Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡିରେ ମିଶ୍ରଣ ପର୍ବ, ସାମିଲ ହେଲେ ୪୨ଟି ଶ୍ରମିକ ସଂଗଠନ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ସିପିଆଇ ନେତା ନବକିଶୋର ମହାନ୍ତି । ନବକିଶୋର ଦୀର୍ଘ ୪୦ ବର୍ଷ ଧରି ସିପିଆଇରେ କାମ କରିଥିଲେ। ଏହାସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି ଯେ , ବାହାରେ ରହି ଆମେ…

ଚିଲିକାରେ ରଙ୍ଗବେରଙ୍ଗ ପକ୍ଷୀ

ଟାଙ୍ଗୀ: ଚିଲିକାର ଉତ୍ତାଳ ତରଙ୍ଗ । ଆଉ ତରଙ୍ଗାୟିତ ଜଳରାଶିରେ ମାଳ ମାଳ ବିଦେଶାଗତ ପକ୍ଷୀ । ଚିଲିକାରେ ପହଁଚିଲେ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ । କଳରବରେ ମୁଖରିତ ହେଉଛି ସାରା ପରିବେଶ ପୁଣି କଳରବରେ ମୁଖରିତ ହେଲା ଚିଲିକାର ପରିବେଶ । ଶୀତ ଆରମ୍ଭରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ…

ସ୍ମାର୍ଟ ହେବ ଛତ୍ର ବଜାର

କଟକ: ସ୍ମାର୍ଟ ହାଟ ପାଇଁ ସିଲଭର ସିଟି କଟକରେ ଚାଲିଛି ଯୋଜନା । କଟକର ପରିଚୟ ଛତ୍ରବଜାର ପରିବା ମାର୍କେଟ ସ୍ମାର୍ଟ ହେବାକୁ ଯାଉଛି । ଦୀର୍ଘ ବର୍ଷର ପୁରୁଣା, ପୁତି ଗନ୍ଧମୟ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି । ମାଲଗୋଦାମ ପାଖରେ ତିଆରି ହେବାକୁ…

[ଭିଡିଓ] କେନ୍ଦୁଝରରେ ରାଜ୍ୟର ପ୍ରଥମ ‘ମାଣ୍ଡିଆ କାଫେ’ ଉଦଘାଟିତ

କେନ୍ଦୁଝର : କେନ୍ଦୁଝରରେ ରାଜ୍ୟର ପ୍ରଥମ ''ମାଣ୍ଡିଆ କାଫେ' ଉଦଘାଟିତ ହୋଇଛି  । ଜିଲ୍ଲାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଣ୍ଟାଭିଡିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ୧୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୩ ହଜାରରୁ ଅଧିକ ଚାଷୀଙ୍କୁ ନେଇ ପ୍ରଶାସନ ଆରମ୍ଭ କରିଛି ମିଲେଟ କାଫେ ।…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଘର , ୪ ଗାଈ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ : ଭଦ୍ରକରେ ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଘର । ଅଗ୍ନିକାଣ୍ଡ ଯୋଗୁଁ ୩ ଟି ପରିବାରର ୫ ବଖରା ଘର ପୋଡି ପାଉଁସ ହୋଇଯାଇଛି ଓ ୪ ଟି ଗାଇ ଓ ଗୋଟିଏ ଛେଳି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ର ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ…

ମୋ ବସ୍ ସେବା ପାଇଁ କ୍ରୁଟକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ରାଜ୍ୟରେ ମୋ ବସ୍ ସେବା ପାଇଁକ୍ରୁଟକୁ ପୁଣି ଥରେ ମିଳିଛି ଜାତୀୟ ପୁରସ୍କାର । ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀକୁ ନେଇ କ୍ରୁଟକୁ ମିଳିଛି ଏହି ପୁରସ୍କାର । ଗତ ବର୍ଷେ ଭିତରେ…

KBCରେ ବିଗ୍ ବି ପଚାରିଲେ ‘ବନ୍ଦେ ଉତ୍କଳ ଜଜନୀ’କୁ କିଏ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ?

ମୁମ୍ବାଇ: ବନ୍ଦେ ଉତ୍କଳ ଜନନୀକୁ କେଉଁ ରାଜ୍ୟ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ? କୌନ୍ ବନେଗା କରୋଡପତିର ସିଜିନ ୧୩ରେ ଏହି ପ୍ରଶ୍ନ ପଟାରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଗତ ୨୮ ତାରିଖରେ ଜଣେ ପ୍ରତିଯୋଗୀ ଶିବ ଶଙ୍କରଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ବିଗ୍ ବି । ଚାରିଟି ରାଜ୍ୟର ନାଁ…

ରେଳ ଧାରଣାରେ ପଡ଼ିଛି ଅଚିହ୍ନା ଯୁବକଙ୍କ ମୃତଦେହ

ଯାଜପୁର: ଚ୍ରେନ୍ ଲାଇନରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ । ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଳ ଲାଇନର ଖୋସାଲିପୁର ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ଆଜି ସକାଳେ ସ୍ଥାନୀୟ ଲୋକ ରେଲ ଧାରଣାରେ ମୃତଜେହ ପଡ଼ିଥିବା ଦେଖିଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଆରପିଏଫ୍ । ଆରପିଏଫ…

୨୪ ଘଣ୍ଟାରେ ରାଜ୍ୟରୁ ୩୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦୦ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୩୭୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୬୫ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଅଛନ୍ତି । ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ…

ଗଛରେ ପିଟିହେଲା ସ୍କର୍ପିଓ: ଜଣେ ମୃତ, ୭ରୁ ଅଧିକ ଆହତ

ନବରଙ୍ଗପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆଜି ଭୋରରୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାବାଜିଗୁଡ଼ା ନିକଟରେ ଏହି…