Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ , ୨୮ଟି ଟିମ ନିୟୋଜିତ

ବ୍ରହ୍ମଗିରି : ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ । ବ୍ରହ୍ମଗିରି ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ ହୋଇଛି । ଚିଲ୍ଲିକା ଉନ୍ନୟନ କର୍ତ୍ତୁ ପକ୍ଷଙ୍କ ଦ୍ୱାରା ଏହି ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ସକାଳ ୬ଟାରୁ ଆରମ୍ଭ କରାଯାଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ବାର୍ଷିକ…

କମୁଛି ସଂକ୍ରମଣ, ଆଉ କିଛି ଦିନ ଭିତରେ ପୂର୍ବ ସ୍ଥିତି ଫେରି ଆସିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନ ଜନୀତ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦିନକୁ ଦିନ ସଂକ୍ରମଣ ହାର କମୁଛି ।ଆଉ କିଛି ଦିନ ଭିତରେ ଆମେ ପୂର୍ବ ସ୍ଥିତିକୁ ଫେରିପାଇବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସମସ୍ତେ ସଚେତନ ରହନ୍ତୁ ।…

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ: ଆଜି ୩୦୮୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ୩-୪ ହଜାର ଭିତରେ ରହିଛି ଦୈନିକ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧ହଜାର ୭୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ହଜାର ୨୮୯ । ୧୮ ବର୍ଷ ଭିତରେ ଆଉ ୪୫୪…

ଗୋଳନ୍ଥରା ଥାନା ସାମନାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ନାଁ ସନ୍ତୋଷ । ତାଙ୍କ ଘର ରଣ୍ଢା ଗାଁରେ । ଗତକାଲି ଗୋଳନ୍ଥରା ଥାନା ସାମନାରେ ନିଜ ଦେହରେ…

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର

ସମ୍ୱଲପୁର: ଭକ୍ତଙ୍କ ପାଇଁ ଖୋଲିଲା ସମ୍ୱଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । ଆଜିଠୁ କରୋନା କଟକଣାରେ ପୁଣି ଥରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ୨୧ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ସମଲେଶ୍ୱରୀ । ସକାଳ ୬ଟାରୁ ଦିନ ୧୧ଟା ଓ ଦିନ ଗୋଟାଏରୁ…

ରାଜ୍ୟରୁ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୭ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସେସରେ ସେମାନଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରେ କଟକ ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି…

ମିଳିଲା ଜଗା ଦର୍ଶନ: ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କର ପୁଣି ଥରେ ମିଳନ ହୋଇଛି । ୨୦ ଦିନ ପରେ ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହା ଆନ୍ଦନ ପାଉଛନ୍ତି ଭକ୍ତ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଏଥିପାଇଁ ପ୍ରଶାସନ ସ୍ୱତନ୍ତ୍ର…

ଗାଁ’ର ନକ୍ସା ବଦଳାଇବେ ସୁନ୍ଦରୀ ପ୍ରିୟଙ୍କା

ବଲାଙ୍ଗୀର: ମଡେଲିଂକୁ କ୍ୟାରିୟର କରିଥିବା ପ୍ରିୟଙ୍କା ଏବେ ସାଜିଛନ୍ତି ସରପଞ୍ଚ ପ୍ରାର୍ଥୀ । ଘର ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ୍ ଚୁଡାପାଲ୍ଲି ପଞ୍ଚାତ ଢୁଳୁସର । ସୁନ୍ଦରୀ ମଡେଲ ଏବେ ନିଜ ପଞ୍ଚାତର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି । ପ୍ରିୟଙ୍କା ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଭଉଣୀ…

“ଲିଙ୍ଗରାଜଙ୍କ ଜମି ବିକ୍ରି ପ୍ରସଙ୍ଗ”, ରାଜ୍ୟ ସରକାର ଖଣି ବ୍ୟବସାୟୀ ପ୍ରଭାକରନଙ୍କୁ ଅନୈତିକ ଭାବେ ଜମି…

ଭୁବନେଶ୍ୱର: “ବାଡ ଯଦି କ୍ଷେତ ଖାଇବ କ୍ଷେତକୁ କିଏ ସୁରକ୍ଷା ଦେବ?” ଯେଉଁମାନଙ୍କ ହାତରେ ରାଜ୍ୟ, ପ୍ରକୃତିକ ସଂପଦ ସମେତ ଭଗବାନଙ୍କ ସଂପତିର ସୁରକ୍ଷା କରିବାର ଗୁରୁ ଦାୟୀତ୍ୱ ରହିଛି ସେମାନେ ଭକ୍ଷକ ସାଜି ବେଆଇନ ଭାବେ ହରିଲୁଟ୍ କରିବେ, ତାହେଲେ ଏହାଠୁ ନିନ୍ଦନୀୟ ଓ ଜନବିରୋଧୀ କାର୍ଯ୍ୟ କଣ…

ପ୍ରାର୍ଥୀପତ୍ର ନାକଚକୁ ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର : ପ୍ରାର୍ଥୀପତ୍ର ନାକଚକୁ ନେଇ ତେଜିଲା ବିବାଦ ।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଡେଇପଙ୍କ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ବିନା କାରଣରେ ପ୍ରାର୍ଥୀ ପତ୍ର ନାକଚକୁ ନେଇ ଗ୍ରାମବାସୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସରପଞ୍ଚ ପ୍ରାର୍ଥୀ ମହେଶ୍ୱର…