Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ ଚଳାଚଳ ବାତିଲ

ଭୁବନେଶ୍ୱର: ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ଟ୍ରେନ ଚଳାଚଳ ବାତିଲ କଲା ପୂର୍ବତଟ ରେଳପଥ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୪ ଓ ୫ ତାରିଖରେ ଟ୍ରେନ ବାତିଲ କରାଯାଇଛି । ଆଜି ୩୬ଟି ଓ ଆସନ୍ତାକାଲି ୩୮ଟି ଟ୍ରେନ ବାତିଲ ହୋଇଛି । ୬…

ଆସୁଛି ବାତ୍ୟା ଜୱାଦ, ୪ଟି ବନ୍ଦରରେ ବିପଦ ସଙ୍କେତ ଜାରି

ଭୁବନେଶ୍ୱର: ଆସୁଛି ବାତ୍ୟା ଜୱାଦ । ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି । ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ନଂ ବିପଦ ସଙ୍କେତ, ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ନଂ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ପାଇଁ ଉପକୂଳବର୍ତ୍ତୀର ସମସ୍ତ ଅଞ୍ଚଳକୁ…

ବାତ୍ୟାକୁ ନେଇ ଆଶ୍ୱସ୍ତିକର ଖବର: ପୁରୀରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ଜଓ୍ୱାଦ୍

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦକୁ ନେଇ ଆସିଲା ବଡ଼ ଆଶ୍ୱସ୍ତିକର ଖବର । ପୁରୀ ଉପକୂଳରେ ପହଞ୍ଚିଲା ବେଳକୁ ଜଓ୍ୱାଦ ଦୁର୍ବଳ ପଡ଼ିଯିବ । ସାଇକ୍ଲୋନିକ୍ ଷ୍ଟର୍ମରୁ (ସାମୁଦ୍ରିକ ଝଡ଼) ଏହା ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ।…

ପ୍ରବଳ ବର୍ଷା ନେଇ ଆସୁଛି ବାତ୍ୟା

ଭୁବନେଶ୍ୱର: ଜଓ୍ୱାଦ ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ଯେତିକି ସ୍ଥଳଭାଗ ନିକଟତର ହେବ ସେତିକି ପ୍ରଭାବ ଦେଖାଇବ ବାତ୍ୟା । ବାରମ୍ବାର ଦିଗ ବଦଳାଉଛି । ନିର୍ଦ୍ଦିଷ୍ଟ ଭାବରେ ଏହାର ହିଟ୍ ସ୍ଥାନ କହିବା ମୁସ୍କିଲ ହୋଇଛି । ଯେଉଁଆଡ଼େ ଗଲେ ବି ଓଡ଼ିଶା ଉପକୂଳରେ ନିଶ୍ଚିତ ପ୍ରକୋପ…

ପୋଲିସ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି: ଯବାନଙ୍କ ଆତ୍ମହତ୍ୟା । ମାଲକାନଗିରି ଜିଲ୍ଲା ପୋଟେରୁ ପୋଲିସ କ୍ୟାମ୍ପରେ ଜଣେ ଯବାନଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯବାନ ଜଣକ ହେଲେ ଓଏସଏପି ଚତୁର୍ଥ ଏସଏସ ବାଟାଲିଆନର ଯବାନ ଦୁର୍ଯ୍ୟୋଧନ ମାଝୀ । ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ।…

ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: କଟକ, ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ୍ ପ୍ରଭାବରେ ଓଡ଼ିଶା କାଲିଠାରୁ ଆରମ୍ଭ ହୋଇଛି ବର୍ଷା । କାଲି ମଧ୍ୟରାତ୍ରିରୁ କଟକ, ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଛି । ଝିପିଝିପି ବର୍ଷୁଛି । ଆଜି ପାଇଁ ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କଟକ, ଭୁବନେଶ୍ୱରରେ ଆଜି ପ୍ରବଳରୁ…

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା: ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ବଢୁଛି ଜଓ୍ୱାଦ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ବଳ ଗୋଟାଇ ଉପକୂଳ ଆଡ଼େ ମାଡ଼ି ଆସୁଛି ଜଓ୍ୱାଦ୍ । ନିର୍ଦ୍ଦିଷ୍ଟ ଭାବରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ଏଯାଏ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନି । କିନ୍ତୁ ଆଜିଠୁ ପ୍ରଭାବ ଦେଖାଇବା ଆରମ୍ଭ…

ବାତ୍ୟା ପାଇଁ ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର : ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେଉଛି ବାତ୍ୟା ଜୱାଦ । ସମୁଦ୍ର ମଝିରେ ଦିଗ ବଦଳାଇ ଉପକୂଳକୁ ମାଡ଼ି ଆସୁଛି । ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଜୱାଦ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏନେଇ ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ଜିଲ୍ଲା…

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର, ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂଆ ଆଶାର…

ଭୁବନେଶ୍ବର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏକ ବିରଳ ସ୍କଲବେସ୍ ବ୍ୟାଧିରେ ପୀଡ଼ିତ ଥିବା ଇରାକର ଜଣେ ନାଗରିକଙ୍କର ସଫଳତାର ସହ ଅସ୍ତ୍ରୋପଚାର କରାଯିବା ପରେ ସେ ସୁସ୍ଥତା ଲାଭ କରିଛନ୍ତି । ଉନ୍ନତମାନର ଚିକିତ୍ସା, ଅତ୍ୟାଧୁନିକ ମେଡିକାଲ୍ ଭିତ୍ତିଭୂମୀ, ସୁବିଧା ସୁଯୋଗ ଓ ପାରଦର୍ଶିତା ଯୋଗୁଁ…

ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, ସମୀକ୍ଷା କଲେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ବର : ବାତ୍ୟା ଜଓ୍ବାଦକୁ ନେଇ ଜୋରଦାର ପ୍ରସ୍ତୁତି । ମିଶନ ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରଶାସନ । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ, ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ବାତ୍ୟା 'ଜୱାଦ' ପାଇଁ…