Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାରିପଦା ITDA ସହକାରୀ ଯନ୍ତ୍ରୀଙ୍କ ଘରୁ ୪୧ ଲକ୍ଷ ଟଙ୍କା, ୬୫୯ ଗ୍ରାମ୍ ସୁନା ଜବତ

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଥିବା ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ହିସାବ ଚାଲିଛି । ରେଡ୍ ବେଳେ ତାଙ୍କ ଘରୁ ଜବତ ହୋଇଛି ନଗଦ ୪୧ଲକ୍ଷ ୭୭ହଜାର ଟଙ୍କା । ଗତକାଲି ୧୩ ଲକ୍ଷ ୬୦ହଜାର ଟଙ୍କା ମିଳିଥିଲା । ୬୫୯ଗ୍ରାମ ସୁନା ଜବତ ହୋଇଛି…

ଆଜିଠୁ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ(ଏସ୍.ଏ)-୧ ପରୀକ୍ଷା । ଏହା ୨୬ତାରିଖରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ । ଦିନକୁ ଦୁଇଟି ବିଷୟରେ ପରୀକ୍ଷା ହେବ । ପ୍ରତି ବିଷୟରେ ମୋଟ୍ ୪୦ ନମ୍ବର ପରୀକ୍ଷା କରାଯିବ…

ଆଜିଠୁ ଶିମିଳିପାଳରେ ବାଘ ଗଣନା

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ କେତେ ବାଘ ଅଛନ୍ତି ? ଆଜିଠୁ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର, ବାଙ୍ଗରିପୋଷି, ଦେଉଳି, ଉଦଳା, କପ୍ତିପଦା, ରାସଗୋବିନ୍ଦପୁର ରେଞ୍ଜ ଅଧିନ ଜଙ୍ଗଲରେ ଗଣନା ଚାଲିଛି ।…

ବାଲେଶ୍ୱରବାସୀଙ୍କୁ ଆଜି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଆଜି ଯୋଡ଼ି ହେବ ବାଲେଶ୍ୱର ଜିଲ୍ଲା । ଆଜି ବାଲେଶ୍ୱର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପୋଲସ୍ ଲାଇନ୍ ପଡ଼ିଆରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର…

ମହାନଦୀରେ ୪ ଛାତ୍ରଙ୍କ ସଲିଳ ସମାଧି

କଟକ: କୋଳି ତୋଳିବାକୁ ଯାଇ ମହାନଦୀରେ ଭାସିଗଲେ ୪ ସ୍କୁଲ ଛାତ୍ର । ବହୁ ଖୋଜାକୋଜି ପରେ ଆଜି ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି । କଟକ ଗାନ୍ଧିପଲ୍ଲୀ ବାଲିଗଡ଼ା ନିକଟରେ ଗତକାଲି ଏହି ଅଘଟଣ ଘଟିଥିଲା । ଗତକାଲି କହ୍ନେଇପୁର ଉଦିମୂଳ ଘାଟରୁ ଜଣେ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ…

ଦେଶରେ କମିଲା ପ୍ରଜନନ ହାର

ନୂଆଦିଲ୍ଲୀ : ଦେଶରେ କମିଲା ମୋଟ ପ୍ରଜନନ ହାର । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନଏଫଏଚଏସ-୫ର ରିପୋର୍ଟରେ ଏହା ପ୍ରକାଶ ପାଇଛି ​। ଏଥିରେ ଦର୍ଶାଯାଇଛି ମହିଳା ପିଛା ହାରାହାରି ଶିଶୁ ହାର ୨.୨ରୁ ୨.୦କୁ ଖସିଛି । ପ୍ରଜନନ ହାର, ଶିଶୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୁଷ୍ଟି ଓ…

ତଦନ୍ତ ପରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପଦୋନ୍ନତି ବାତିଲ

ଭୁବନେଶ୍ୱର : ମିଛ ଯୋଗ୍ୟତା ପ୍ରମାଣ ପତ୍ର ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପଦୋନ୍ନତି ବାତିଲ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛନ୍ତି। ପଦୋନ୍ନତି ବାତିଲ କରିବା ପୂର୍ବରୁ…

ବୌଦ୍ଧ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟସେବାରେ ବିପ୍ଲବ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୩ ଲକ୍ଷ ୭୨ ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୧୯ଟି ଜିଲ୍ଲାର…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ, ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ବାଲେଶ୍ବର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ଏହି ଅବସରରେ ଆସନ୍ତାକାଲି ବାଲେଶ୍ବର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ…

ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ ‘contours of my life’ ଉନ୍ମୋଚିତ

ଭୁବନେଶ୍ବର : ଉନ୍ମୋଚିତ ହୋଇଛି ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ contours of my life । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଓଡିଶୀ ନୃତ୍ୟ, ସଙ୍ଗୀତ, ବିଜ୍ଞାନ, ଗବେଷଣା, ନାରୀ ସ୍ବାଧୀନତା ତଥା ସମସାମୟିକ ଘଟଣାବଳୀ ଉପରେ…