Latest Odisha News

BREAKING NEWS

Browsing Category

ଓଡିଶା

Odisha

INSର ନୂଆ ସଭାପତି ମୋହିତ ଜୈନ, ସମାହିତ ବଳ କାର୍ଯ୍ୟକାରୀ କମିଟି ସଦସ୍ୟ ନିର୍ବାଚିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ନ୍ୟୁଜ୍ ପେପର୍ ସୋସାଇଟି ବା ଆଇଏନଏସର ନୂଆ ସଭାପତି ଭାବରେ ଇକୋନୋମିକ୍ ଟାଇମ୍ସର ମୋହିକ ଜୈନ୍ ନିର୍ବାଚିତ ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଆଇଏନଏସର ୮୨ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୨୧-୨୦୨୨ ବର୍ଷ ଲାଗି ନିର୍ବାଚିତ ଅନୁଷ୍ଠିତ…

ପରଲୋକରେ ବରିଷ୍ଠ ସାମ୍ବାଦିକ ବନ ବିହାରୀ ମହାନ୍ତି

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ସାମ୍ବାଦିକ ବନ ବିହାରୀ ମହାନ୍ତି । ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବନ ବିହାରୀ ମହାନ୍ତି ଦୀର୍ଘ ଦିନ ଧରି ବିଭିନ୍ନ ଖବରକାଗଜରେ କାର୍ୟ୍ୟ କରି…

ତପସ୍ୱିନୀଙ୍କ ତପସ୍ୟା: ଶୀତ କାକରରେ ଶ୍ୱଶୁର ଘର ଆଗରେ ଅହୋରାତ୍ର ଧାରଣା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ଥମୁନି । ଅଧିକ ଜଟିଳ ହେବାରେ ଲାଗିଛି । ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛନ୍ତି ତପସ୍ୱିନୀ । ଆସିକା ଗେଷ୍ଟ ହାଉସ୍ ଛାଡ଼ିବା ପରେ ପୁଣି ଥରେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ଦୁଇ ଦିନ ହେବ…

ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଆହୁରି ୪ ଦିନ ଅନୁଭୂତ ହେବ ପ୍ରବଳ ଶୀତ

ଭୁବନେଶ୍ୱର: ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଜାଡ଼ରେ ଥରୁଛନ୍ତି ଲୋକେ । ୨୬ତାରିଖ ଯାଏଁ ଶୀତର ଲହରୀ ଅଧିକ ରହିବ । ଫୁଲବାଣୀରେ ପାରଦ ୭ଡ଼ିଗ୍ରୀକୁ ଖସିଛି । ଉତ୍ତର- ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଯୋଗୁଁ ରାଜ୍ୟରେ ପାରଦ ଖସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।…

ବାଲେଶ୍ୱରରେ ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟା

ବାଲେଶ୍ୱର: ମାଛ ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା । ପୋଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ରବି ସିଂ । ସେ ଜଣେ ମାଛ ବ୍ୟବସାୟୀ । ଗୋଲାପୋଲ ନିକଟରୁ ତାଙ୍କର ମୃତଦେହ…

ପୁସ୍ତକ ‘ଗଜପତି’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ଅଶୋକ ବଳଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଗଜପତି’ ଏ କିଙ୍ଗ ଓ୍ୱିଥ୍ ଆଉଟ୍ କିଙ୍ଗଡମ୍ ପୁସ୍ତକର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ସୂର୍ଯ୍ୟବଂଶୀ ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର…

ରାଜ୍ୟରେ ଶାନ୍ତିପୂର୍ଣ୍ଣ ରହିଛି ଆଇନଶୃଙ୍ଖଳା, ୫ ଜିଲ୍ଲା ହୋଇଛି ମାଓ ମୁକ୍ତ

ଭୁବନେଶ୍ବର : ଉଦଯାପିତ ହୋଇଛି ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ । ଶେଷ ଦିନରେ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପୋଲିସର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି । ମହାମାରୀ କରୋନାରେ ୬୧ ଜଣ ପୋଲିସ କର୍ମଚାରୀ ସେମାନଙ୍କ ଜୀବନ ହରାଇଛନ୍ତି । ଦିବଂଗତ ଆତ୍ମାର…

[ଭିଡିଓ] ରାଜରାସ୍ତାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ବାଲେଶ୍ୱର: ଦେଖୁଦେଖୁ ଲୋକଙ୍କ ଆଖି ଆଗରେ ହୁତହୁତ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ଟ୍ରକଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ସୌଭାଗ୍ୟବସତଃ ବର୍ତ୍ତି ଯାଛନ୍ତି ଡ୍ରାଇଭର ଓ ହେଲପର । ୬୦ ନମ୍ବର ଜାତୀୟରାଜପଥରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ଖବର…

ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍‌କ୍ୟୁବେସନ୍ ସେଣ୍ଟରର ଶୁଭାରମ୍ଭ

ଭୁବନେଶ୍ବର : ଓ-ହବ୍ ଷ୍ଟାର୍ଟ ଅପ୍ ଓଡ଼ିଶା ଇନକ୍ୟୁବେସନର ଶୁଭାରମ୍ଭ ହୋଇଛି । ଚନ୍ଦ୍ରଶେଖରପୁରରେ ଓ-ହବ୍ ଷ୍ଟାର୍ଟଅପ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଅଣୁ, କ୍ଷୁଦ୍ର,…

ସ୍ମାର୍ଟ ସିଟି ଭୁବନେଶ୍ବରରେ ପୁଣି ଗଡ଼ିବ ‘ମୋ ସାଇକେଲ୍’

ଭୁବନେଶ୍ବର : ସ୍ମାର୍ଟସିଟି ଭୁବନେଶ୍ବରରେ ପୁଣି ଗଡ଼ିବ ‘ମୋ ସାଇକେଲ୍’ । ଏଥିପାଇଁ ସ୍ମାର୍ଟସିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି । ସ୍ମାର୍ଟସିଟି ସିଇଓ ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ୨ ହଜାର ସାଇକେଲର ପରିଚାଳନା ଦାୟିତ୍ବ ୩ଟି କମ୍ପାନୀକୁ ଦିଆଯାଇଥିଲା । ସର୍ବାଧିକ ୧…