Latest Odisha News

BREAKING NEWS

Browsing Category

ଓଡିଶା

Odisha

ତେଜିଲା ପ୍ରତିବାଦ, ମଙ୍ଗଳବାର ସବୁ ଏସପି ଅଫିସ୍ ଘେରିବ କଂଗ୍ରେସ

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ରାଜ୍ୟର ସମସ୍ତ ଏସ୍‌ପି ଅଫିସ ଘେରିବ କଂଗ୍ରେସ । ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଆନ୍ଦୋଳନ ବେଳେ ନିରୀହ ଛାତ୍ରଙ୍କୁ ଆକ୍ରମଣ ଓ କଂଗ୍ରେସ ଭବନରେ ପୋଲିସର ବେଆଇନ ଅନୁପ୍ରବେଶ ପ୍ରତିବାଦରେ ଆନ୍ଦୋଳନ କରିବ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ…

ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାରେ ୨ ମୃତ

ନବରଙ୍ଗପୁର : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ନିକଟରେ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାହେବା ଫଳରେ ଘଟଣା ସ୍ଥଳରେ ବାସିନୀ ଗାଁର ବାଇକ ଆରୋହୀ ଧନୃର୍ଜୟ ଗୌଡ ଓ କଙ୍ଗରା ଗ୍ରାମର ଖଗ ଗୌଡଙ୍କ ମୃତ୍ୟୁ ହୋଇଯାଇଛି…

ନେପାଳ ରାଷ୍ଟ୍ରଦୂତଙ୍କ ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ କରିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ । ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ବରେ ଥିବା ରାମ ପ୍ରସାଦ ସୁବେଦୀ ଆଜି ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାନ ସଭାପତି ପ୍ରଫେସର ଡକ୍ଟର…

ମହେନ୍ଦ୍ରଗିରି ଘାଟିରୁ ଖସିଲା ଟୁରିଷ୍ଟ ପିକଅପ୍‌ ଭ୍ୟାନ୍‌, ୩ ମୃତ, ୬ ଆହତ

ଗଜପତି : ମହେନ୍ଦ୍ରଗିରି ପର୍ବତରେ ଅଭାବନୀୟ ଘଟଣା । ମହେନ୍ଦ୍ରଗିରି ପର୍ବତର ଶୈବପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ୨୦୦ ଫୁଟ ତଳକୁ ଖସିଲା ପିକ୍ ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଆହତ ହୋଇଛନ୍ତି । ଗାଡିରେ ଯାଇଥିବା ସମସ୍ତେ ଗାରାବନ୍ଧ ଅଞ୍ଚଳର…

ଦିଲ୍ଲୀରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ବ୍ୟାପିଲାଣି ଓମିକ୍ରନ୍ ଭୂତାଣୁ । ଦିନକୁ ଦିନ ଜଣେ କରି ଜଣେ ଆକ୍ରାନ୍ତ ଚିହ୍ନ ହେଉଥିବା ବେଳେ, ଆଜି ଦିଲ୍ଲୀରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ଦ୍ବିତୀୟ…

ବିଧାନସଭା ଶୀତକାଳୀନ ଅଧିବେସନ ମୁଲତବୀ ପ୍ରତିବାଦରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କଲା ବିଜେପି

ପୁରୀ : ବିଧାନସଭାରେ ଶୀତ କାଳୀନ ଅଧିବେଶନ ମୁଲତବୀ ପ୍ରତିବାଦରେ ବିଜେପିର ସମସ୍ତ ବିଧାୟକ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପ୍ରଣିପାତ ଜଣାଇଛନ୍ତି । ଏଥିସହ ୧୪ ଜଣ ବିଜେପି ବିଧାୟକ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରି ଭଜନ ଜଣାଣ କରି ବସି ରହିବା ସହ ଅଭିନବ ପ୍ରତିବାଦ କରିଥିଲେ। ମମିତା…

[ଭିଡ଼ିଓ] କଟକରୁ ପୁଣି ଗଡ଼ିଲା ୧୪ ଟି ମୋ ବସ୍

କଟକ: ଦୀର୍ଘ ଦିନର ଦାବି ପୂରଣ ହେଲା । କଟକରୁ ପୁଣି ଗଡ଼ିଲା ସିଟି ବସ୍ । ଆଜି କଟକ ମହାନଦୀବିହାର ରୁ ଆଉ ୧୪ ଟି ମୋ ବସ୍ ସେବା ଶୁଭାରମ୍ଭ କରାଯାଇଛି । ପ୍ରତ୍ୟକ ଦିନ ସକାଳ ୬ ଟା ୨୦ ମିନିଟ ରୁ ଆରମ୍ଭ କରି ରାତି ୭ ଟା ୪୦ ମିନିଟ ପର୍ଯ୍ୟନ୍ତ ଲଗାତାର ଭାବେ ୧୪ ଟି ବସ୍ ଏହି ରାସ୍ତା ଦେଇ…

ନବରଙ୍ଗପୁରରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନବରଙ୍ଗପୁର : ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ। ଛତିଶଗଡ଼ ମେନପୁର ଡିଭିଜନର ଜଣେ ହାର୍ଡକୋର ମାଓବାଦୀା ଆଜି ଆତ୍ମ ସମର୍ପଣ କରିଛନ୍ତି। ତାଙ୍କ ନାଁ କମଲେଶ୍ୱରୀ ମରେଇ ଓରଫ ଅମିଲା। ଦକ୍ଷିଣାଞ୍ଚଳ ଡିଆଇଜି ଓ ରାଜେଶ ପଣ୍ଡିତ ଏବଂ ନବରଙ୍ଗପୁର ଜିଲ୍ଲା ଏସପି ପୁରୁଷୋତ୍ତମ ଦାସଙ୍କ ନିକଟରେ…

ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ବଦ୍ରିନାରାୟଣ ପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସ୍ୱାସ୍ଥ୍ୟ ଅବସ୍ଥା…

[ଭିଡ଼ିଓ] ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ଲାଠିଚାର୍ଜ ଘଟଣାକୁ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର : ଲୋୟର ପିଏମଜିରେ ଛାତ୍ର କଂଗ୍ରେସର ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜ ପ୍ରତିବାଦ କରିଛି କଂଗ୍ରେସ । ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗୋଡ଼େଇ ପିଟିବା ଓ ମୁଣ୍ଡ ଫଟାଇବା ଅଧିକାର ପୁଲିସକୁ ଦିଆଯାଇନି । ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ…