Latest Odisha News

BREAKING NEWS

Browsing Category

ଓଡିଶା

Odisha

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହାହେଲା ନାବାଳିକାଙ୍କ ମୃତଦେହ

କେନ୍ଦ୍ରାପଡ଼ା: ମୃତଦେହକୁ ମିଳୁନି ସମ୍ମାନ । ମେଡ଼ିକାଲରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକରେ ବୁହାହେଲା ନାବାଳିକାଙ୍କ ଶବ। ଏହି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ । ଯାହାକି ଲୋକମାନଙ୍କୁ ହତବାକ୍‌ କରିଦେଇଛି। ମହାପ୍ରୟାଣ ଗାଡ଼ି ଥାଉ ଥାଉ ମେଡିକାଲ୍‌ରୁ କିଭଳି…

ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ଚାଲିଛି ରେଡ

ଭଞ୍ଜନଗର: ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍…

ଧାମନଗରରେ ଗଣତି ଆରମ୍ଭ, ଭୋଟ କେନ୍ଦ୍ର ପାଖରେ ୧୪୪ ଧାରା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ  ମତଦାନ ଶେଷ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଗଣତି । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି…

ପୁଲିସ ଆଗରେ ଅଭିଯୁକ୍ତ ବଖାଣିଲା, କାହିଁକି ଜଗା ଚୁଲି ଭାଙ୍ଗିଥିଲା

ପୁରୀ: ଶ୍ରୀମନ୍ଦିର ରୋଷଘର କାହିଁକି ଭାଙ୍ଗିଥିଲା ପୁଲିସ ହାତରେ ଧରାପଡିବା ପରେ ଅଭିଯୁକ୍ତ ଗଗନ ମହାପାତ୍ର ବଖାଣିଛି ସେଦିନର କଥା । ଗତକାଲି ପୁରୀ ପୁଲିସ ଖୋର୍ଦ୍ଦାରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଏହାପରେ ରାତିରେ ଅଟକ ଅଭିଯୁକ୍ତକୁ ଜେରା କରିଛି । ଜେରା ବେଳେ ଅଭିଯୁକ୍ତ କହିଛି, ଲୋକେ…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ ରୋକ୍: ରାଜ୍ୟର ଏହି ସବୁ ନିୟମ ଉପରେ କେନ୍ଦ୍ର ଆପତ୍ତି ଉଠାଇଛି

ଭୁବନେଶ୍ୱର: ଡିସେମ୍ବର ୨୦୨୦ ରେ ରାଜ୍ୟ ସରକାର ଆଣିଥିବା ସ୍ୱତନ୍ତ୍ର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ବା ନିୟମ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶରେ ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ତେଣୁ ଯେଉଁ ନିୟମ ତିଆରି ହୋଇଛି ଅଧିକାଂଶ…

ଗାଙ୍ଗପୁର ଆଇଆଇସି ଦେବକୁମାରଙ୍କ ମୃତ୍ୟୁ, ଏହି ସବୁ ପ୍ରଶ୍ନକୁ ଆଧାର କରି ସିବିଆଇ ତଦନ୍ତ ଦାବି

କଟକ: ଚାକିରି ବେଳେ ନିଜର କାର୍ଯ୍ୟଶୈଳୀ ପାଇଁ ସାହସିକତା ପୁରସ୍କାର ପାଇଥିବା ଗଞ୍ଜାମ ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟକୁ ନେଇ ବଢୁଛି ସନ୍ଦେହ । ହାଇକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହେବା ସହିତ ସିବିଆଇ ତଦନ୍ତ ଦାବି ହୋଇଛି । ସେହିପରି କୋରାପୁଟ ଜୟପୁରରେ ସିବିଆଇ…

ତେଲ ଦର ଉପରମୁହାଁ, କେବେ ଗଡିବ ଯାତ୍ରିବାହୀ ଟ୍ରେନ୍ ?

ଭୁବନେଶ୍ୱର: ତେଲ ଦର ଉପରମୁହାଁ ହେଉଥିବା ବେଳେ ପାସେଞ୍ଜର ଟ୍ରେନ ଲୋକଙ୍କ ପକେଟକୁ ଆଶ୍ୱସ୍ତି ଦେଇଥାନ୍ତା । କିନ୍ତୁ ଏଯାଏ ଯାତ୍ରିବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇପାରିନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି । ଖାଲି ସେତିକି ନୁହେଁ ଜେନେରାଲ ଟିକେଟ କିମ୍ବା ତତ୍କାଳ ଟିକେଟ…

ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ବିନା ସୁଧରେ ମିଳିବ ଅଗ୍ରୀମ ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାର ଇଲେକ୍ଟି ଗାଡ଼ି କିଣିବାକୁ ଅଗ୍ରୀମ ଟଙ୍କା ଦେବେ । ଇଲେକ୍ଟ୍ର ଯାନ ଯୋଜନା-୨୦୨୧ ଅଧୀନରେ ସରକାରୀ କର୍ମଚାରୀ ମାନଙ୍କୁ ମିଳିବ ଏହି ଅଗ୍ରୀମ ଟଙ୍କା । ଏହି ବିଷୟରେ ଅର୍ଥ ସଚିବ ବିଶାଲ ଦେବ ମଙ୍ଗଳବାର ଏକ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟରେ ପ୍ରଦୂଷଣ ହ୍ରାସ ଓ…

ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାରେ ଜଣେ ଅଟକ

ପୁରୀ: ଶ୍ରୀମନ୍ଦିର ରୋଷଘରେ ପଶି ଚୁଲି ଭାଙ୍ଗିବା ଘଟଣାରେ ପୋଲିସ ଜଣଙ୍କୁ ଧରିଛି । ଏନେଇ ପୁରୀ ପୋଲିସ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜରୁ ଚିହ୍ନଟ କରି ଅଭିଯୁକ୍ତକୁ ଧରାଯାଇଛି । Temple Rosaghara Case - The suspect identified in CCTV…

ଧର୍ମେନ୍ଦ୍ର ଉନ୍ମୋଚନ କଲେ ‘ବିର୍ସା ମୁଣ୍ଡା- ଜନଜାତୀୟ ନାୟକ’

ଭୁବନେଶ୍ୱର: ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ବିର୍ସା ମୁଣ୍ଡା- ଜନଜାତୀୟ ନାୟକ’ ନାମକ ପୁସ୍ତକ ଉନ୍ମୋଚନ କରିଛନ୍ତି । ପୁସ୍ତକଟିର ଲେଖକ ହେଉଛନ୍ତି ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ ଚକ୍ରବାଲ । ଏହି ଅବସରରେ ଧର୍ମେନ୍ଦ୍ର କହିଲେ,…