Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୟୂରଭଞ୍ଜରୁ ବଜ୍ରକାପ୍ତା ଉଦ୍ଧାର, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ-ନାଲଦା ରାସ୍ତାର ମହୁଲଦିଆ ନିକଟରୁ ଜବତ ହୋଇଛି ଜୀବନ୍ତ ବଜ୍ରକାପ୍ତା । ବିକ୍ରି ପାଇଁ ଅଣା ଯାଇଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସଟିଏଫ୍ ଚଢ଼ାଉ କରି ବଜ୍ରକାପ୍ତା…

ବାହାଘର ଭୋଜି ଖାଇ ୪୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତି

ରାଉରକେଲା : ବିବାହ ଭୋଜି ଖାଇ ୪୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି ।ଆଜି ରାଉରକେଲା ବାସନ୍ତୀ କଲୋନୀ ନିକଟସ୍ଥ ହରିପୁର ବସ୍ତିରେ ଏପରି ଅଘଟଣ ଘଟିଛି ।ସୂଚନା ଅନୁସାରେ ହରିପୁର ବସ୍ତିରେ ଜଣେ ବ୍ୟକ୍ତିଙ୍କ ପୁଅ ଗତ କିଛି ଦିନ ପୂର୍ବରୁ ବିବାହ କରିଥିଲେ । ଗତକାଲି ସେ ନିଜର ରିସେପସନ ଭୋଜି…

ନଭେମ୍ବର ୩୦ ସୁଦ୍ଧା ଗ୍ୟାସ୍‌ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ‌ : ବିଜେଡି

ଭୁବନେଶ୍ୱର : ଦର ଦାମ୍ ବୃଦ୍ଧି ନେଇ ପୁଣି କେନ୍ଦ୍ରକୁ ଟାର୍ଗଟ କଲା ବିଜେଡି । ନଭେମ୍ବର ୩୦ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ବିଜେଡି । ଗତ ୭ ବର୍ଷରେ ଦର ୪୧୪ ଟଙ୍କାରୁ ୯୩୦ ଟଙ୍କାରେ ପହଁଚିଛି ।ପ୍ରତ୍ୟେକ ଜିନିଷ ଦର ବଢୁଥିବାରୁ ସାଧାରଣ ଜନତା ବହୁ…

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବାଲିପାଟଣା : ରାସ୍ତା ମଝିରେ ହଟହଟା ହେଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଲିପାଟଣା ଥାନା ସିରିପୁର ଛକ ନିକଟରେ ସାଂସଦ ଅପରାଜିତା ସଷଙ୍ଗୀଙ୍କ ଗାଡକୁ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି ।ଏଥିସହ ସାଂସଦଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀମାନେ । ବନମାଳିପୁରରେ ଏକ…

କୋଭିଡ଼ କଟକଣାରେ ଚାଲିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: କୋଭିଡ଼ କଟକଣା ଭିତରେ ଚାଲିବ ବିଧାନସଭା । ଆସନ୍ତା ୧ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ । ବିଧାନସଭା ସଦସ୍ୟମାନେ ଗୃହରେ ବସିବା ସହ ବାଚସ୍ପତି…

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ସୋନପୁର

ସୋନପୁର :  ମୁଖ୍ୟମନ୍ତ୍ରୀଙ୍କ ଜନହିତକର ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନାରେ ସାମିଲ ହେଲା ସୁବର୍ଣ୍ଣପୁର ଜିଲ୍ଲା । ଆଜି ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋନପୁରରେ ପ୍ରାୟ ୭୯ କୋଟି ୨୨ଲକ୍ଷ ୧୩ ହଜାର ଟଙ୍କାର ୬୭ ଟି…

[ଭିଡିଓ] ଭିତ୍ତିଭୂମି ଅଭାବରୁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରାଛାତ୍ରୀ

ନୂଆପଡା : ସରକାର ସ୍କୁଲ ଗୁଡିକର ଉନ୍ନତି କରଣ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କେନ୍ଦୁପାଟି ପ୍ରାଥମିକ ବିଦ୍ୟାଳୟରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଏହି ବିଦ୍ୟାଳୟ ବାହର ରଙ୍ଗ ବେରଙ୍ଗରେ ଚାକଚକ୍ୟ ତିଆରି ହୋଇଛି । ଯାହାକି…

ନନ୍ଦନକାନନରେ ଚିଙ୍କାରା ହରିଣର ମୃତ୍ୟୁ

ଭୁବନେଶ୍ୱର : ବହୁ ଦିନ ଧରି ଅସୁସ୍ଥ ରହିବା ପରେ ବୁଧବାର ନନ୍ଦନକାନନରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ହୋଇଯାଇଛି । ଏହି ହରିଣଟି ଅଦଳବଦଳ ପକ୍ରିୟାରେ ରାଜସ୍ଥାନ ନହରଗଡ ଟିଡିଆଖାନାରୁ ଆସିଥିଲା । ୨ ଅଣ୍ଡିରା ଚିଙ୍କାରାଙ୍କ ମଧ୍ୟପେ ଲଢେଇରେ ଗୁରୁତର ହେବାରୁ ହରିଣଟିର ମୃତ୍ୟୁ ହୋଇଯାଇଥିବା…

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଢ଼େଙ୍କାନାଳ: ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶିବୁଳାପଶି ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଗାଁର ପ୍ରତାପ ମହାନ୍ତିଙ୍କ ପୁଅ ତୁଷାରକାନ୍ତ ମହାନ୍ତି । ସୂଚନା ଅନୁଯାୟୀ, ତୁଷାର ଆଜି ସକାଳୁ…

ଲକ୍ଷଣ ବଦଳାଉଛି କରୋନା, ଜନସାଧାରଣ ସଚେତନ ହେବା ଆବଶ୍ୟକ

ଭୁବନେଶ୍ୱର: ବର୍ତ୍ତମାନ ଲକ୍ଷଣ ବଦଳାଉଛି କରୋନା । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ଶୀଘ୍ର ଟେଷ୍ଟ କରିବାର ଆବଶ୍ୟକତା ରହିଛି ।…