Latest Odisha News

BREAKING NEWS

Browsing Category

ଓଡିଶା

Odisha

ବସ୍ତି ବାସିନ୍ଦାଙ୍କ ସମର୍ଥନରେ ବାହାରିଲା କଂଗ୍ରେସ

ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଅଣ୍ଟା ଭିଡିଲା ଜିଲ୍ଲା କଂଗ୍ରେସ । ଆଜିକୁ ୧୧ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ୍-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବେଆଇନ ବସ୍ତି ଉଚ୍ଚେଦକୁ ବିରୋଧ…

ମାତିଛନ୍ତି ସାଇବର ଠକ : ୧୧ ମାସରେ ଲୁଟିଲେଣି ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର : ଓଡିଶାରେ ଦିନକୁ ଦିନ ସାଇବର ଠକଙ୍କ ଆତଙ୍କ ବଢିବାରେ ଲାଗିଛି । ଭୁବନେଶ୍ୱରରେ ସାଇବର ସେଲରେ ମୋଟ ୬୭ଟି ମାମଲା ରୁଜୁ ହୋଇଛି । ସାଇବର ଠକମାନେ ଗତ ୧୧ ମାସ ଭିତରେ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟି ନେଇଛନ୍ତି । ଏହି ମାମଲାରେ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।…

ପରଲୋକରେ ପ୍ରାଣୀ ଚିକିତ୍ସକ ଡ.ସୁରେନ୍ଦ୍ର କୁମାର ରାୟ

ଭୁବନେଶ୍ୱର : ପରଲୋକରେ ପ୍ରାଣୀ ଚିକିତ୍ସକ ଡ.ସୁରେନ୍ଦ୍ର କୁମାର ରାୟ । ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟଙ୍କର ଶନିବାର ସକାଳ ୮ ଟା ସମୟରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ହୃଦଘାତ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲା , ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ADG ସ୍ଥିତି ଅନୁଧ୍ୟାନ କଲେ

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତରେ ଆସି ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଅଗ୍ରଗତୀ ପାଇଁ ସମୀକ୍ଷା କରିଛନ୍ତି । ପରେ ସେ ମୃତ ଦେହ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।…

କେନାଲରୁ ମିଳିଲା କଙ୍କାଳ, ମିଳୁନି ପରିଚୟ

ପିପିଲି: କେନାଲରୁ କଙ୍କାଳ ସହ ଖପୁରୀ ଉଦ୍ଧାର । ପିପିଲି କଢିମୂଳ କେନାଲ ସଫେଇବେଳେ ମଣିଷ କଙ୍କାଳ ସହ ଏକ ଖପୁରୀ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ କଙ୍କାଳକୁ ଉଦ୍ଧାର କରିଛି । ଏଗୁଡ଼ିକ ପୁରୁଷର କି ମହିଳାର ଜଣାପଡ଼ି ନାହିଁ । କେତେଦିନରୁ ଏହା କେନାଲ ଭିତରେ…

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତ ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏହି ମିଶାଇଲର ପରୀକ୍ଷଣ ଓଡ଼ିଶାର ବାଲେଶ୍ୱର ଠାରେ କରାଯାଇଥିଲା । ଅଗ୍ନି ପ୍ରାଇମ୍ ମିଶାଇଲ୍ ଅଗ୍ନି ସିରିଜର ଏକ ଆଧୁନିକ ମିସାଇଲ୍ ଅଟେ । ଜାତୀୟଗଣମାଧ୍ୟମ ସୂଚନା ଅନୁସାରେ ଏହା ୧୦୦୦ରୁ ୨୦୦୦…

ଭଦ୍ରକ ନଳାଙ୍ଗ ଠାରେ ଉଦଘାଟନ ହେଲା ନୂତନ ଜିଲ୍ଲା କୋର୍ଟ

ଭଦ୍ରକ : ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ବହୁ ବାଦ ବିବାଦ ପରେ ଶେଷରେ ଆଜି ଭଦ୍ରକ ଜିଲ୍ଲା ନ୍ୟାୟଳୟର ନୂତନ କୋର୍ଟ ନଳାଙ୍ଗ ଠାରେ ଉଦଘାଟିତ ହୋଇଯାଇଛି ।ମାନ୍ୟବର ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ଏସ ମୁରଲିଧରନ ଭର୍ଚ୍ୟୁଆଲ ମାଧ୍ୟମରେ କୋର୍ଟକୁ ଉଦଘାଟନ କରିଛନ୍ତି । ୨୦୧୬ ଭଦ୍ରକ ନଳାଙ୍ଗ…

ବିପୁଳ ପରିମାଣରେ ଗଞ୍ଜେଇ ଜବତ ,ଜଣେ ଗିରଫ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ । ଓଡିଶା ରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛ କୁଣ୍ଡ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣର ଗଞ୍ଜେଇ । ୩୭୨ ଗ୍ରାମ ଗଞ୍ଜେଇ ଗଞ୍ଜେଇ ଜବତ କରାଯାଇଛି । ପ୍ରାୟ ୧୬ ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇର…

ବ୍ରିଟେନରେ ବଢୁଛି ସଂକ୍ରମଣ, ତୃତୀୟ ଲହର ସମ୍ଭାବନା ନିଶ୍ଚିତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବ୍ରିଟେନରେ କାୟା ମେଲାଇ ଚାଲିଛି କରୋନା । ଓମିକ୍ରନ୍ ସଂକ୍ରମିତ ବଢୁଛନ୍ତି । ସେଠାରେ ଯେମିତି ସଂକ୍ରମଣ ବଢୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ । ଏଭଳି ଆଶଙ୍କା କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ତୃତୀୟ ଲହର ମୁକାବିଲା…

ଗର୍ଜିଲା ଯବାନଙ୍କ ବନ୍ଧୁକ, ଟଳିପଡିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଅଧିକାଂଶ ସମୟ ଭଳି ପୁଣିଥରେ ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୋଲିସକୁ ସମ୍ମୁଖୀନ କରିପାରିନି ଲାଲ ବାହିନୀ । ପୋଲିସ ଗୁଳିରେ ଏକାଧିକ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ସବିଶେଷ…