Latest Odisha News

BREAKING NEWS

Browsing Category

ଓଡିଶା

Odisha

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଇସ୍ତଫା ଦେଇଛନ୍ତି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ଇସ୍ତଫା ଦେଲେ । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ…

ଟିକାକରଣରେ ଇତିହାସ ରଚିଲା ଭାରତ, ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ : ଟିକାକରଣରେ ଇତିହାସ ରଚିଛି ଭାରତ । ଦେଶରେ ୧୦୦ କୋଟି ଟପିଛି ଭ୍ୟାକ୍ସିନେସନ । ମହାମାରୀ କରୋନା ବିରୋଧରେ ଭାରତର ଏପରି ସଫଳତାକୁ ନେଇ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଟିକାକରଣର ଏହି କୀର୍ତ୍ତିମାନକୁ ନେଇ ବାଲୁକା କଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର : ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତିକୁ ଜୋରଦାର କଲେ ରାଜ୍ୟ ନିର୍ବାଚନ ଆୟୋଗ । ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।…

‘ଉଡ୍ର’ ପକ୍ଷରୁ କୁମାର ଉତ୍ସବ ଉଦଯାପିତ, ମନମୋହିଲା ଓଡ଼ିଶୀ ନୃତ୍ୟ

ଭୁବନେଶ୍ବର : ଉଦଯାପିତ ହୋଇଛି ଉତ୍କଳ ଡ୍ୟାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମୀ ପକ୍ଷରୁ ଆୟୋଜିତ ଅଷ୍ଟାଦଶ କୁମାର ଉତ୍ସବ । ଉତ୍ସବର ଦ୍ବିତୀୟ ସଂଧାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ, ଖଲ୍ଲିକୋଟ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଆହୁତି ବରାଳ, ‘ଉଡ୍ର’…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ, ସୁରକ୍ଷା ଦାୟିତ୍ବରେ ୩୩ ପ୍ଲାଟୁନ ଫୋର୍ସ

ମୟୂରଭଞ୍ଜ : ଆସନ୍ତାକାଲି ବାରିପଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ ଉଦ୍ଦେଶ୍ୟରେ କାଲି ବାରିପଦା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ…

ଜୁଆ ଆଡ୍ଡାରେ ଚଢ଼ାଉ : ୨ ଲକ୍ଷ ୩୨ ହଜାର ଟଙ୍କା ଜବତ, ୩୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ବଡ଼ ସଫଳତା । ବେଆଇନ ଜୁଆ ଆଡ୍ଡାରେ ଚଢ଼ାଉ କରିଛି ପୋଲିସ । କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ବେଳେ ବାଲିମେଳା ସହରର ଦୁଇଟି ସ୍ଥାନ ସହ କୁଡୁମୁଲୁଗୁମା ଅଞ୍ଚଳରେ ଚଢ଼ାଉ କରି ଜୁଆଡ୍ଡିଙ୍କୁ ଗିରଫ କରିଛି । ଚଢ଼ାଉ ବେଳେ ପୋଲିସ ୨ ଲକ୍ଷ…

ଭାରତ ଆସୁଥିବା ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ବଦଳିଲା କୋଭିଡ ନିୟମ

ନୂଆଦିଲ୍ଲୀ : ଭାରତ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ବଦଳିଲା ନିୟମ । ସମସ୍ତ ଯାତ୍ରୀ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା କୋଭିଡ ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତି ଯାତ୍ରୀ ଏକ ଆତ୍ମଘୋଷଣାନାମା ଦାଖଲ କରିବା…

ନୂଆ ନିୟମରେ ହେବ ନବମ ଓ ଦଶମ ପରୀକ୍ଷା ,ସ୍କୁଲରେ ହେବନି ଖାତାଦେଖା

କଟକ:ଏଣିକି ନୂଆ ନିୟମରେ ହେବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଆୟୋଜନ କରାଯିବ। ବର୍ଷକୁ ୪ ଟି ଫରମେଟିଭ ଓ ୨ ଟି ସମେଟିଭ ଆସନେମେଣ୍ଟ ପରୀକ୍ଷା କରାଯିବ। ଏନେଇ ବିସ୍ତୃତ ବିବରଣୀ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ। ଆସନ୍ତା ୨୨ ତାରିଖରୁ ତାରିଖରୁ ଆରମ୍ଭ ହେବ ସମେଟିଭ୍…

ଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା, କାଲିଠୁ ପ୍ରଶିକ୍ଷଣ ନେବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ଖୁବଶୀଘ୍ର ୨ରୁ ୧୮ ବର୍ଷ ଶିଶୁଙ୍କୁ ଦିଆଯିବ କରୋନା ଟିକା । ଏନେଇ ତତ୍ପରତା ଦେଖାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆସନ୍ତାକାଲିଠୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ । ରାଜ୍ୟରେ ୨ରୁ ୧୮ ବର୍ଷର ୧ କୋଟି ୪୦ ଲକ୍ଷ ହିତାଧିକାରୀ ଅଛନ୍ତି । ସେମାନଙ୍କ…

କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ୨୪ରୁ ବିଶ୍ୱ କପ୍

ଭୁବନେଶ୍ବର: କମ୍ପିବ କଳିଙ୍ଗ ଷ୍ଟାଡିଅମ୍, ୨୪ରୁ ବିଶ୍ୱ କପ୍ ଆରମ୍ଭ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ । ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର…