Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ ଅଲ୍ଟିମେଟରେ ହେଉଛି ଫୁଡ ଫେଷ୍ଟିଭାଲ

ଭୁବନେଶ୍ୱର: ଆସନ୍ତା କାଲି ସମ୍ ଅଲ୍ଟିମେଟ ମେଡିକେୟାରରେ ଫୁଡ ଫେଷ୍ଟିଭାଲ ଆରମ୍ଭ ହେଉଛି । ଆଧୁନିକ ଜୀବନଶୈଳୀରେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ବୁଝାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏବେର ଜୀବନଶୈଳୀରେ ଖାଦ୍ୟ, ପାନୀୟ ଦୈନନ୍ଦିନ ଜୀବନରେ ସୁସ୍ଥ ରୁଟିନରୁ ବାହାରେ । ଖାଦ୍ୟାବଳୀର ଯୋଜନା,…

ସିସିଟିଭି ଫୁଟେଜ ଦେଖାଇ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା କୋଦଳାରେ ପୋଲିସ ଦ୍ୱାରା ବିଜେପି କାଉନସିଲରଙ୍କ ଶ୍ୱଶୁରଙ୍କୁ ଗିରଫ ଘଟଣାରେ କଡା ଜବାବ ରଖିଛି ବିଜେପି । ପୁଲିସ ମିଛ କେସରେ ବିଜେପି କାଉନସିଲରଙ୍କ ଶ୍ୱଶୂରକୁ ଗିରଫ କରିଛି ବୋଲି ବିଜେପି କହିଛି। ସିସିଟିଭି ରେକର୍ଡିଂ ଦେଖାଇ ପୁଲିସ ଶାସକ ଦଳର ହାତବାରିସି…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁସ ଓ କାଠ ଫାଳିଆ ଆଶ୍ରମରୁ ଜବତ

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ଟିମ୍ ତନାଘନା ଜାରି ରଖିଛି । ମାନସ ହତ୍ୟା ମାମଲାରେ ଆଉ ଏକ ସାଙ୍ଘାତିକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ମାନସଙ୍କୁ ବାଉଁସ ଫାଳିଆରେ ପିଟିପିଟି କରାଯାଇଥିଲା ହତ୍ୟା । ଭୁବନେଶ୍ୱର ଦୟାଲ ଆଶ୍ରମରୁ ବାଉଁସ ଓ କାଠ ଫାଳିଆ…

ବନ୍ଦ ହେଲା ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲ; ପାକିସ୍ତାନରୁ ହେଉଥିଲା ପ୍ରସାରଣ

ଭୁବନେଶ୍ୱର: ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସୋମବାର ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲକୁ ବନ୍ଦ କରିଛି । ମିଛ ଖବର ଓ ଦେଶ ବିରୋଧ ଖବର ପ୍ରସାରଣ ହେଉଥିବା ଅଭିଯୋଗରେ ଏହି ଚ୍ୟାନେଲ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏନେଇ ପିଆଇବି ପକ୍ଷରୁ ସୂଚନା ମିଳିଛି ଓ ଆଞ୍ଚଳିକ କାର୍ଯ୍ୟାଳୟ…

[ଭିଡିଓ] ମାତିଛନ୍ତି ଗଞ୍ଜେଇ ମାଫିଆ : ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ,୬ ଗିରଫ

କଟକ : ମାତିଛନ୍ତି ଗଞ୍ଜେଇ ମାଫିଆ । କଟକରେ ପୁଣି ଧରାହେଲା ପୁଳାପୁଳା ଗଞ୍ଜେଇ । ଗିରଫ ହେଲା ୬ ଜଣ । ଗଞ୍ଜେଇକୁ କନ୍ଧମାଳରୁ କୋଲକାତା ଚାଲଣ କରାଯାଉଥିବା ବେଳେ ଏନଏଚର ବାଲିକୁଦା ଛକ ଓ ଟାଙ୍ଗୀ ଠାରେ ମାଡି ବସିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ  । ହେଲେ ଚାଲାଣକାରୀ ଏହି ଗଞ୍ଜେଇକୁ…

ଲିିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣା : ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ ,ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର : ଶିଶୁପାଳଗଡ ଏଟିଏମ ଲୁଟ ଘଟଣା । ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ । ଘଟଣା ସ୍ଥଳରୁ ଲୁଟରେ ବ୍ୟବହୃତ ପିକଅପ୍ ଭ୍ୟାନ ମଧ୍ୟ ଜବତ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମେସିନ ମିଳିଥିବାବେଳେ ଏଟିଏମରୁ ପ୍ରାୟ ୨୩ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ସୂଚନା ମିଳିଛି । ଗତକାଲି…

ଜାଲ୍ ସାର୍ଟିଫିକେଟ୍ ଦେଇ ବିଜେବି କଲେଜରେ ଆଡମିଶନ : ୮ ଜଣଙ୍କ ନାରେ ଥାନାରେ ଏତଲା ଦାଏର

ଭୁବନେଶ୍ୱର :ନକଲି ସାର୍ଟିଫିକେଟ ଦେଖାଇ ଆଡମିିଶନ କରିବା ପଡିଲା ମହଙ୍ଗା । ବିଜେବି କଲେଜରେ ୮ ଜଣ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ । ଆଜି ସେମାନଙ୍କ ନାଁରେ କଲେଜ ପକ୍ଷରୁ  ବରଗଡ ଥାନାରେ ଏତଲା ଦିଆଯାଇଛି  । ସେଥି ମଧ୍ୟରୁ ୪ ଜଣ କଟକର ହୋଇଥିବା ବେଳେ ଅନ୍ୟ ଚାରି…

ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡରେ ଏଟିଏମ୍ ଲୁଟ୍ । ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତ ମାନେ ଟଙ୍କା ଲୁଟିନେଇଥିବା ଘଟଣାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଶିଶୁପାଳଗଡ ଇନ୍ଦିରା କଲୋନୀରେ ଥିବା ଏସବିଆଇ ଏଟିଏମରୁ ଦୁର୍ବୃତ୍ତ ମାନେ…

ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ସମବାୟ ସମିତି ନିର୍ବାଚନ ହେବା ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନରେ କୌଣସି ଦଳୀୟ ଚିହ୍ନ ରହିବ ନାହିଁ । ଆସନ୍ତା ଜୁନ ୧୯…

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ , ଝାଡଖଣ୍ଡରୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ । ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳାଙ୍କୁ ଝାଡଖଣ୍ଡରୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଚର୍ଚ୍ଚିତ ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା । କମଳାଙ୍କୁ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଯୋଜନା କରୁଛି ।…