Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅବହେଳିତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ରାୟଗଡ଼ା: ଅବହେଳିତ ଅବସ୍ଥାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ଭାରତର ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୂର୍ତ୍ତି ଅବହେଳିତ ଅବସ୍ଥାରେ ରହିଛି। ଏହି ପ୍ରତିମୂର୍ତ୍ତିକୁ ମରାମତି କରିବାକୁ କାହାର ଆନ୍ତରିକତା ନାହିଁ । ରାୟଗଡ଼ା। ବିଷମକଟକ ବ୍ଲକ ଚାଟିକଣା ଗ୍ରାମର…

ପୁରୀରେ ଫସଲ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍

ପୁରୀ: ପୁରୀରେ କେନ୍ଦ୍ରୀୟ ଟିମ୍  । ଫସଲ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍ । ବାତ୍ୟା ଜୱାଦ ଜନିତ ଫସଲ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳ କ୍ଷେତ୍ର ପରିଦର୍ଶନ କରିଛନ୍ତି  । କେନ୍ଦ୍ରୀୟ ଟମ୍ ସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଏବଂ ପୁରୀ ଜିଲ୍ଲାର ପ୍ରଶାସନିକ…

୪ରୁ ୫ ଦିନରେ ବର୍ଷା ସମ୍ଭାବନା , ପଡିବ ପ୍ରବଳ ଥଣ୍ଡା

ଭୁବନେଶ୍ୱର: ଆଗାମୀ ୪-୫ ଦିନରେ ପ୍ରବଳ ବର୍ଷା, ଆଉ ବର୍ଷା ପରେ ପଡିବ ପ୍ରବଳ ଥଣ୍ଡା । ଶୀତ ଦିନରେ ଲଘୁଚାପ ବର୍ଷା ଏବଂ ବାତ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରାୟ ଚାଷୀଙ୍କର ବର୍ଷର ଅମଳ ଉଜୁଡିଯାଇଛି। ଏହା ମଧ୍ୟରେ ଆଗକୁ ପୁଣି ବର୍ଷା ହେବାର ଆକଳନ କରି ପାଣିପାଗ ବିଭାଗ ସୂଚନା ଦେଇଛି…

ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ ସହ ପ୍ରକଳ୍ପ ଉଦଘାଟନ

ବ୍ରହ୍ମପୁର: ଗଞ୍ଜାମରେ ଲେଖା ହେଲା ସେବା ଆଉ ବିକାଶର ନୂଆ କାହାଣୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେଲା ଗଞ୍ଜାମ । ଦିନିକିଆ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୨୭ ଲକ୍ଷ ପରିବାର ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ…

ବ୍ରିଜ୍ ତଳକୁ ଖସିଲା ଟ୍ରକ୍

ଢେଙ୍କାନାଳ: ବ୍ରିଜରୁ ନଦୀକୁ ଖସିଲା ଟ୍ରକ୍ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ସରାଙ୍ଗ ବ୍ରିଜରୁ ବ୍ରାହ୍ମଣୀ ନଦୀକୁ ଖସିଲା ଆଇରନ ଓର ବୋଝେଇ ଟ୍ରକ୍ । ଦୁର୍ଘଟାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର । ଆଇରନ୍ ଓର୍…

କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ପ୍ରଥମେ ସେ ସୁନାବେଡ଼ାରେ ପହଞ୍ଚିବେ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ପୋଲିସ ଷ୍ଟେସନର ସେ ଉଦଘାଟନ କରିବେ । ପରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି। ମାଲକାନଗିରି ଜିଲ୍ଲାରେ…

ଗଞ୍ଜାମ ଜିଲ୍ଲାବାସୀଙ୍କୁ ମିଳିବ BSKY ସ୍ମାର୍ଟ କାର୍ଡ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ପୁରୁଷୋତ୍ତମପୁରରେ ପହଞ୍ଚି ମା’ ତାରାତାରିଣୀଙ୍କ ଦର୍ଶନ କରିବେ । ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ।…

ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍, ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର କରିବେ ଅନୁଧ୍ୟାନ

ଭୁବନେଶ୍ବର : ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଭୁବନେଶ୍ବରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ୪ ଜଣିଆ ପ୍ରତିନିଧି ଦଳ । ତିନିଟି ଟିମ୍ ହୋଇ ୬ଟି ଜିଲ୍ଲାକୁ ଗସ୍ତ କରି…

ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ

ଭୁବନେଶ୍ବର : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ଲଞ୍ଚର ‘ପିନାକା’ର ପରୀକ୍ଷଣ ସଫଳ ହୋଇଛି । ରାଜସ୍ଥାନ ପୋଖରାନସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ଏହି ରକେଟ ଲଞ୍ଚର ପରୀକ୍ଷଣ ସଫଳାତର ସହ ଶେଷ କରିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ । ପିନାକ ବାହ୍ୟ…

[ଭିଡ଼ିଓ] ବୀର ସହିଦଙ୍କୁ ସଲାମ, ଜନ୍ମମାଟିରେ ଜଳିଲା ଯବାନଙ୍କ ଜୁଇ

ଅନୁଗୁଳ: ଝୁରୁଛି ଗାଁ ମାଟି । ଲୁହରେ ଭିଜିଲା ତାଳଚେର କୃଷ୍ଣଚନ୍ଦ୍ରପୁର । ପଞ୍ଚଭୂତରେ ବିଲୀନ ହୋଇଗଲେ ବୀର ସହିଦ ରାଣାପ୍ରତାପ । ସହିଦଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତୋପସଲାମୀ ଦିଆଯାଇ ଅନ୍ତିମ ବିଦାୟ ଦିଆଯାଇଛି । ଯେଉଁ ମାଟିରେ ଜନ୍ମ ହୋଇଥିଲେ ସେହି ମାଟିରେ ଜଳିଛି ଜୁଇ…