Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାପା ଆଗରେ ଶିଶୁ କନ୍ୟାର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା

ଯାଜପୁର: ବାପା ଆଗରେ ଝିଅର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା । ହଁ ଆଜ୍ଞା କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଇପଡ଼ା ଗ୍ରାମରେ । ଦରିଦ୍ରତାର କରୁଣ ପରିଣତି ପାଇଁ ବାପା ଜନ୍ମିତ ଝିଅକୁ…

ସ୍ତ୍ରୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବାଲେଶ୍ୱର ଜିଲ୍ଲା ଜଜ୍

ବାଲେଶ୍ୱର: ବହୁଚର୍ଚ୍ଚିତ ବାଲେଶ୍ୱର ଖନ୍ତାପଡା ସୁକାନ୍ତି ନାୟକ ହତ୍ୟା ମାମଲାର ରାୟ ଶୁଣାଇଲେ ମାନ୍ୟବର ଜିଲ୍ଲା ଜଜ୍ । ସ୍ତ୍ରୀହନ୍ତା ସ୍ୱାମୀ ତଥା ଅଭିଯୁକ୍ତ ଯଦୁନାଥ ନାୟକଙ୍କୁ ମିଳିଲା ଜରିମାନା ସହ ଆଜୀବନ କାରାଦଣ୍ଡାଦେଶ । ୨୦୧୬, ଅଗଷ୍ଟ ୨୦ ତାରିଖ । ଖନ୍ତାପଡା ଥାନା ଅନ୍ତର୍ଗତ…

କୋଲକାତାରୁ ଆମଦାନୀ, କଟକରୁ ଜବତ ହେଲା ବେଆଇନ୍ କଫ୍ ସିରଫ୍

କଟକ: କଟକରୁ ଆଜି ୩୨ ଶହ ବେଆଇନ୍ କଫ୍ ସିରଫ୍ ଜବତ ହୋଇଛି । ମଧୂପାଟଣା ଥାନା ପୋଲିସ ଓ ଡ୍ରଗ୍ସ୍ କଣ୍ଟ୍ରୋଲ୍ ମିଳିତ ଉଦ୍ୟମରେ ଚଢାଉ କରାଯାଇ ଜବତ କରାଯାଇଛି । ଖପୁରିଆ ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଚଢ଼ାଉ କରାଯାଇ କଫ ସିରଫର ୩୨ ଶହ ବୋତଲ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ସାଢ଼େ…

ଯୁବତୀଙ୍କୁ ସରକାରୀ ବାବୁଙ୍କ ଦୁର୍ବ୍ୟବହାର ଅଭିଯୋଗ

ବାରିପଦା: ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ମ୍ୟୁନିସିପାଲଟି ସରକାରୀ ବାବୁ । ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ବାରିପଦା ଟାଉନ ଥାନାରେ । ଯୁବତୀଙ୍କ ଅଭିଯୋଗ ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଜୁବଲି ପାର୍କ ଟିକେଟ କାଉଣ୍ଟରରେ ଯୁବତୀ ଜଣକ ଟିକେଟ କାଟୁଥିବା ସମୟରେ ମ୍ୟୁନିସିପାଲଟିର ସରକାରୀ…

ଓଡିଶା ଓପନ ବ୍ୟାଡମିଂଟନ: ଭାରତୀୟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ, ସେମିରେ ହାରିଲେ ଶ୍ୱେତପର୍ଣ୍ଣା-ଯାଦବ ଯୋଡି

କଟକ: ଚଳିତ ଓଡିଶା ଓପନ ବ୍ୟାଡମିଂଟନରେ ମିକ୍ସଡ ଡବଲ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଆ ଝିଅ ଶ୍ୱେତପର୍ଣ୍ଣା ପଣ୍ଡା ସେମିଫାଇନାଲରେ ହାରି ଯାଇଛନ୍ତି । ଶ୍ୱେତପର୍ଣ୍ଣା ଓ ବି.ଯାଦବ ଯୋଡି ନିଜ ଦେଶର ଏମଆର ଅର୍ଜୁନ-ଟ୍ରେସା ଜଲିଙ୍କ ନିକଟରୁ ୨୧-୯, ୨୧-୯ ସେଟରେ ପରାଜିତ ହୋଇଥିଲେ…

[ଭିଡ଼ିଓ] ମିନି ଷ୍ଟାଡିୟମ ସ୍ଥାନ ନିରୁପଣ ନେଇ ବିବାଦ, କ୍ରିଡାବିତଙ୍କ ବିରୋଧ

ରାୟଗଡା : ରାୟଗଡ଼ା ଆମ୍ବଗୁଡା ଠାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ସ୍ଥାନ ନିରୁପଣ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ କ୍ରିଡାବିତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରସ୍ତାବିତ ସ୍ଥାନରେ ଆଜି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରେ କ୍ରିଡାବିତ ମାନେ ପହଞ୍ଚି…

ଶାସକ ବିଜେଡି ନାରେ ବିଭିନ୍ନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର :ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି । ସରକାରୀ ଦଳ ଶାସନ କ୍ଷମତାର ଅପବ୍ୟବହାର କରିବା ସହିତ ନିର୍ବାଚନୀ ଆଚରଣ ବିଧିକୁ ଖୋଲାଖୋଲି କରୁଛି ଶାସକ ବିଜେଡି ।ଶାସନ କ୍ଷମତାରେ ଚାପ ପ୍ରୟୋଗ କରି ସରକାରୀ ଅଫିସର ମାନଙ୍କୁ ଶାସକ ବିଜେଡି ସପକ୍ଷରେ…

ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ

କେନ୍ଦୁଝର :ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ଘଟଗାଁ ଢିଙ୍କିକୋଟ ୮ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସାନ୍ତରାପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦୀ ସିଂ । ତାଙ୍କୁ ବୟସ ୫୯ ବର୍ଷ ହେବ । ସେ…

ଅଭିଯୁକ୍ତ ମାଡ଼ରେ ଘାଇଲା ପୋଲିସ୍

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ । ଖସିଜିବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତକୁ ଧରିନେଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି କପିଳେଶ୍ୱର ଅଞ୍ଚଳର ଟିକୁ ମାଲିଆ । ଅଭିଯୁକ୍ତ ପାଖରୁ କାଠ ପଟା ଜବତ କରିବା ସହ ପୋଲିସ ଟିକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ବନ୍ଦ ହେବ ଖଣ୍ଡଗିରି ମେଳା, ଅନିଶ୍ଚିତତା ଘେରରେ ଯାତ୍ରା କଳାକାର

ଭୁବନେଶ୍ୱର: ଚଳିତବର୍ଷ ବନ୍ଦ ହେବ ଖଣ୍ଡଗିରି ମେଳା ସହିତ ଯାତ୍ରା ମଧ୍ୟ ବନ୍ଦ ହେବ । କୋଭିଡ଼ କଟକଣା ପାଇଁ ଖଣ୍ଡଗିରି ମେଳା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଖଣ୍ଡଗିରି ମେଳା ବନ୍ଦ କରିବା ନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ରାଜ୍ୟ…