Latest Odisha News

BREAKING NEWS

Browsing Category

ଓଡିଶା

Odisha

କଂଗ୍ରେସ ବିଧାୟକ ସାଲୁଜାଙ୍କ ଉପରେ ବର୍ଷିଲେ ଦଳୀୟ ମୁଖପାତ୍ର

ଭୁବନେଶ୍ୱର: କଂଗ୍ରେସ ଦଳରେ ଶୃଙ୍ଖଳା ନାହିଁ । ଯେଉଁଥିପାଇଁ ଦଳରେ କନ୍ଦଳ ଭରି ରହିଛି । ତେଣୁ ଦଳ ଆଗକୁ ବଢି ପାରୁନାହିଁ । ଯଦି ସନ୍ତୋଷ ସିଂହ ଭଳି ବିଧାୟକ ନିଜର ଅସନ୍ତୋଷକୁ ମିଡିଆ ଆଗରେ କହିବା ପରିବର୍ତ୍ତେ ଦଳୀୟ ଫୋରମରେ କହିବେ ତାହେଲେ ଭଲ ହୁଅନ୍ତା । ଏକଥା କହିଛନ୍ତି କଂଗ୍ରେସ…

ବିନା ଡିପିଆରରେ ଐତିହ୍ୟ ପ୍ରକଳ୍ପ କାମ କରିବା ଠିକ୍ ନୁହେଁ: ସଂସଦୀୟ କମିଟି

ପୁରୀ: ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିର୍ମାଣ କାମ ଜାରି ରଖିବା ଠିକ୍ ନୁହେଁ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ଥିବା ସଂସଦୀୟ କମିଟିର ସଦସ୍ୟ ସାମ୍ଭାଜୀ ରାଜେ ଛତ୍ରପତି ପୁରୀ ଗସ୍ତରେ ଆସି ଏହା କହିଛନ୍ତି ।…

କିମିଆ କଲା ଡ୍ରାଇଭର ପ୍ରେମ, ସ୍ୱାମୀକୁ ହଟାଇବାକୁ ସ୍ତ୍ରୀ ଯୋଗାଡ କରିଥିଲା ସୁପାରି କିଲର

ଭୁବନେଶ୍ୱର: ଅନୈତିକ ସମ୍ପର୍କର ଦୟନୀୟ ଚିତ୍ର। ଫିଟିଛି ଡ୍ରାଇଭର ପ୍ରେମରେ ପାଗଳ ପତ୍ନୀର ହତ୍ୟା ଷଡଯନ୍ତ୍ରର ଗୁମର। ମଞ୍ଚେଶ୍ୱର ରେଲୱେ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଡ୍ରାଇଭର ହୋଇଛି ଗିରଫ। ତାଳଚେରର ହାତତୋଟାର‌ ଅଶୋକ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଓଡ଼ିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ବିଶାଖାପାଟଣା-କୋରାପୁଟର ସ୍ପେଶାଲ ପାସେଞ୍ଜର କରିବେ ଉଦଘାଟନ

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରେଳ, କମ୍ୟୁନିକେସନ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ସମୀକ୍ଷା କରିବେ ଅଶ୍ୱିନୀ । ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ଉଦଘାଟନ କରିବେ । ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର ସମୀକ୍ଷା କରିବେ । ଏହା…

ଏପ୍ରିଲ ୨୪ରୁ ରାଜ୍ୟରେ ବଢ଼ିବ ଗରମ

ଭୁବେନେଶ୍ୱର : ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ଖରା । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି ।…

ଅସଲି ଏଟିଏମ ଲୁଟର ନକଲି ଷ୍ଟୋରୀ, ଟ୍ୱିନସିଟି ପୋଲିସ ମୁଖିଆଙ୍କ ମିଛ କାହାଣୀ

ଭୁବନେଶ୍ୱର: ସାମ୍ନାକୁ ଆସିଲା ପୋଲିସ କମିସନରଙ୍କ ମିଛ କାହାଣୀ। ଧରାପଡିଲା ଧଉଳି ଲିଙ୍ଗିପୁର ଏଟିଏମ ଲୁଟର ସତ କାହାଣୀ। ଅର୍ଥାତ ଭୁବନେଶ୍ୱର ଷ୍ଟେସନରୁ ଅପରାଧୀଙ୍କୁ ଧରି କମିସନର କହିଥିଲେ ଆଣିଛୁ ବାଙ୍ଗଲୋରରୁ ଧରି। ଏମିତି ଏକ ମିଛ କାହାଣୀର ଖୁଲାସା ହୋଇଛି। କୋର୍ଟକୁ କମିସନରେଟ ପୋଲିସ ଏହି…

କୋଠାବାଡି ଯୋଜନା ଅନୁମୋଦନ ପାଇଁ ତାଲିମ

ଭୁବନେଶ୍ୱର: ପୌର ସଂସ୍ଥା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଲିମ ଦିଆଯାଉଛି । କୋଠାବାଡି ଯୋଜନା ଅନୁମୋଦନ ତଥା ଅଣଯୋଜନାକୃତ ସହରୀ ବିକାଶକୁ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ଆଇନଗତ ତଥା ବୈଷୟିକ ଦିଗ ଗୁଡିକ ଉପରେ ବିଶେଷ…

ମେ ୨୭ରେ ହେବ ସ୍ଥଗିତ ପଞ୍ଚାୟତ ନିର୍ବାଚନ; ୩୧ରେ ଆସିବ ଫଳାଫଳ

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ତାରିଖ ଘୁଞ୍ଚିଥିବା ସ୍ଥାନ ଗୁଡ଼ିକରେ ପୁନଃ ନିର୍ବାଚନ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ଗୁରୁବାର ତାରିଖ ଘୋଷଣା କରିଛନ୍ତି । ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ଯେଉଁ ସ୍ଥାନରେ ନିର୍ବାଚନ ତାରିଖ ଘୁଞ୍ଚିଥିଲା, ସେହି ସ୍ଥାନ ଗୁଡ଼ିକରେ ମେ ୨୭ ରେ…

ହାତୀ ପାଇଁ ଓଭରପାସ୍: ଆଠଗଡ-ଢେଙ୍କାନାଳ ରେଳଲାଇନ୍ ଉପରେ ତିଆରି ହେବ ଓଭରପାସ

ଢେଙ୍କାନାଳ : ପ୍ରଥମଥର ପାଇଁ ରାଜ୍ୟରେ ହାତୀ ପାଇଁ ହେବ ଓଭରପାସ୍ । ଆଠଗଡ-ଢେଙ୍କାନାଳ ରେଳ ଲାଇନ୍ ଉପରେ ଏହି ଓଭରପାସ୍ ନିର୍ମାଣ କରାଯିବ । ୧୦୦ ମିଟର ଚଉଡାରେ ଏହି ଓଭରପାସ୍ ତିଆରି ହେବ । ଢେଙ୍କାନାଳ କପିଳାସ ବନଖଣ୍ଡ ଅଞ୍ଚଳରେ ହାତୀମାନଙ୍କ ରେଳଲାଇନ୍ ଅତିକ୍ରମ ପାଇଁ ଏହି ଓଭରପାସ୍ ତିଆରି…

ଗଞ୍ଜାମରେ IPL ବେଟିଂ: ବନ୍ଧା ହେଲେ ୬ ଜଣ, ଦେଢ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: IPL ମ୍ୟାଚ ଚାଲିଥିବାବେଳେ ଗଞ୍ଜାମରେ ଚାଲିଛି ବେଟିଂ  । ବେଟିଂ ଚଳାଇଥିଲେ ସିଧା ହାଜତକୁ ଗଲେ  ।  ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୬ଟି ମୋବାଇଲ ସହିତ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି ପୋଲିସ…