Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ ; ବିପଦ ସଙ୍କେତ ଉପରେ ବଢୁଛି ରାଜ୍ୟର ୫ ନଦୀ

ସମ୍ବଲପୁର: ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୁଧବାର ଦିନ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଆଉ ୬ ଟି ଗେଟ୍ ଖୋଲିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ ସକାଳ ୯ ଟାରେ ଡ୍ୟାମର ଜଳ ସ୍ତର…

ରାଜ୍ୟରେ ୪୫୭ ନୂଆ ଆକ୍ରାନ୍ତ ଚିହ୍ନଟ‌; ୭୩ ଛୁଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା। ଗତ ୨୪ ଘଣ୍ଟାରେ ୪୫୭ଟି ନୂଆ କରୋନା ମାମଲା ବାହାରିଛି। ୦ରୁ ୧୮ ବର୍ଷ ମଧ୍ୟରେ ୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୯୨ଟି । ଅନୁଗୁଳରୁ ୫, ବାଲେଶ୍ବରରୁ ୨୮,…

ରାଜ୍ୟରେ ବର୍ଷା ବିତ୍ପାତ; ୨୦ ଟି ଜିଲ୍ଲାର ୧୧୧ ଟି ବ୍ଲକ ପ୍ରଭାବିତ

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ଓଡିଶାର ୨୦ ଟି ଜିଲ୍ଲାର ମୋଟ ୧୧୧ ଟି ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଙ୍କ କାର୍ଯ୍ୟାଳୟର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ୩୬୯୬ଟି ଗାଁ ଏବଂ ୨୭ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs) ପ୍ରଭାବିତ ହୋଇଛି। ପ୍ରବଳ…

ହୀରାକୁଦର ୬ଟି ଗେଟ୍ ଖୋଲା, ମହାନଦୀରେ କେଉଁଠି କେତେ ଜଳସ୍ତର ? ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଜି କମିଛି ବର୍ଷା। କିନ୍ତୁ ବିଭିନ୍ନ ନଦୀର ଜଳସ୍ତର ତଥାପି ବଢ଼ିଛି। ଉପରେ ମୁଣ୍ଡରେ ବର୍ଷା ଓ ହୀରାକୁଦରୁ ଗେଟ ଖୋଲି ଥିବାରୁ ମହାନଦୀ ଜଳସ୍ତର ବଢୁଛି। ଫଳରେ ନଦୀ ଅବବାହିକା ଅଞ୍ଚଳକୁ ଜାରି ହୋଇଛି ସତର୍କ ସୂଚନା। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା…

ବିପଦ ସଂକେତ ଉପରେ ବଢୁଛି ବ୍ରାହ୍ମଣୀ ଓ ଜଳକା

ଭୁବନେଶ୍ବର: ଲଘୁଚାପ ଜନିତ ପ୍ରବଳ ବର୍ଷାରେ ରାଜ୍ୟରେ ବଢ଼ିଛି ବିଭିନ୍ନ ନଦୀର ଜଳସ୍ତର। ଜଳକା ଓ ବ୍ରାହ୍ମଣୀ ଫୁଲିଛି। ଯାଜପୁର ଜିଲ୍ଲା ଜେନାପୁରରେ ବ୍ରାହ୍ମଣୀ ନଦୀର ସତର୍କ ସଂକେତ ୨୨ ମିଟର ଥିବାବେଳେ ଏବେ ସେଠାରେ ୨୨ ଦଶମିକ ୬୩ ମିଟର ଉପରେ ପାଣି ପ୍ରବାହିତ ହେଉଛି । ଫୁଲିଛି ଜଳକା ନଦୀ।…

ମୁନିଗୁଡା ପୋଲିସ ଦ୍ବାରା ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ସଫଳତା । ୨୨ କିଲୋ ୧୬୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ମୁନିଗୁଡା ଥାନା ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଗତିଗୁଡା ଛକ ନିକଟରେ…

କଇଁଛ ଧରିବାକୁ ଯାଇ ବାପ,ପୁଅ,ଜ୍ୱାଇଁଙ୍କ ଜୀବନ ଗଲା

ସୋନପୁର: ଦିନକରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଚାଲିଗଲା । ସୋନପୁର ଜିଲ୍ଲା ବନିକା ବ୍ଲକ କୁଇବାହାର ପଞ୍ଚାୟତ ଆନନ୍ଦପୁର ଗାଁରେ ଏପରି ଅଘଟଣ ଘଟିଛି । ଏକ ପରିତ୍ୟକ୍ତ କୁଅରେ ପଡ଼ି ବାପ ପୁଅ ଓ ଜ୍ୱାଇଁଙ୍କର ମୃତ୍ୟୁ ହୋଇଛି । କୁଅରୁ କଇଁଛ ମାରିବା ପାଇଁ ଯିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ଦୁର୍ଗାଙ୍କ ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ଦାଏର୍ ହେଲା ମାମଲା

କଟକ : ମା’ ଦୁର୍ଗାଙ୍କ ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ଦାଏର୍ ହେଲା ମାମଲା । ବାଲୁବଜାର ପୂଜା କମିଟି ତରଫରୁ ହୋଇଛି ଏହି ମାମଲା । ୫୦୦ ବର୍ଷର ପରମ୍ପରାକୁ ବଜାୟ ରଖିବା ପାଇଁ ଆବେଦନରେ ଦର୍ଶାଯାଇଛି । ୧୫୧୪ ମସିହାରୁ ଏଠାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ହୋଇ ଆସୁଛି । ଏହି…

ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଭାରତ ସିରିଜ୍ ଗାଡି ପଞ୍ଜିକରଣ

ଭୁବନେଶ୍ବର : ବାରମ୍ବାର ବଦଳି ହେଉଥିବା ସରକାରୀ ଓ ବେସରକାରୀ ଲୋକ ନିଜ ଗାଡିର ପଞ୍ଜିକରଣ ଭିନ୍ନ ଭିନ୍ନ ରାଜ୍ୟରେ କରି ହେଉଥିଲେ । ହେଲେ ଏବେ ଏହି ଅସୁବିଧାର ମିଳିବ ମୁକ୍ତି । ଭାରତ ସିରିଜ୍ ଗାଡି ପଞ୍ଜିକରଣରେ ଜରିଆରେ ଏହି କଷ୍ଟରୁ ମିଳିବ ମୁକ୍ତି । ଗାଡି କିଣୁଥିବା ଲୋକ ଏଣିକି ଭାରତ…

ଗୋଷାଣୀ ମେଢ ପୂଜା ପ୍ରସ୍ତୁତି

ପୁରୀ : ଆସୁଛି ଦୁର୍ଗାପୂଜା । ଶାରଦୀୟ ଦୁର୍ଗା ପୂଜା ଅବସରରେ ପୁରୀରେ ଗୋଷାଣୀ ମେଢ ସମୂହର କିଲା ପୂଜନ ସମ୍ପୁର୍ଣ୍ଣ ହୋଇଛି ।ଭାଦ୍ରବ ଶୁକ୍ଲ ପକ୍ଷ ଷଷ୍ଠି ତିଥିରେ ଏହି ପରମ୍ପରାକୁ ସାତ ସାହି ଜାଗା ଆଖଡାର ପୂଜା କମିଟି ଅନୁପାଳନ କରିଛନ୍ତି । ସେପଟେ ଗୋଷାଣୀ ମୂର୍ତ୍ତି ଗୁଡିକର ଉଚ୍ଚତା ଚାରି…