Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ

ଭୁବନେଶ୍ବର : ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ମିଳିଛି ବଡ଼ ଦାୟିତ୍ବ । ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।…

ଢେଙ୍କାନାଳରେ ଲୋକକଳା ମହୋତ୍ସବ,ପାରମ୍ପରିକ ନାଚ ଗୀତରେ କମ୍ପିଲା ପରିବେଶ

ଢେଙ୍କାନାଳ :ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଢେଙ୍କାନାଳ ଜିଲ୍ଲାରେ ଲୋକକଳାର ତୃତୀୟ ବାର୍ଷିକ ଉତ୍ସବ ରାଏନରସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର…

ବାଘ ସୁରକ୍ଷା ପାଇଁ ସାଇକେଲ ରାଲି ମାଧ୍ୟମରେ ସଚେତନତା

ବାରିପଦା : ଗାନ୍ଧୀ ଜୟନ୍ତୀରେ ବାଘର ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା । ଦେଶରେ ବାଘର ସୁରକ୍ଷା ପାଇଁ ପାଳିତ ହେଉଛି ଆଜାଦି କା ଅମୃତ ମହତ୍ସୋବ। ଶିମିଳିପାଳ ବାଘ ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ବାରିପଦା ଠାରେ ଆଜାଦି କା ଅମୃତ ମହୋତ୍ସୋବ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଏକ ଶାଇକେଲ…

ପୁରୀ ବ୍ଲୁ ଫ୍ଲାଗ ବିଚକୁ ନିଆରା ଢ଼ଙ୍ଗରେ ବିରୋଧ

ପୁରୀ : ପୁରୀର ବ୍ଲୁ ଫ୍ଲାଗ ବିଚକୁ ନିଆରା ଢ଼ଙ୍ଗରେ ବିରୋଧ । ଗାନ୍ଧି ଜୟନ୍ତୀ ଅବସରରେ ବେଳାଭୂମିର ସମସ୍ତ ବ୍ୟବସାୟୀ ସମୁଦ୍ର ବେଳାଭୂମିକୁ ସଫେଇ କରି ନିଆରା ବାର୍ତ୍ତା ଦେଇଥିଲେ । ବ୍ୟବସାୟୀ କହିଛନ୍ତି ଯେ, ବେଳାଭୂମିକୁ ବ୍ୟବସାୟୀମାନେ ସଫା ସୁତୁରା ରଖି ପାରିବେ । ତେଣୁ ସ୍ବଚ୍ଛ ବେଳାଭୂମି…

ପିପିଲି ଉପନିର୍ବାଚନ ଫଳାଫଳ: କାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ବର : ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ରେଜଲ୍ଟ । ଭୋଟ ଗଣତି ଲାଗି ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ହେବ । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି ହୋକୁ ଥିବା ବେଳେ, ୬୨ ଜଣ ସରକାରୀ…

କଟକରେ ଗାନ୍ଧୀ ଜୟନ୍ତୀ ପାଳିତ, ସମସ୍ତେ ମନେପକାଇଲେ ଗାନ୍ଧୀଙ୍କ ନୀତି ଆଦର୍ଶ

କଟକ : ଆଜି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । କଟକର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ନୂଆବଜାର ସ୍ଥିତ କୁଷ୍ଠାଶ୍ରମ ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଚୌଦ୍ୱାର କଟକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ଦଳର…

ମାଲକାନଗିରିରେ ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ମାଲକାନଗିରି: ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ ଆଜି ବନ ବିଭାଗର ସତର୍କତା କାଠ ମାଫିଆଙ୍କୁ ମହଙ୍ଗା ପଡିଛି । ବିଶ୍ୱସ୍ତ ସୁତ୍ରରୁ କାଠ ଚୋରା ଚାଲାଣ ବିଷୟରେ ଖବର ପାଇ…

୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ୯ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ  କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ,…

କରୋନା ଟୀକା ଯୋଗୁ ସ୍ୱାମୀ ସ୍ତ୍ରୀ ମତାନ୍ତର, ସ୍ତ୍ରୀ ମୃତ

କେନ୍ଦୁଝର: କରୋନା ଟୀକା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା, ସ୍ତ୍ରୀ ର ଆତ୍ମହତ୍ୟା । କରୋନା ଟୀକା ପାଇଁ ଆତ୍ମହତ୍ୟା ପରି ଏକ ଅଭାବନୀୟ ଘଟଣା ଘଟିଛି ତେଲକୋଇ ଥାନା ଅଧୀନ ସରୁଆଳି ଗାଁରେ । ଗାଁରେ ଆଜି କରୋନା ଟୀକା କରଣ କାର୍ଯ୍ୟକ୍ରମ ରହିଥିଲା, ଗାଁର କିଶୋର ଖିଲାରଙ୍କ ସ୍ତ୍ରୀ…

ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ପୁରୀ : ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ପୁରୀ ଗଡ଼ ମୃଗସିରା ପଞ୍ଚାୟତର ସୁନ୍ଦର ଗାଁ ର ଲୋକମାନେ ଜମିଜମା ଘଟଣା ନେଇ ହୋଇଥିବା ବିଶୃଙ୍ଖଳାରେ ଜିଲ୍ଲାପାଳ ହସ୍ତକ୍ଷେପ କରିବା ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ପୁରୀ ସଦର ବ୍ଲକ ସୁନ୍ଦର ଗାଁ ର…