Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁ ପୂର୍ବର ଶେଷ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର:  ଯାହାକୁ ଭଲ ପାଉଥିଲି, ଶେଷରେ ସେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି।  ଆଉ ମାତ୍ର କିଛି ସମୟ ବଞ୍ଚିବି । କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’... ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଏଭଳି କିଛି କହିଛନ୍ତି ଜଣେ…

ଟମାଟୋ ଫ୍ଲୁ ଭୟ: ଖୁବଶୀଘ୍ର ଜାରି ହେବ ନମୁନା ସଂଗ୍ରହ ଗାଇଡଲାଇନ୍

ଭୁବନେଶ୍ବର : ଟମାଟୋ ଫ୍ଲୁକୁ ନେଇ ଆଗୁଆ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।  ଗତକାଲି ଏ ସଂପର୍କରେ ରାଜ୍ୟର ଶିଶୁରୋଗ ବିଶେଜ୍ଞମାନଙ୍କ ସହିତ ବିସ୍ତୃତ ଆଲୋଚନା ପରେ ଜିଲ୍ଲାମାନଙ୍କୁ ଏହି ଆକ୍ରାନ୍ତ ଶିଶୁଙ୍କ ନମୁନା ପଠାଇବାକୁ ନିର୍ଦେଶ ଦିଆଯାଇଛି। ତେବେ କିଭଳି ଢଙ୍ଗରେ ନମୁନା…

୨୪ ଘଣ୍ଟାରେ କାଳବୈଶାଖୀର ତାଣ୍ଡବ, ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱର୍ଣ୍ଣିଂ ଜାରି କରାଯାଇଛି । ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କେଉଁଝର,…

ରାଜଧାନୀରେ ପୁଣି ଫୁଟିଲା ବୋମା

ଭୁବନେଶ୍ୱର: ଅଶାନ୍ତ ହୋଇପଡ଼ିଛି ରାଜଧାନୀ । ଭୁବନେଶ୍ୱରରେ ପୁଣି ଫୁଟିଲା ବୋମା । ଗତକାଲି ବିଳମ୍ବିତ ରାତିରେ ପଳାଶୁଣୀ ଜଗନ୍ନାଥ ବିହାରରେ ଥିବା ନିର୍ମାଣାଧୀନ ଆପାର୍ଟମେଣ୍ଟ ଉପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ସେମାନେ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି । ତେବେ ଏଥିରେ କାହାର…

ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ

କେନ୍ଦୁଝର: ବିପଦରେ ଗଜରାଜ । ମାଲବାହୀ ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କର ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଂଶପାଣି ବେହେରା ହାଟିଂ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଥିଲା । ଆଜି ଆହତ ଆଉ ୨ଟି ହାତୀ ମୃତ୍ୟୁବରଣ କରିଛନ୍ତି ।…

ତାରା ତାରିଣୀ ପରେ କଟକ ଚଣ୍ଡି ମନ୍ଦିରର ହେବ ବିକାଶ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

କଟକ: ଗଞ୍ଜାମର ତାରା ତାରିଣୀ ମନ୍ଦିର ପରେ ଏବେ କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କର ହେବ ବିକାଶ। ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା। ବିକାଶ କାମ ଏକ ବର୍ଷରେ ଶେଷ ହେବ। ଭକ୍ତମାନଙ୍କ ପାଇଁ…

ସମୁଦ୍ରକୁ ଗଲେ କୋଟି କୋଟି ଅଲିଭ ରିଡଲେ କଇଁଛ

କେନ୍ଦ୍ରାପଡା : ସମୁଦ୍ରକୁ ଗଲେ ଅଲିଭରିଡଲେ କଇଁଛ ଶାବକ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସେମାନଙ୍କୁ ସମୁଦ୍ର ଭିତରକୁ ଛଡାଯାଉଛି । କେନ୍ଦ୍ରାପଡା ଜିଲ୍ଲା ଗହିରମଥାର ନାସୀ-୨ ବେଳାଭୂମିରୁ କଇଁଛ ଛୁଆଙ୍କୁ ସମୁଦ୍ର ଯାତ୍ରାର ଦୃଶ୍ୟ ଆସିଛି । ପ୍ରାୟ ୨ କୋଟି ୫ ଲକ୍ଷରୁ ଅଧିକ କଇଁଛ…

[ଦେଖନ୍ତୁ ଭିଡିଓ] ରାଜ୍ୟର ନାମୀ ଖେଳାଳି ଏବେ ଦିନ ମଜୁରୀଆ ଆଉ ପାଇପ୍ ମିସ୍ତ୍ରୀ !

ରାଉରକେଲା  : ରାଜ୍ୟର ନାମୀ ଖେଳାଳି ଏବେ ପାଲଟିଛନ୍ତି ଦିନ ମଜୁରୀଆ ଆଉ ପାଇପ୍ ମିସ୍ତ୍ରୀ  ।  ଏମାନେ ହେଲେ ରାଉରକେଲା ର ତୁଳସୀ ଏକ୍କା ଓ କିଶୋର ତନ୍ତୀ । ତୁଳସୀ ଜଣେ ଉଚ୍ଚକୋଟିର ରକ୍ଷଣ ଭାଗ ଖେଳାଳି ଥିଲାବେଳେ କିଶୋର ଥିଲେ ଜଣେ ଦକ୍ଷ ମିଡଫିଲ୍ଡର । ସମୟ ଥିଲା ଉଭୟେ ପଡିଆକୁ ଓହ୍ଲାଇବା…

ହେଲମେଟ ଫିତା ଲାଗି ନଥିଲେ ହଜାରେ ଟଙ୍କା ଜରିମନା

ଭୁବନେଶ୍ୱର: ମୋଟର ଯାନ ଆକ୍ଟ- ୨୦୧୯ରେ ଆସିଥିବା ଜରିମନା ନିୟମକୁ ଗ୍ରହଣ କରିବା ସାଧାରଣ ଲୋକଙ୍କ ପକ୍ଷେ ଭାରି କଷ୍ଟକର ହୋଇପଡ଼ିଥିଲା । ଏବେ ସେଥରେ କିଛି ଉନ୍ନତି ଆସିଛି । ପୂର୍ବରୁ ହେଲମେଟ ପିନ୍ଧି ନଥିଲେ ୧ ହଜାର ଟଙ୍କା ଜରିମନା ପାଇଁ ଚାଲାଣ କଟୁଥିଲା । ଏବେ ହେଲମେଟର ସଠିକ୍ ବ୍ୟବହାରକୁ…

ପ୍ରାଚୀ ନଦୀର ପୁନରୁଦ୍ଧାର: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

ଦିଲ୍ଲୀ: ପ୍ରାଚୀନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟି ଟଙ୍କାର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ ୭ଟି ସେତୁ ନିର୍ମାଣ, ନଦୀ ଶଯ୍ୟା ଖନନ, ଜଳାଶୟ ତିଆରି,…