Latest Odisha News

BREAKING NEWS

Browsing Category

ଓଡିଶା

Odisha

ନଭେମ୍ବର ୧୭ ରୁ ପିଜି ସ୍ପଟ୍ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର : ନଭେମ୍ବର ୧୭ ରୁ ପିଜି ସ୍ପଟ୍ ନାମଲେଖା ଆବେଦନ ଆରମ୍ଭ ହେବ । ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲିପଡ଼ିଥିବା ପିଜି ସିଟ୍ ଗୁଡିକ ସ୍ପଟ୍ ଆଡମିଶନ୍‌ରେ ପୂରଣ କରାଯିବ।ପିଜି ସ୍ପଟ୍ ଆଡମିଶନ ପାଇଁ ଆସନ୍ତା ୧୭ ତାରିଖରୁ କମନ ଆପ୍ଲିକେସନ ଫର୍ମ ମିଳିବ।…

[ଭିଡ଼ିଓ] ନାଗାବଳୀ ନଦୀରେ ଆନ୍ଧ୍ର ପ୍ରକଳ୍ପ ପ୍ଲାନ୍: ବୁଡ଼ିବ ଗାଁ , ଉଜୁଡ଼ିବ ଫସଲ

ରାୟଗଡା: ରାୟଗଡାର ଲାଇଫ୍ ଲାଇନ୍ ବଂଶଧାରା ଓ ନାଗାବଳୀ । ବଂଶଧାରା ପରେ ଏବେ ନାଗାବଳୀ ନଦୀ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶର ନଜର । ପୋଲାଭରମ, ନେରେଡି, ଝଞ୍ଜାବତୀ ଭଳି ଓଡିଶା ସୀମାରେ ଆଉ ଏକ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଆନ୍ଧ୍ର ସରକାର । ଓଡ଼ିଶା ସୀମାରୁ ୮ କିମି ଦୂର…

ଦେଶରେ ଷ୍ଟ୍ରୋକ୍‌ ପୀଡିତଙ୍କ ମାମଲାରେ ଶୀର୍ଷରେ ଓଡିଶାର କଟକ

ଭୁବନେଶ୍ୱର: ଦେଶରେ ଷ୍ଟ୍ରୋକ୍ ଜନିତ ମାମଲାରେ କଟକ ଜିଲ୍ଲା ଶୀର୍ଷରେ ରହିଛି। ଏ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସର୍ଭେରୁ ଜଣାପଡିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର ଅଧ୍ୟୟନ ଅନୁଯାୟୀ, କଟକ ଜିଲ୍ଲାର ପ୍ରତ୍ୟେକ ଏକ ଲକ୍ଷ ଜନସଂଖ୍ୟାରେ ୧୮୭ ଜଣ ବ୍ୟକ୍ତି…

ଓକାକ୍ ସିଇଓ ଆକାଉଣ୍ଟ ହ୍ୟାକ୍ ଘଟଣା , ନାଇଜେରିଆ ଗ୍ୟାଙ୍ଗ ହାତ ଥିବା ସନ୍ଦେହ

ଭୁବନେଶ୍ୱର : ଓକାକ୍ ସିଇଓ ଏବଂ ଆଇଟି ବିଭାଗ ଅଧାକାରୀଙ୍କ ହ୍ୱାଟସଆପ୍‌ ଆକାଉଣ୍ଟ ହ୍ୟାକ୍‌ ଘଟଣା।ଏହି ହ୍ୟାକ ପଛରେ ନାଇଜେରିଆରେ ଏକ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ହ୍ୟାକରଙ୍କ ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ। ହ୍ୟାକରଙ୍କ କଥବାର୍ତ୍ତାରୁ ସନ୍ଦେହ କରାଯାଉଛି କି ହ୍ୟାକର ମାନେ…

୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଦୁଇ ଦିନ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଏହି ବନ୍ଦ ସମୟରେ ଶ୍ରୀମନ୍ଦିର ଭିତର ସାନିଟାଇଜ କରାଯିବ । ଏନେଇ ପୂର୍ବଭଳି ଜଗନ୍ନାଥ ଦର୍ଶନ ବନ୍ଦ ରହିବ। ସାଧାରଣତଃ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର…

ବିଜେପୁରରେ ‘BSKY’ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ,ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ର ବିଜେପୁର ଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ଏଥିସହ ବରଗଡ଼ ବାସୀଙ୍କ ପାଇଁ ୩ ଶହ କୋଟି  ଟଙ୍କାର ବିଭିିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପୁର ଗଣ୍ଡିପାଲି ମିନିଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେଇ…

ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ଗାଡିକୁ ଅଣ୍ଡାମାଡ

ବରଗଡ଼: ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ବିଧାୟିକାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ଆଜି ଗବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ…

ହାତୀ ଭାଙ୍ଗିଦେଲା ଘର କାନ୍ଥ, ୭ ବର୍ଷର ଶିଶୁ ମୃତ

କାମାକ୍ଷାନଗର: ହାତୀ ଭାଙ୍ଗି ଦେଲା ଘର କାନ୍ଥ । ଶୋଇଥିବା ବେଳେ କାନ୍ଥ ପଡ଼ି ଜଣେ ୭ ବର୍ଷ ଶିଶୁର ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନର ଝାଟିକିପଶି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଗାଁର ବିନୋଦ ମହାନ୍ତଙ୍କ ପୁଅ ନାରାୟଣ ମହନ୍ତ ।…

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବରଗଡ଼: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ଯାଉଥିବା ବେଳେ ଅଣ୍ଡାମାଡ଼ ହୋଇଛି । ଆଜି ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ…

କମିଶନରେଟ ପୋଲିସ ରିମାଣ୍ଡରେ କେବିଏନ୍ ଗ୍ରୁପର ୫ ସଦସ୍ୟ

ଭୁବନେଶ୍ୱର: ଭୁବନେଶ୍ୱରରୁ କେବିଏନ୍ ଗ୍ରୁପର ଗିରଫ ୫ ଜଣଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । କୋର୍ଟଙ୍କ ଅନୁମତି ପରେ କଡ଼ା ସୁରକ୍ଷାରେ ସେମାନଙ୍କୁ ଝାରପଡ଼ା ଜେଲରୁ ଆଣିଲା ନୟାପଲ୍ଲୀ ଥାନା ପୋଲିସ । ୫ ଅଭିଯୁକ୍ତ ହେଲେ ରାଜେଶ ବେହେରା, ସୁମନ ପରିଡ଼ା, ରାହୁଲ ଜେନା, ସନାତନ ବେହେରା ଓ…