Latest Odisha News

BREAKING NEWS

Browsing Category

ଓଡିଶା

Odisha

କମିବାରେ ଲାଗିଛି କରୋନା,୨୪ ଘଣ୍ଟାରେ ରାଜ୍ୟରେ ୩୪୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ମାମଲା ଧୀରେ ଧୀରେ କମିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨ଟି କରୋନା ମାମଲା ଚିହ୍ନଟ ହୋଇଛି | ଏମାନଙ୍କ ମଧ୍ୟରେ ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ରହିଥିବାବେଳେ ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ସଂକ୍ରମଣରେ ୧୪୬ ଜଣ ରହିଛନ୍ତି |…

ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କୃଷ୍ଣ ସପ୍ତମୀ ତିଥି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାର ରହିଛି ପରମ୍ପରା  । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ ।…

ଆସନ୍ତାକାଲି କଡ଼ା ସୁରକ୍ଷା ମଧ୍ୟରେ ପୁରୀର ୫ଟି ବୁଥରେ ହେବ ସାନି ମତନାଦ

ପୁରୀ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ଭୋଟ ବାକ୍ସ ନେଇ ଚମ୍ପଟ ମାରିବା ଘଟଣାକୁ ନେଇ ମତଦାନ ବାତିଲ ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ୨୩ ତାରିଖ ସାନି ମତଦାନ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୬୮

ଭୁବନେଶ୍ୱର: ଆଜି ରାଜ୍ୟରୁ ସଂରୋନା ସଂକ୍ରମିଣରୁ ସୁସ୍ଥ ହୋଇଛନ୍ତି ୯୬୮ । ଆଜି ସୁଦ୍ଧା କରୋନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୦ ହଜାର ୨୨୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଖୋର୍ଦ୍ଧା…

ଷ୍ଟ୍ରଙ୍ଗରୁମ ସୁରକ୍ଷା ସମ୍ପର୍କରେ ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶ, ଭୋଟ ଗଣତି କେନ୍ଦ୍ରକୁ ପାଣି ବୋତଲ ନେବା ମନା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ। ଏଥିନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍ କରାଯାଇଛି ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ…

[ଦେଖନ୍ତୁ ଭିଡିଓ] ତପସ୍ୱିନୀଙ୍କୁ ବଡ଼ ଝଟକା, ମାସିକ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଦେବେ ସୁମିତ୍

କଟକ : ବହୁ ଚର୍ଚ୍ଚିତ ସୁମିତ ତପସ୍ୱିନୀ ମାମଲା। ଏବେ ତପସ୍ୱିନୀଙ୍କୁ ଲାଗିଲା ବଡ଼ ଝଟକା। ଏହି ବିବାଦ ମାମଲାରେ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ। ଏବେ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ମିଳିବ ୧୦ ହଜାର ଟଙ୍କା । ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ବଦଳରେ ୧୦ହଜାର…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅଂଶବିଶେଷ ସୂରୁପ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ସରକାରଙ୍କ…

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା: ଗିରଫ ସଂଖ୍ୟା ୧୧୩ କୁ ବୃଦ୍ଧି

ଯାଜପୁର: ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ଘଟଣା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଏଯାଏଁ ୧୧୩ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି । ଗତ ୨୧ ତାରିଖରେ ୬୯ ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂଖ୍ୟା ୯୮ରେ ପହଞ୍ଚିଥିଲା…

[ଦେଖନ୍ତୁ ଭିଡିଓ] ନକଲି ଠକ ଡାକ୍ତରଙ୍କ ଖୋଲୁଛି ଗୁମର: ୨୧ରୁ ଅଧିକ ବିବାହ ନେଇ ଭଉଣୀ ବି ସାମିଲ

ଢେଙ୍କାନାଳ: ନକଲି ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ଏକାଧିକ ପତ୍ନୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କୁ ଠକେଇ ପଛରେ ରହିଛି ଜଣେ ମହିଳାଙ୍କ ସଂପୃକ୍ତି । ସେହି ସଂପୃକ୍ତ ମହିଳା ଜଣଙ୍କ ରମେଶ ଭଉଣୀ ରଶ୍ମିତା ବେହେରା ବୋଲି ଜଣାପଡିଛି ।  କେନ୍ଦ୍ରାପଡାରେ ରେଡ ପରେ ଏହି ମହିଳାଙ୍କୁ…

CBSE ନବମ ଶ୍ରେଣୀ ବହିରେ ତ୍ରୁଟି, ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ସିବିଏସଇ ନିଜର ସ୍କୁଲରେ ପଢ଼ାଉଛି ଭୁଲ ପାଠ । ଏନସିଇଆରଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି "ସୋସିଆଲ ସାଇନ୍ସ କଣ୍ଟେମ୍ପରାରି ଇଣ୍ଡିଆ-୧ ‘ ବହିରେ ପଞ୍ଚମ ଅଧ୍ୟାୟରେ ପୃଷ୍ଠା ନମ୍ବର ୪୯ ରେ ଦିଆଯାଇଥିବା ୱାଇଲଡ ଲାଇଫ ରିଜର୍ଭ ମ୍ୟାପରେ ଭୁଲ ତଥ୍ୟ ଦିଆ ଯାଇଛି ।…