Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା: ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ଘଟଣା । ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କଲା ଇନଫୋସିଟି ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ କଲା ପୋଲିସ । ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ ପାଇଁ…

ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା : ମାଟି ତଳୁ ବିଡା ବିଡା ଟଙ୍କା ଜବତ, ୪ ଗିରଫ

ସମ୍ବଲପୁର : ସମ୍ବଲପୁରର ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା ।ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ଦେବଗଡରୁ ମାଟି ତଳୁ ଉଦ୍ଧାର ହେଲା ଟଙ୍କା ଭର୍ତ୍ତି ବ୍ୟାଗ । ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଦୀଲେଶ୍ୱର ବେହେରା, ମାନସ ପ୍ରଧାନ , ଯୋଗେଶ୍ୱର ବେହେରା ଓ ଗୋବିନ୍ଦ ମଲ୍ଲୀକଙ୍କୁ…

ତପସ୍ୱିନୀ ମାମଲା ପରେ ଏବେ ଭୁବନେଶ୍ୱର ସୁଚିତ୍ରାଙ୍କ ମାମଲା ଚର୍ଚ୍ଚାରେ , ଶାଶୂ ଘର ବାରଣ୍ଡାରେ ଧାରଣାରେ ବୋହୂ

ଭୁବନେଶ୍ୱର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ସପସ୍ୱିନୀ ସୁମିତ ବିବାଦ ମାମଲା ପରେ ।ଏବେ ଭୁବନେଶ୍ୱରରେ ସୁଚିତ୍ରା ସାହୁ ଧାରଣାରେ । ୬ ମାସର ବର୍ଭବତୀ ସୁଚିତ୍ରାଙ୍କୁ ଶାଶୁଘର ଲୋକେ ଘର ଭିତରକୁ ପ୍ରବେଶ କରିବା ଅନୁମତି ଦେଉନାହାନ୍ତି । ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି ।ଶାଶୂ ଘର…

ବଡଗଡ଼ ହାଜତ ମୃତ୍ୟୁ ମାମଲାର ନୂଆ ମୋଡ ,ମୃତକଙ୍କ ନାଁରେ ଥାନାରେ କୌଣସି ମାମଲା ନଥିଲା

ଭୁବନେଶ୍ୱର : ବଡଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ନୂଆମୋଡ ।ବ୍ରହ୍ମେଶ୍ୱର ପାଟଣାରେ ବୁଲୁଥିଲେ ଚିଲିକା ଭୁଷଣ୍ଡପୁରର ପ୍ରଦୀପ ସାହୁ । ପୁଲିସ ତାଙ୍କୁ ଚୋରି କରିବା ଅଭିଯୋଗରେ ଉଠାଇ ଆଣିଥିଲା । ହେଲେ ଜଣାପଡିଛି କି ପ୍ରଦୀପଙ୍କ ନାଁରେ କୌଣସି ମାମଲା ନଥିଲା । ପୋଲିସ ତାଙ୍କୁ ହାଜତରେ ପୁରାଇ…

ଜୋରିମାନା ନଦେବାକୁ ଯାଇ ମିଛ ଅପହରଣ କେସ, ଚାରି ବର୍ଷ ପରେ ଘଟଣା ଉପରୁ ହଟିଲା ପରଦା

ଖୋର୍ଦ୍ଦା: ଜଣେ ବ୍ୟକ୍ତି ଜୋରିମାନା ନଦେବାକୁ ଯାଇ ପରିବାର ଲୋକଙ୍କ ଦ୍ୱାରା ରଚାଯାଇଥିବା ମିଛ ଅପହରଣ କେସ ଘଟଣା ଉପରୁ ପରଦା ହଟାଇଛି ଖୋର୍ଦ୍ଧା ପୋଲିସ । ନିଜ ସ୍ୱାମୀ ଏବଂ ପୁଅ ଅପହରଣ ହୋଇଥିବା କହି ଥାନାରେ ପରେ କୋର୍ଟ ଏବଂ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଜଣେ ମହିଳା…

ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଚେକିଂ ଅଭିଯାନ କଡ଼ାକଡ଼ି

ଭୁବନେଶ୍ୱର: ଆଜିଠୁ ପୁଣି ଆରମ୍ଭ ହୋଇଯାଇଛି ଧରପଗଡ। ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି କରାଯାଇଛି । ଆଜି ବୁଧବାରଠାରୁ ଆସନ୍ତା ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ…

ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ: ରେକର୍ଡ ଭାଙ୍ଗିଲା ଆଜିର ତାପମାତ୍ରା

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ଓଡ଼ିଶା । ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି ତାତି। ଆଜି ଚଳିତ ବର୍ଷର ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ୪୪.୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ…

ଭିଜିଲାନ୍ସ ଟିମକୁ ଦେଖି ଲାଞ୍ଚ ଟଙ୍କା ଲୁଚାଇଥିଲେ ପାଇଖାନାରେ, ଏବେ ହିସାବ ଦେଉଛନ୍ତି

ବରଗଡ଼: ହାତଗୁଞ୍ଜା ଦେଲେ ହୋଟେଲ ଖୋଲିବାକୁ ଲାଇସେନ୍ସ ମିଳିବ । ନହେଲେ ହୋଟେଲ ଖୋଲିପାରିବନି। ଏପରି କଛି କହି ନିଜ ଚାକିରିରି ବହପ ଦେଖାଉଥିଲେ ବରଗଡ଼ ଜିଲ୍ଲା ପବ୍ଲିକ୍ ହେଲଥ ଅଫିସର ବା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଚୁଲବତୀ ସାହୁ । କିନ୍ତୁ ଯେଉଁ ବ୍ୟକ୍ତିଙ୍କୁ ଏପରି ହାତଗୁଞ୍ଜା…

ବିଜେଡି ଛାଡିବା ନିଷ୍ପତ୍ତି ଭୁଲ୍ ଥିଲା: ଜର୍ଜ ତିର୍କି

ରାଉରକେଲା: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଜ୍ୟର ବରିଷ୍ଠ ନେତା ତଥା ସୁନ୍ଦରଗଡ ବୀରମିତ୍ରପୁରର ୪ଥର ବିଧାୟକ ଜର୍ଜ ତିର୍କି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ସେ କିନ୍ତୁ ସ୍ୱୀକାର କରିଛନ୍ତି ଯେ ୨୦୦୬ରେ ସେ ବିଜେଡି ଛାଡ଼ି ଭୁଲ୍ କରିଛନ୍ତି। ଏବେ…

ଥୂଆମୂଳ ରାମପୁର ଝିଅ ଜ୍ୟୋତି ରାଜ୍ୟକୁ ଆଣିଛନ୍ତି ଗୌରବ; ଜାତୀୟ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଦ୍ୱିତୀୟ

ଥୂଆମୂଳ ରାମପୁର: କୁମୁଡ଼ବାହାଲ ଗ୍ରାମ ବିକାଶ ଶିକ୍ଷା ନିକେତନର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତି ପରାଭୋଇ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ମିଳିତ ଜାତିସଂଘର ଭାରତ ଓ ଭୂଟାନ ମିଳିତ ଆନୁକୂଲ୍ୟରେ ଏବଂ ଫେୟୋର୍ଗେଜ ଅନୁଷ୍ଠାନ ପକ୍ଷରୁ ଏକ ଅନଲାଇନ ବିଜ୍ଞାନ…