Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଧୁସୂଦନ ଆଇନ୍ କଲେଜକୁ ୟୁଜିସି ମାନ୍ୟତା

କଟକ : ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ସାମିଲ କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ହେବା ପରେ ୟୁଜିସି ଅଧିନିୟମ ୧୯୫୬ ଧାରା ୨(ଏଫ୍) ଅନୁସାରେ କେନ୍ଦ୍ରୀୟ ଅନୁଦାନ ପାଇବ…

ଆସନ୍ତା ମାସରେ ଆସିପାରେ ପିଲାଙ୍କ ଲାଗି ସଞ୍ଜୀବନୀ

ନୂଆଦିଲ୍ଲୀ : ଆସନ୍ତା ମାସରେ ଆସିପାରେ ପିଲାଙ୍କ ଲାଗି ସଞ୍ଜୀବନୀ । ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ସୁଦ୍ଧା ଆରମ୍ଭ ହୋଇପାରେ ଅଭିଯାନ । ଗୁରୁତର ଅବସ୍ଥାରେ ଥିବା ଶିଶୁ ତଥା ଦୁରାରୋଗରେ ପୀଡ଼ିତ ପିଲାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ମିଳିଛି । କୋଭାକ୍ସିନକୁ ଡିସିଜିଆଇ…

ଦେଶରେ ଘନଉଛି କୋଇଲା ସଙ୍କଟ, ଆରମ୍ଭ ହେଲା କେନ୍ଦ୍ର ରାଜ୍ୟ ଦୋଷ ଲଦାଲଦି

ନୂଆଦିଲ୍ଲୀ : ଦେଶରେ କୋଇଲା ସଙ୍କଟକୁ ନେଇ ବଢ଼ିଲା ରାଜନୀତି । କୋଇଲା ଅଭାବ ଯୋଗୁ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ପାଓ୍ବାର ପ୍ଲାଣ୍ଟରେ ଅଚଳାବସ୍ଥା ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ର ସଂସ୍ଥା ଗୁଡିକ ଯଦି ନିଜସ୍ବ କ୍ଷମତା ଠାରୁ ଅଧିକ ଉତ୍ପାଦନ ନକରନ୍ତି, ତେବେ ଅଧା ଭାରତ…

ମନୀଷ ଅନୁରାଗ ମୃତ୍ୟୁ ରହସ୍ୟରୁ ହଟୁଛି ପରଦା : ୫ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ ଉପରୁ ହଟୁଛି ଗୋଟିଏ ପରେ ଗୋଟିଏ ପରଦା । ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ମନୀଷଙ୍କ ଘନିଷ୍ଠ ବନ୍ଧୁ ଅମ୍ରିତ ବିଶ୍ବାଳଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ଅମ୍ରିତ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ…

୧୭୭ ବର୍ଷର ଦୁର୍ଗାପୂଜା

ବାଲେଶ୍ୱର : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା । ବାଲେଶ୍ୱରରେ ୧୭୭ ବର୍ଷ ଧରି ନିଷ୍ଠାର ସହ ଚାଲିଛି ଜମିଦାର ଦାସ ଘରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା । ସ୍ୱତନ୍ତ୍ର ରୀତିନୀତି ଓ କରୋନା କଟକଣା ମଧ୍ୟରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି । ଜିଲ୍ଲାର ବିଭିନ୍ନ ସାର୍ବଜନୀନ ମଣ୍ଡପ…

ଦଶହରାରେ ବାଲେଶ୍ୱରରେ ଆଖଡ଼ା ଖେଳ ପ୍ରଦର୍ଶନ

ବାଲେଶ୍ୱର: ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ଆଖଡ଼ା ଖେଳ। ବାଲେଶ୍ୱରରେ ଆଖଡ଼ା ଦଳମାନେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଶସ୍ତ୍ର ପୂଜା ସହ ହନୁମାନଙ୍କୁ ସଲାମୀ ପ୍ରଦାନ କରିଛନ୍ତି। ଏବର୍ଷ ବାଲେଶ୍ୱର ଆଖଡ଼ା ସଂଘ ପକ୍ଷରୁ ଏହି ପର୍ବ ପାଳିତ ହୋଇଥିଲା। ସହର ତଥା ଆଖପାଖ ଅଞ୍ଚଳର୨୫ଟି ଦଳ…

ମୋବାଇଲ ଛଡ଼ାଇନେବାରୁ ଆତ୍ମହତ୍ୟା କଲେ ୧୩ବର୍ଷର ନାବାଳକ

କୋରାପୁଟ: ମୋବାଇଲ ଛଡ଼ାଇ ନେବାରୁ ନାବାଳକର ଆତ୍ମହତ୍ୟା। କୋରାପୁଟ ସହରର ଗୌତମନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳକ ଜଣକ ହେଉଛନ୍ତି ଶ୍ରୀନିବାସ ରାଓଙ୍କ ପୁଅ ବି.ମନୋହର। ବୟସ ୧୩। ମନୋହର ଅଷ୍ଟମ ଶ୍ରେଣୀରେ କୋରାପୁଟସ୍ଥିତ ସେଣ୍ଟ ଜାଭିୟରରେ ପାଠ ପଢ଼ୁଥିଲେ। କରୋନା ଯୋଗୁଁ…

ଋଣ ପାଇଁ ବନ୍ଧାପଡ଼ିଲା ଝିଅ

ନୂଆପଡ଼ା : ମା’ ଋଣ ସୁଝି ନ ପାରିବାରୁ ବନ୍ଧକ ପଡ଼ିଲା ନାବାଳିକା ଝିଅ । ନୂଆପଡ଼ା ଜିଲ୍ଲା ସଦର ଖରିଆଳ ରୋଡର ଗଣେଷ ବସ୍ତିରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୂଆପଡ଼ା ଚାଇଲଡ ଲାଇନ ନାବାଳିକା ଝିଅକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରିଛି ।ସୂଚନା ଅନୁସାରେ କିଛି ବର୍ଷ ତଳେ…

ବରଗଡ଼ରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ବରଗଡ଼ : ବରଗଡ଼ ଜିଲ୍ଲା କୁଠାରପାଲି ଗାଁର ଜଣେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ। ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରହ୍ଲାଦ ଦାସ। ତାଙ୍କୁ ୫୭ବର୍ଷ ହୋଇଥିଲା। ସକାଳୁ ତାଙ୍କ ଘରଠାରୁ ୫ଶହ ମିଟର ଦୂର ନିଛାଟିଆ ଜାଗାରେ ଏକ କୁମ୍ଭୀ ଗଛରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିଥିଲେ। ପରେ ପରିବାର…

ବିଧାୟକ ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ହୋଇଥିଲା ବୋମା ମାଡ । ଏ ନେଇ ଗତକାଲି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜକୁ ଜାରି କରାଯାଇ ପୁରସ୍କାର ଘୋଷଣା ହୋଇଥିଲା । ସବିଶେଷ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଥିବା ନେଇ ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା…