Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆ ପ୍ରଫେସର ଭିଡିଗୁଡ୍ ଇଣ୍ଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ବର:  ସୋଆ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଭିଡିଗୁଡ୍ ଇଣ୍ଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ।  ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ସମ୍ମାନିତ । ପ୍ରଫେସର ଲାଲା ବିହାରୀ…

ନିଜ ନାଟକରେ ନିଜେ ଫଶିଗଲା ଡେଲିଭରୀ ବୟ ପତିତପାବନ

ଭୁବନେଶ୍ବର : ଡେଲିଭରୀ ବୟ ଅପହରଣ ସସ୍‌ପେନ୍‌ସରୁ ଉଠିଲା ପର୍ଦ୍ଦା । ଅପହରଣ ନୁହେଁ ବରଂ ପ୍ରାୟୋଜିତ ନାଟକ ଥିଲା । ଏଭଳି ଘଟଣାରୁ ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରେମ ପାଇଁ ଏଭଳି ଅପହରଣ ନାଟକ ରଚାଯାଇଥିଲା ବୋଲି କହିଛି ପୋଲିସ । ମଧ୍ୟପ୍ରଦେଶରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ…

ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ । ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ୧୯୮୩ରେ ଏକ ରାୟକୁ ଦୋହରାଇ ସର୍ବୋଚ୍ଚ ଅଦାଲତ କହିଛନ୍ତି- ଯେଉଁ ରାୟ କ୍ଷେତ୍ରରେ ମୃତ୍ୟୁଦଣ୍ଡ ନଥାଏ, ସେକ୍ଷେତ୍ରରେ ଆଜୀବନ କାରାଦଣ୍ଡର ଅର୍ଥ ହେଉଛି ସଶ୍ରମ କାରାଦଣ୍ଡ । ଏନେଇ କୌଣସି…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ୱଲପୁର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି  ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ରେ ଜଳପତ୍ତନ ନିୟନ୍ତ୍ରଣ କରିବା ଲାଗି ଆଜି ସଂଧ୍ୟାରେ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ଦୁଇଟି ଗେଟ୍‌…

୨୦୫୦ ବେଳକୁ ଭୟଙ୍କର ହେବ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି

ନୂଆଦିଲ୍ଲୀ : ଆସନ୍ତା ୨୦୫୦ ବେଳକୁ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି ହେବ ଭୟଙ୍କର । ବିଶ୍ବର ପ୍ରାୟ ୨୦ କୋଟି ଲୋକ ନିଜ ନିଜ ଭିଟାମାଟି ଛାଡିବେ । ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବ୍ୟାପକ ଭାବେ ଦେଖାଦେଇଛି । ଆସନ୍ତା ୩୦ ବର୍ଷରେ…

ମାଓ ସଙ୍ଗଠନକୁ ଶକ୍ତ ଧକ୍କା, ଆତ୍ମସମର୍ପଣ କଲେ ଗୁମ୍ମା ଏରିଆ କମିଟିର ସଦସ୍ୟ

କୋରାପୁଟ : ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ଗୁମ୍ମା ଏରିଆ କମିଟିର ସଦସ୍ୟ ସୋନାଲ ମାଡ଼ଭି ଓରଫ କିରଣ । ଗତ ୨୦୧୨ ମସିହାରେ ଛତିଶଗଡର ପାମେଡୁ ଏରିଆ କମିଟିରେ ସିପିଆଇ (ମାଓବାଦୀ ) ସଙ୍ଗଠନରେ ସେ ଯୋଗ ଦେଇଥିଲା । ପୂର୍ବରୁ କୋରାପୁଟ ଜିଲ୍ଲାରେ ତାଙ୍କ…

ବୌଦ୍ଧରେ ସର୍ବାଧିକ ବର୍ଷା, ମହାନଦୀରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳାର୍ଣ୍ଣବ ସ୍ଥିତି । ବୌଦ୍ଧରେ ସର୍ବାଧିକ ୩୬୧ ମିଲିମିଟର ବର୍ଷା ହୋଇଛି । ଏହାପରେ ରହିଛି ପୁରୀ ଓ ସୁବର୍ଣ୍ଣପୁର । ନବରଙ୍ଗପୁରକୁ ଛାଡ଼ି ରାଜ୍ୟର ବାକି ଜିଲ୍ଲାରେ ସ୍ବାଭାବିକ ଠାରୁ…

ଭିିଜିଲାନ୍ସ ଜାଲରେ ADMO

ସୋନପୁର: ଭିିଜିଲାନ୍ସ ଜାଲରେ ଡାକ୍ତର । ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ  ନବକିଶୋର ବେହେରା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ…

ଅନୁମତି ଅପେକ୍ଷାରେ ମହିଳା ସେବିକା

ପୁରୀ : ମହିଳା ସେବିକାଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ମିଳୁନି ଅନୁମତି । ବିଗତ ୨୩ ବର୍ଷ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଥିବା ପୁଷ୍ପ ଅଳଙ୍କାର ଗଭାକୁ ପ୍ରସ୍ତୁତ କରି ମହିଳା ଜଣକ ମନ୍ଦିରକୁ ଦେଉଥିଲେ । ୨୦୧୬ ମସିହା ପୂର୍ବରୁ ରତ୍ନ ସିଂହାସନ ପାଖକୁ ପୁଷ୍ପ…

ଶ୍ରୀକ୍ଷେତ୍ରର ପ୍ରାଚୀନ ଐତିହ୍ୟ ସଂରକ୍ଷଣ ପାଇଁ ଶିକ୍ଷାବିତ ଓ ଗବେଷକଙ୍କ ଆହ୍ୱାନ୍‌

ପୁରୀ: ଐତିହ୍ୟ ସଂରକ୍ଷଣ ପରିଷଦ ତରଫରୁ ପୁରୀରେ ପୁରସ୍ତମ ଐତିହ୍ୟ ଆଳାପ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲାବେଳେ ପରିଷଦର ସଭାପତି ବିଭୂପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ…