Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଲବିଦା ଅରିନ୍ଦମ: ଜନ୍ମମାଟିରେ ହେଲା ଶେଷକୃତ୍ୟ

କେନ୍ଦୁଝର: ପଞ୍ଚଭୂତରେ ଲୀନ ହୋଇଛି ଯୁବ ସାମ୍ବାଦିକ ଅରିନ୍ଦର ଦାସଙ୍କ ପାର୍ଥିବ ଶରୀର । ପୈତୃକ ଗାଁ କେନ୍ଦୁଝର ଜିଲ୍ଲାର ରାଇକଳାରେ ବୈତରଣୀ ନଦୀକୂଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅରିନ୍ଦମଙ୍କ କକା ପୁଅ ଭାଇ ମୁଖାଗ୍ନି ଦେଇଥିଲେ । ଅରିନ୍ଦମଙ୍କୁ ହରାଇ ତାଙ୍କ ଗାଁରେ ଶୋକାକୂଳ ପରିବେଶ ।…

ଆସୁଛି ବାତ୍ୟା: ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ । ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଜାରି ହୋଇଥି ବାତ୍ୟା ସତର୍କତା । ବାତ୍ୟା ନେଇ ୟେଲୋ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ…

ଓଲଟିଲା ବସ୍: ୨ ମୃତ, ୬ ଆହତ

ସୁନ୍ଦରଗଡ଼: ଓଲଟିଲା ବସ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୬ ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ୬ ଆହତଙ୍କୁ ପ୍ରଥମେ ରାଜଗାଙ୍ଗପୁର ହସ୍ପିଟାଲ ଓ ପରେ ରାଉରକେଲା…

ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ଢେଙ୍କାନାଳ: ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା । ଢେଙ୍କାନାଳ ଜିଲ୍ଲା ଜାମୁଝରା ପଞ୍ଚାୟତ ସମିତି ସଭ୍ୟଙ୍କୁ ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦୀପକ ମହନ୍ତ । ଗତକାଲି ରାତିରେ ଜାମୁଝରା ଛକରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ସ୍ଥାନୀୟ ଲୋକ…

ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର

ପୁରୀ : ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ଅନୁଷ୍ଠିତ ହୋଇଛି ତାଲିମ ଶିବିର । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ…

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ପୁରୀ ସିଂହଦ୍ବାର ନିକଟରେ ଦୀପଦାନ

ପୁରୀ : ଅପରେସନ ଗଜରାଜ ସମୟରେ ଓଡ୍ରାଫ୍ ବୋଟ୍ ବୁଡି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଭରା ନଦୀରେ ଖବର ସଂଗ୍ରହ କରୁଥିବା ସମୟରେ ଓଡ୍ରାଫ୍ ବୋଟ୍ ବୁଡିଯିବାରୁ ତାଙ୍କର ଦେହାନ୍ତ ହୋଇଛି । ଅରିନ୍ଦମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।…

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ବୋଲି…

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ସୋନପୁରରେ ଶୋକସଭା

ସୋନପୁର : ଆଉ ନାହାନ୍ତି ଯୁବ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । ତାଙ୍କର ଅମର ଆତ୍ମାର ସଦ୍ ଗତି ପାଇଁ ସୋନପୁର ସହରର ପ୍ରଭାସ ଲଜ ସଭାଗୃହରେ ସୋନପୁର ସାମ୍ବାଦିକ ମାନଙ୍କ ଦ୍ଵାରା ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଉପସ୍ଥିତ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଯୋଗଦେଇ…

କେଭିଆଇସି ପକ୍ଷରୁ ଓଡ଼ିଶାର ପ୍ରଥମ ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

ଭୁବନେଶ୍ବର : ଟସର ପ୍ରଜାତୀର ସିଲ୍କ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶା । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡ଼ିଶାର ସିଲ୍କ ବୁଣାକାର କଞ୍ଚାମାଲ ପାଇଁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ଉପରେ ନିର୍ଭରଶୀଳ ହେଉଛନ୍ତି । ଏହାସହ ଅଧିକ ମୂଲ୍ୟ…

ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ୨୦୨୦ ପରୀକ୍ଷା ଫଳ, ଶୁଭମ କୁମାର ସର୍ବଭାରତୀୟ ଟପ୍ପର

ନୂଆଦିଲ୍ଲୀ: ଆଜି ସିଭିଲ ସର୍ଭିସ ମେନ ପରୀକ୍ଷାଫଳ ପ୍ରକାଶ ପାଇଛି | ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର | ସେହିପରି ଦ୍ଵିତୀୟ ସ୍ଥାନରେ ଜାଗୃତି ଆସ୍ୱସ୍ଥି ଅଛନ୍ତି | ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବିଟେକ କରିଥିବାବେଳେ…