Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ବଢ଼ିଲା ତୈଳଦର: ପେଟ୍ରୋଲ ୩୫ ଓ ଡିଜେଲ୍ ୩୮ ପଇସା ମହଙ୍ଗା

ନୂଆଦିଲ୍ଲୀ: ଦେଶରେ ତୈଳ ଦରରେ ଲଗାମ ରହୁନି । ପ୍ରତିଦିନ ବଢୁଛି ଦାମ୍ । ଆଜି ପେଟ୍ରୋଲ ଦର ଲିଟର ପ୍ରତି ୩୫ ପଇସା ବଢ଼ିଛି । ସେହିପରି ଡିଜେଲ୍ ଦର ୩୮ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ୍ ୧୦୯.୯୬ ଟଙ୍କା ଓ ଡିଜେଲ୍ ଦାମ୍ ୧୦୬.୬୦ ଟଙ୍କା ହୋଇଛି ।…

ମମିତା ହତ୍ୟା ମମଲା: ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ବିଭିନ୍ନ ଜିଲ୍ଲାରେ ସିରିଜ୍ ବନ୍ଦ ପାଳନ କରୁଛି । ଆଜି ବୌଦ୍ଧ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ…

ଡିଆରଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ ହୋଇଛି । ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ…

ହାତୀ ଉପଦ୍ରବରୁ ମିଳିବ ଆଶ୍ୱସ୍ତି: ଓଡିଶା ଆସିଲା ହାତୀ ଘଉଡାଇବା ଯନ୍ତ୍ର

ଭୁବନେଶ୍ୱର: ଏଣିକି ହାତୀ ଉପଦ୍ରବରୁ ମିଳିବ ଆଶ୍ୱସ୍ତି  । ଓଡିଶା ଆସିଲା ହାତୀ ଘଉଡାଇବା ଯନ୍ତ୍ର । ହାତୀ ଉପଦ୍ରବରୁ ଏଣିକି ଚାଷୀ ମାନଙ୍କୁ ଆଶ୍ବସ୍ତି ମିଳିବ। ଚାଷୀଙ୍କର ଫସଲକୁ ଏହି ଯନ୍ତ୍ର ସୁରକ୍ଷା ଯୋଗାଇବ । ଏହା ସହିତ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ । ଓଡ଼ିଶାକୁ ହାତୀ…

ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି: ଦିବ୍ୟଶଙ୍କର

ଭୁବନେଶ୍ଵର: ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି  । ଯାହା ପାଖରେ ପ୍ରମାଣ ଅଛି ସେ କୋର୍ଟ ଯାଆନ୍ତୁ  । ମମିତା ମେହେର ଜଘନ୍ୟ ହତ୍ୟା ମାମଲାରେ ଶେଷରେ ମୁହଁ ଖୋଲିଛନ୍ତି ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଯଦି ତାଙ୍କ ବିରୋଧରେ କିଛି ପ୍ରମାଣ ଅଛି ତେବେ କୋର୍ଟକୁ…

ଉତ୍କଳ ହସପିଟାଲ ପକ୍ଷରୁ ‘ଷ୍ଟ୍ରୋକ୍ ହେଲ୍ପଲାଇନ୍, ଷ୍ଟ୍ରୋକ୍ ପାଥଓ୍ବେ ଓ କୋଡ୍ ଷ୍ଟ୍ରୋକ’ର ଶୁଭାରମ୍ଭ

ଭୁବନେଶ୍ବର : ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଉତ୍କଳ ହସପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ସୁବିଧା । ‘ଷ୍ଟ୍ରୋକ୍ ହେଲ୍ପଲାଇନ୍, ଷ୍ଟ୍ରୋକ୍ ପାଥଓ୍ବେ ଓ କୋଡ୍ ଷ୍ଟ୍ରୋକ’ର ସୁବିଧାକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଯାହାଦ୍ବାରା ଷ୍ଟ୍ରୋକ୍ ରୋଗୀଙ୍କୁ ସଠିକ୍ ସମୟରେ…

ଗଣମାଧ୍ୟମ ସଂସ୍ଥା ବିରୋଧରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମାନହାନୀ ମାମଲା ରୁଜୁ

ଭୁବନେଶ୍ୱର: ଏକାଧିକ  ଗଣମାଧ୍ୟମ ସଂସ୍ଥା  ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି । ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର । ମମିତା ହତ୍ୟା ମାମଲାରେ ପ୍ରେସବାର୍ତ୍ତା ଜରିଆରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିଜର…

ଦୀପାବଳି ଠାରୁ ବଜାରରେ ଉପଲବ୍ଧ ହେବ ଜିଓ ଫୋନ୍ ନେକ୍ସଟ

ଭୁବନେଶ୍ବର : ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ଶସ୍ତା ଫୋନ୍ । ଜିଓ ଏବଂ ଗୁଗୁଲ ଦ୍ବାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟ ଫୋନ ଜିଓ ଫୋନ ନେକ୍ସଟ ଦୀପାବଳିରୁ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ଘୋଷଣା କରିଛନ୍ତି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ…

[ଭିଡ଼ିଓ ] ମଧ୍ୟାହ୍ନଭୋଜନ ଚାଉଳ ପାଇଁ ଚାଲିଲେ ୨୦ କିଲୋମିଟର

ସୁକିନ୍ଦା: ପୁଣି ସାମନାକୁ ଆସିଲା ନଗଡ଼ାର ଆଉ ଏକ ଦୟନୀୟ ଚିତ୍ର । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡ଼ା । ମୁଣ୍ଡରେ ଚାଉଳ ବସ୍ତା ମୁଣ୍ଡାଇ ପାହାଡ଼ିଆ ରାସ୍ତାରେ ୨୦ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ । କରୋନା ଯୋଗୁ ପିଲାଙ୍କୁୂ ମଧ୍ୟାହ୍ନ ଭୋଜନ ବଦଳରେ ଚାଉଳ ଦିଆଯାଉଛି ।…

କକ୍ରେନ୍ ଇଣ୍ଡିଆ ନେଟଓ୍ବର୍କ ସହ ଯୋଡ଼ି ହେଲା ସୋଆ

ଭୁବନେଶ୍ବର : ଭାରତରେ କାର୍ଯ୍ୟକାରୀ ହୋଇଛି କକ୍ରେନ୍ ଇଣ୍ଡିଆ ନେଟଓ୍ବର୍କ । ଏହି ନେଟଓ୍ବର୍କରେ ଆଫିଲିଏଟେଡ୍ ସେଣ୍ଟର ଭାବେ ଯୋଡି ହୋଇଛି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ତଥ୍ୟ ପ୍ରଦାନ ପରିପ୍ରେକ୍ଷୀରେ ଏହି…