Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶବ ଦାହ ବେଳେ ନିଆଁପଡ଼ିି ୨ ଗୁରୁତର

ଢେଙ୍କାନାଳ : ନିମିଷକେ ଘଟିଗଲା ଅଘଟଣ । ଶବ ଦାହ ବେଳେ ନିଆଁ ପଡ଼ି ଦୁଇ ଜଣ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଦୁଇଜଣଙ୍କୁ ଭର୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା କାମାକ୍ଷାନଗର ପରଜଙ୍ଗଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବତାଂସିହ ଗାଁ ରେ…

ରେଳପଥରୁ ଇଞ୍ଜିନିୟରିଂ ମେଟାଲ ଚୋରି ଘଟଣା, ୨ ଜଣଙ୍କୁ ଗିରଫ କଲା ଢେଙ୍କାନାଳ ରେଲଓ୍ବେ ପୋଲିସ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରୁ ଇଞ୍ଜିନିୟରିଂ ମେଟାଲ ଚୋରି ଘଟଣାରେ ସଫଳତା । ମେଟାଲ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ରେଲୱେ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କାମାକ୍ଷାନଗର ମେନରୋଡ଼ ସ୍ଥିତ କବାଡି…

ସୁବର୍ଣ୍ଣପୁର ସନ୍ଦୀପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର : ବିନିକା ସହରର ସନ୍ଦୀପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବିନିକା ସହରର କାର୍ତ୍ତିକ ନାଗ, ନରେନ୍ଦ୍ର କୁମାର ବେହେରା ଓ ଉଲୁଣ୍ଡା ବ୍ଲକର ଦିବ୍ୟ ଜଗଦଲା । ଗତ…

ସାହସୀ ସାମ୍ବାଦିକ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର: ଆଉ ନାହାନ୍ତି ଯୁବ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । କଟକ ମୁଣ୍ଡଳିରେ ହୋଇଥିବା ବୋଟ୍ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଛି । ମହାନଦୀରେ କଟକ ମୁଣ୍ଡଳି ବ୍ୟାରେଜ୍‌ରେ ଆଜି ଏକ ଦନ୍ତା ହାତୀ ଫସି ଯାଇଛି। ତାକୁ ଉଦ୍ଧାର କରିବା ପାଇଁ ଅପରେସନ୍ କାର୍ଯ୍ୟ…

ମୟୂରଭଞ୍ଜରେ ମୃତ ବ୍ୟକ୍ତିଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଖାଇଗଲେ ପିଇଓ

ମୟୂରଭଞ୍ଜ : ମୃତ ବ୍ୟକ୍ତିର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଚଳୁ କରୁଛନ୍ତି ପଞ୍ଚାୟତ କାର୍ଯ୍ୟ ନର୍ବାହି ଅଧିକାରୀ ।  ଏପରି ଗୁରୁତର ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ ଚୁହାଟ ଗ୍ରାମ ପଞ୍ଚାୟତରୁ । ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ହିତାଧିକାରୀଙ୍କ ଟିପ ଚିହ୍ନରେ ସରକାରୀ…

ଅପରେସନ ଗଜ: ଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ମହାନଦୀରେ ମୃତ୍ୟୁ

ଭୁବନେଶ୍ୱର: ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ । ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ମହାନଦୀରେ ଅପରେସନ ବେଳେ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବୋଟ୍ ଓଲଟିଲା ପରେ ଦେଶୀ ଡଙ୍ଗା ସାହାଯ୍ୟରେ…

ଧଳାଜହର କାରବାର,୧ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଟାଙ୍ଗି: ବେଧଡକ ଚାଲିଛି ଧଳାଜହର କାରବାର । ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ । ଚଢାଉରେ ଜଣେ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଏହି ବ୍ୟବସାୟୀଙ୍କଠାରୁ ଏକ ଲକ୍ଷ ଟଙ୍କାର ଧଳା ଜହର ଜବତ…

ମୁଣ୍ଡୁଳି ବ୍ରିଜ ଉପରେ ବୋଟ୍ ଓଲଟିବା ଘଟଣା; ଉଦ୍ଧାର ହେଲେ ଦୁଇ ଓଟିଭି ପ୍ରତିନିଧି ଏବଂ ଓଡ୍ରାଫ୍ ଟିମ୍ ସଦସ୍ୟ

କଟକ: ଜାରି ରହିଥିଲା ଅପରେସନ ଗଜ । ଘଟିଲା ଅଘଟଣ । ମୁଣ୍ଡୁଳି ବ୍ରିଜ ଉପରେ ଓଲଟିପଡିଲା ଓଡ୍ରାଫ୍ ଟିମର ବୋଟ୍ । ବୋଟରେ ଥିବା ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ସମେତ ନଦୀରେ ପଡିଗଲେ ଓଟିଭିର ଦୁଇ ପ୍ରତିନିଧି ଅରିନ୍ଦମ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା । ଏହି ଘଟଣାରେ ଚାରିଜଣ ଓଡ୍ରାଫ୍…

ଓଲଟିଲା ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍‌ , ଭାସିଗଲେ ୨ ଗଣମାଧ୍ୟମ ପ୍ରତିନିଧି

କଟକ: ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍ । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଛି । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ରବର ବୋଟ୍‌ରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ୍ ଟିମ୍ । ନଦୀ ସ୍ରୋତରେ ଫସିଥିବା…

୩ ଦିନ ପାଇଁ ସିଲ୍‌ ହେଲା ଜୁଡିସିଆଲ୍‌ କମ୍ପ୍ଲେକ୍ସ

ଭୁବନେଶ୍ୱର : ଭୁବନେଶ୍ୱର ଜୁଡିସିଆଲ୍‌ କମ୍ପ୍ଲେକ୍ସ ସିଲ୍‌ । ୩ ଦିନ ପାଇଁ ସିଲ୍‌ କଲା ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଗୁରୁବାର ୧୫ ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ BMC ପକ୍ଷରୁ ପଦକ୍ଷେପ ନିଆଯାଇଛି । ୨୭ତାରିଖରେ RTPCR ଟେଷ୍ଟ ପାଇଁ…