତରେ ନାଗଟି ରହିଯାଇଥିବା ବେଳେ ବହୁ ସମୟ ସଂଘର୍ଷ ପରେ ଉଦ୍ଧାର ହୋଇଛି ନାଗ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁର ତଣ୍ଡିଲୋ ଗାଁରେ । ଗାଁର ଜଣେ ବ୍ୟକ୍ତି ନାଗାର୍ଜ୍ଜୁନ ରେଡ୍ଡୀ…