Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆପାତକାଳୀନ ସ୍ଥିତିରେ ପ୍ରସ୍ତୁତି ଯାଂଚ ପାଇଁ କଳିଙ୍ଗନଗର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ମକ୍ ଡ୍ରିଲ୍

ଯାଜପୁର: ଆପାତକାଳୀନ ସ୍ଥିତିରେ କଳିଙ୍ଗ ନଗର ପ୍ଲାଣ୍ଟରେ କିପରି ରହିଛି ମୁକାବିଲା ପ୍ରସ୍ତୁତି । ଖାସ୍ ମୁକିବିଲା ପ୍ରସ୍ତୁତି ଯାଂଚ କରିବା ପାଇଁ ଗତ ବୁଧବାର ଦିନ ପ୍ଲାଣ୍ଟ ପରିସରରେ ମକ୍ ଡ୍ରିଲ୍‌ର ଆୟୋଜନ କରାଯାଇଥିଲା । ଏଥିପାଇଁ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଭଳି ବିପଦଜନକ (ନାଟ୍ୟ…

ଟିପିସିଓଡିଏଲର ‘ଗାଁକୁ ଚାଲ’ ଅଭିଯାନ; ଅଭିଯୋଗ ଶୁଣାଣି ସହ ଗ୍ରାହକଙ୍କ ନିକଟତର ହେଉଛି କମ୍ପାନୀ

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିସିଓଡିଏଲ) ପକ୍ଷରୁ ‘ଗାଁକୁ ଚାଲ’ ଅଭିଯାନ ଆରମ୍ଭ ହୋଇଛି । ଗ୍ରାମୀଣ ଅଞ୍ଚଳରେ ପହଞ୍ଚି ବିଦ୍ୟୁତ ସଂଯୋଗ ସଂପର୍କିତ ପ୍ରଶ୍ନ ଓ ଅଭିଯୋଗ, ବିଲ ପେମେ ସଂପର୍କିତ ସ୍ପଷ୍ଟୀକରଣ ଓ ଅଭିଯୋଗ ଏବଂ ଶକ୍ତି ସଞ୍ଚୟ ସଂପର୍କିତ…

‘କରୋନା ଏଣ୍ଡେମିକ ପର୍ଯ୍ୟାୟରେ ନାହିଁ, ସତର୍କ ରହି ନିୟମ ପାଳନ କରିବା ଜରୁରୀ’

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ଯଦିଓ କମିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ମହାମାରୀ ଶେଷ ହୋଇନି। ତେଣୁ ଲୋକେ ସତର୍କ ରହିବା ଆବଶ୍ୟକ। ଇନଷ୍ଟିଚ୍ୟଟ ଅଫ୍ ଲାଇଫ ସାଇନ୍ସ ବା ଆଇଏଲ୍ଏସର ନିର୍ଦ୍ଦେଶକ ଅଜୟ ପରିଡ଼ା ଗୁରୁବାର ଏପରି କହି ସମସ୍ତଙ୍କୁ ପୁଣିଥରେ ସତର୍କ କରାଇ…

ରାଜ୍ୟ ସରକାରଙ୍କ ବିଶେଷ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ

• ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ପାଇଁ ବଳିଷ୍ଠ ପଦକ୍ଷେପ • ଶ୍ରମଜୀବୀ ମହିଳାଙ୍କ ସାନ ସାନ ପିଲାଙ୍କ ଯତ୍ନ ସେବା ପାଇଁ ଆରମ୍ଭ ହେଲା ‘କଳିକା’ • ହାଇସ୍କୁଲ ପରେ ଏବେ ସୁନ୍ଦରଗଡ଼ରେ ହଷ୍ଟେଲ ରୂପାନ୍ତରଣ କାର୍ଯ୍ୟକ୍ରମ ସୁନ୍ଦରଗଡ଼: ଓଡ଼ିଶାର ୨୨ଟି ଜିଲ୍ଲାର ୧୨୫ଟି…

କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦରେ କଣ୍ଠଶିଳ୍ପୀ ବିଧୁଭୂଷଣ ତ୍ରିପାଠୀ ସମ୍ମାନିତ

କଟକ: ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ କଳାକାର ମାନଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ଲୋକନୃତ୍ୟ ପରିବେଷଣ ହୋଇଥିଲା । ଉତ୍ସବରେ ରାଜ୍ୟର ବିଭିନ୍ନ…

ମାହାଙ୍ଗା ଗଣହତ୍ୟା ଘଟଣା : ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣି ସତ କାଢିବ ପୋଲିସ

ମାହାଙ୍ଗା : ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରୁ ଖୁବ୍ ଶୀଘ୍ର ହଟିବ ପରଦା । ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୋଲିସ ।ଆଜିଠାରୁ ତିନି ଦିନିଆ ରିମାଣ୍ଡରେ ଗଲା ଶିବ । ରିମାଣ୍ଡରେ ନେଇ ହତ୍ୟାକାରୀ ଶିବ ମୁହଁରୁ ଅନେକ କଥା ବାହାର କରିବ ମାହାଙ୍ଗା ପୋଲିସ ।କ୍ରାଇମ ସିନ୍ ବି ରିକ୍ରିଏସନ…

ଓଲଟିଲା ଧାନ ବୋଝେଇ ପିକଅପ୍ ଭ୍ୟାନ, ୨ମୃତ,୩ ଗୁରୁତର

ରାୟଗଡା : ରାୟଗଡାରେ ମର୍ମନ୍ତୁଦ ଦୁର୍ଘଟଣା । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୀନାଝୋଲା ଓ ବାଡିସୋଲା ଗାଁ ମଝିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ସୋମାନଙ୍କୁ ୧୦୮…

ଲେମ୍ବୁ ଗୋଟା ୧୦ ଟଙ୍କା ହେବା ପଛର କାରଣ କ’ଣ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇ ସପ୍ତାହରୁ ଲେମ୍ବୁ ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଯେଉଁ ଲେମ୍ବୁ ଖାଇବା ଥାଳିରେ ନରହିଲେ କିମ୍ବା ଅତିଥି ଚର୍ଚ୍ଚାରେ ପରସା ନଗଲେ ଭଲ ଲାଗିନେ । ଏବେ ସେହି ଲେମ୍ବୁ କିଣିବା ବହୁତ କଷ୍ଟକର ହୋଇପଡିଲାଣି । ବଜାରରେ ଗୋଟା ଲେମ୍ବୁ ଦେଖିଲେ ମଧ୍ୟ…

ମହିଳା ଓ ଶିଶୁ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୩ ନୂଆ ମିଶନ

ଭୁବନେଶ୍ୱର: ଅପପୁଷ୍ଟି, ମହିଳା ଓ ଶିଶୁ ମାନଙ୍କ ଉନ୍ନତି, ସଶକ୍ତୀକରଣ ଏବଂ ସୁରକ୍ଷା ସମ୍ବନ୍ଧୀୟ ଏକ କେନ୍ଦ୍ର ରାଜ୍ୟ ମିଳିଳ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଦିଗରେ କେନ୍ଦ୍ର ସରକାର ତିନୋଟି ନୂଆ ଯୋଜନା ବା ମିଶନ ଘୋଷଣା କରିଛନ୍ତି । ମିଶନ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦, ମିଶନ ଶକ୍ତି…

[ଦେଖନ୍ତୁ ଭିଡିଓ] ସାହିଯାତର ଚତୁର୍ଥ ଦିନର ଯାତ୍ରା: ସପ୍ତଶିରା, ମେଢ଼ ଓ ନାଗା ନୃତ୍ୟ ପରିବେଷଣ

ପୁରୀ: ପୁରୀରେ ଆଜି ସାହିଯାତର ଚତୁର୍ଥ ଦିନ। ବେଶ ଜାକଜମକର ସହ ଚତୁର୍ଥ ଦିନର ଯାତ୍ରା । ତେବେ ଗତକାଲି ଶ୍ରୀମନ୍ଦିରରେ ବନବାସ ଓ କନ୍ଦର୍ପାଧୀବାସ ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ…