Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିର ରୋଷ ଘରେ ଭାଙ୍ଗିଲା ୪୦ ଚୁଲା

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି । ମହାପ୍ରଭୁଙ୍କ ରୋଷଘରେ ଦୁର୍ବୃତ୍ତ ଘଟାଇଛନ୍ତି ହିଂସା କାଣ୍ଡ । ରୋଷଘରର ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଶ୍ରୀମନ୍ଦିର…

ଶର୍ମିଷ୍ଠାଙ୍କ ବେଡରୁମରୁ ମିଳିଲା ନିରଞ୍ଜନଙ୍କ ଡାଏରୀ, ମେମୋରୀ ଚିପ୍ କେଉଁଠି ?

ଭୁବନେଶ୍ୱର: ତଦନ୍ତ ବଢୁଛି । ଫିଟୁଛି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାର ଗୁମର । କ୍ରାଇମବ୍ରାଞ୍ଚ ରହସ୍ୟ ଭେଦୁଛି । ରିମାଣ୍ଡରେ ନେଇ ଜେରା ବେଳେ ୪ ଅଭିଯୁକ୍ତ ବଖାଣିଛନ୍ତି ମାନସ ଅପହରଣ ଓ ହତ୍ୟାର ସତ । ଗତକାଲି ରିମାଣ୍ଡରେ ଶେଷ ଦିନରେ ତଦନ୍ତକାରୀ ଟିମ୍ ହାତରେ ବଳିଷ୍ଠ ତଥ୍ୟ ପ୍ରମାଣ…

ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ଆସୁଛି ଲଘୁଚାପ । ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…

୧୩ ଦିନରେ ୮ ଟଙ୍କା ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ୍ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ଆଜି ପୁଣି ବଢ଼ିଛି । ଦିଲ୍ଲୀରେ ୮୦ ପଇସା ଲେଖାଏ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍ । ଦିଲ୍ଲୀରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପ୍ରତି ଦାମ୍ ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୯୪ଟଙ୍କା ୬୭…

ଆଇଏଏସ୍ ବୀର ବିକ୍ରମ ଯାଦବ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୂଆ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଶନିବାର ସାଧାରଣ ପ୍ରଶାସନ ବିଭାଗ ନିଯୁକ୍ତି ବିଜ୍ଞପ୍ତି ବାବଦରେ ସୂଚନା ଦେଇଛି । ଏବେ ବୀର ବିକ୍ରମ ଯାଦବ ରାଜ୍ୟ ଖାଦ୍ୟ ଯୋଗାଣ…

ରାୟଗଡ଼ାରେ ବଡ଼ ଡକାୟତି; ୨୦ ତୋଳା ସୁନା ଓ ୨୦୦ ଗ୍ରାମ୍ ରୂପା ଲୁଟ୍

ରାୟଗଡ଼ା: ସାଇପ୍ରିୟା ନଗରର ତୃତୀୟ ଲେନରେ ହୋଇଛି ବଡ଼ ଧରଣର ଡକାୟତି । ଶୁକ୍ରବାର ରାତିରେ ଏମ. ଭେଙ୍କଟ ରାଓଙ୍କ ଘରେ ବିଳମ୍ବିତ ରାତ ପ୍ରାୟ ସାଢ଼େ ତିନିଟା ବେଳେ ପଶିଥିଲେ ଲୁଟେରା ଦଳ । ୨୦ ତୋଳା ସୁନା ଓ ଦୁଇ ଶହ ଗ୍ରାମ୍ ରୂପା ସହ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ଘରେ…

ସାଂସଦ ଅପରାଜିତାଙ୍କୁ ପିନାକୀଙ୍କ ଟାର୍ଗେଟ : ମୁଁ ଯଦି ମିଛ କହିଛି ମୋ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ…

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ପୁଣି ଅପରାଜିତାଙ୍କୁ ଟାର୍ଗେଟ କଲେ ପୁରୀ  ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ସଂସଦରେ ଯଦି ମୁଁ ମିଛ କହିଛି ମୋ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣନ୍ତୁ ବୋଲି ସିଧାସଳଖ କହିଛନ୍ତି ପୁରୀ ସାଂସଦ…

ଦିଲ୍ଲୀରେ ପୁଣି ଶସ୍ତା ହେଲା ମଦ , କାଉଣ୍ଟର ଆଗରେ ପ୍ରବଳ ଭିଡ

ଦିଲ୍ଲୀ : ଦିଲ୍ଲୀରେ ଶସ୍ତା ହେଲା ମଦ । ମଦରେ ଗ୍ରାହକଙ୍କୁ ମିଳିବ ରିହାତି । ପ୍ରାୟ ୨୫ ପ୍ରତିଶତ ରିହାତି ପାଇବେ ଗ୍ରାହକ । ବିକ୍ରି କରୁଥିବା ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ରିହାତି ଦେବାପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ବିଭାଗ ଅନୁମୋଦନ କରିଛି । ମଦ ଶସ୍ତା ହେବା ପରେ ବିଭିନ୍ନ ଗଳି…

ବିସ୍ଥାପିତଙ୍କ ବିରୋଧ: ଦାବି ପୂରଣ ନହେଲେ ମହନଦୀରେ ଝାସ ଚେତାବନୀ

ପାରାଦୀପ: ଦାବି ପୂରଣ ନହେଲେ ଗ୍ରାମବାସୀ ସାମୂହିକ ମହାନଦୀରେ ଦେବେ ଝାସ  । ପାରାଦୀପ ସ୍ଥିତ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଦିର୍ଘ ୧୫ ବର୍ଷ ତଳେ କମ୍ପାନୀକୁ ସହଯୋଗ କରିଥିଲେ, ଏବେ ହକ୍ ପାଇଁ ୧୧ ଦିନ ହେଲା ଖରାରେ ବସିଛନ୍ତି ସେମାନେ।…

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସ ସିଲ କଲା କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିିଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ସମ୍ପୁର୍ଣ୍ଣା ୱେବ ପୋର୍ଟାଲ ଅଫିସକୁ ସିଲ୍ କରିଛି । କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସରେ ପହଁଞ୍ଚି ଖୋଳତାଡ ଆରମ୍ଭ କରିଥିଲା । ଶର୍ମିଷ୍ଠା ଓ…