Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୦ ସୁଦ୍ଧା ଓଡ଼ିଶା ଛାଡିପାରେ ମୌସୁମୀ

ଭୁବନେଶ୍ୱର: ଅକ୍ଟୋବର ୨୦ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛାଡିବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ଉମା ଶଙ୍କର ଦାସ କହିଛନ୍ତି ଯେ ସାଧାରଣତ ଭାରତରେ ସେପ୍ଟେମ୍ବର ୧ ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ…

ଯାଜପୁରରେ ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳିତ

ଯାଜପୁର : ଆଜି ଜାତିର ପିତା ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସ୍ଥାନୀୟ ଗାନ୍ଧୀ ଛକଠାରେ…

ଜୁଆ ଆଡ୍ଡା ଉପରେ ଅତର୍କିିତ ଚଢାଉ

ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଅତର୍କୀତ ଚଢାଉ । ଗୁଣୁପୁର ସହର ରେଗେଡା ଗ୍ରାମ ନିକଟ ଏକ କାଜୁ ଜଂଙ୍ଗଲରେ ଜୁଆଡିମାନେ ଜୁଆ ଖେଳୁଥିବା ବେଳେ ପୋଲିସ୍ ଖବର ପାଇ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ୍ ୧୨ଟି ଦାମି କାର୍ , ଗୋଟିଏ ଅଟୋ…

ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟାକାଣ୍ଡ ଘଟଣା,୪୮ ଘଣ୍ଟା ଭିତରେ ପୋଲିସ ହାତରେ ୨ ଅଭିଯୁକ୍ତ

ବରଗଡ଼ : ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କାଣ୍ଡର ଧରାପଡ଼ିଲା ଅଭିଯୁକ୍ତ । ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ପୋଲିସ ୨ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଛୁରୀ, ପଲସର ବାଇକ, ସ୍କୁଟି ସହ ସେମାନେ ପିନ୍ଧିଥିବା ବସ୍ତ୍ର ଜବତ କରାଯାଇଛି ବୋଲି…

ସମ୍ବଲପୁରରେ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର

ସମ୍ବଲପୁର: ସମ୍ବଲପୁରରେ ଅଛି ଦେଶର ପ୍ରଥମ ଗାନ୍ଧୀ ମନ୍ଦିର, ବର୍ଷ ସାରା ପୂଜା ପାଇଥାନ୍ତି ମହାତ୍ମା ଗାନ୍ଧୀ | ଯେଉଁଠି ଭଗବାନଙ୍କ ମୂର୍ତ୍ତି ବଦଳରେ ରହିଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି । ୩୬୫ ଦିନ ଧରି ସେଠାରେ ମହାତ୍ମା ଗାନ୍ଧୀଙ୍କ ପୂଜା କରାଯାଉଥିବାବେଳେ ଗାନ୍ଧୀ…

ଡୁବୁରିରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା

ଭୁବନେଶ୍ବର : ରାଜ୍ୟର ଅନୁଗୁଳ ଓ ଯାଜପୁର ଡୁବୁରୀରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା । ଏହାସହ ପାରାଦୀପରେ ୩୦ଶଯ୍ୟା ବିଷ୍ଟ ଡାକ୍ତରଖାନାକୁ ଅନୁମୋଦନ ମିଳିଥିବା ବେଳେ ଝାରସୁଗୁଡ଼ା ଅଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା , ସମ୍ବଲପୁର ରେଙ୍ଗାଲୀ ଓ ବରଗଡ଼ ଅଞ୍ଚଳରେ  ଇଏସ୍‌ଆଇ ଡାକ୍ତରଖାନା…

ବାଲୁକା କଳାରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ  : ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।…

ରାଜ୍ୟରେ ୪୭୮ ନୂଆ ଆକ୍ରାନ୍ତ; ୫୭ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ୪୭୮ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୫୭ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୧ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୯୭।…

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ରାୟଗଡା ଗସ୍ତ ପୂର୍ବରୁ ସ୍ୱାଭିମାନ ମଂଚର ସାମ୍ବାଦିକ ସମ୍ମିଳନୀ

ଗୁଣୁପୁର: ଚଳିତ ମାସ ରାୟଗଡା ଜିଲ୍ଲାର ଗୁଣୁପୁର ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦୁଇଦିନିଆ ଗସ୍ତରେ ଅପରାଜିତା ସ୍ୱାଭିମାନ ମଂଚ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗ ଦେବାର ଯୋଜନା ରହିଛି । ଚଳିତ ମାସ…

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ

କୋରାପୁଟ : ଆଜି ହେଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ । ଏହି ଦିବସର ଗୁରୁତ୍ୱକୁ ହୃଦୟବୋଧ କରି। ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜୟପୁର ରକ୍ତ ଭଣ୍ଡାରର କର୍ମୀମାନେ। ଜୟପୁର ବ୍ଲଡ ବ୍ୟାଙ୍କ ଅଧିକାରୀ ସୂର୍ଯ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ରାଲି…