Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘାଟିରେ ଓଲଟିଲା ଟ୍ରକ୍ ,୨ ଆହତ

ଜୟପୁର : ଘାଟିରେ ଓଲଟିଲା ଟ୍ରକ। ଜୟପୁର ଘାଟିରେ ଭାରସାମ୍ୟ ହରାଇ କୋଇଲା ବୋଝେଇ ଟ୍ରକ୍ ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଫଳରେ ଟ୍ରକ୍ ପାର୍ଶ୍ଵ ଦେଇ ଯାଉଥିବା ଏକ ୧୦୭ ପିକ୍ଅପ୍ ଗାଡି ଓ ବୁଲେଟ ଟ୍ରକ୍ ତଳେ ଚାପି ହୋଇଯାଇଥିଲା । ଫଳରେ ପକ୍ଅପ୍ ଗାଡି ଡ୍ରାଇଭର ବୁଲେଟ ଚକ ତଳେ ଚାପି…

ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୂରାବସ୍ଥା

କଟକ : କଟକ ନୂଆବଜାରର ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୃଶ୍ୟ । ଟିକିଏ ବର୍ଷା ହେଲେ ରାସ୍ତାଘାଟ ବଡବଡ ଗାତମାନ ସୃଷ୍ଟି ହେଉଛି । ଏହି ରାସ୍ତାର ଦୂରବସ୍ଥା କହିଲେ ନସରେ । ବାଇକ, କାର୍, ସାଇକେଲ ସମେତ ଅନ୍ୟ ବଡ ମାଲ୍ ବୋଝେଇ ଗାଡି ମଧ୍ୟ ଏହି ରାସ୍ତାରେ ଯାତାୟାତ କରୁଛନ୍ତି । ହେଲେ କମ୍ପାନୀର…

ହନିଟ୍ରାପ୍ ସଜାଇଥିଲା ୪ ଠିକା କର୍ମଚାରୀଙ୍କୁ ସନ୍ଦିଗ୍ଧ ଦେଶଦ୍ରୋହୀ

ବାଲେଶ୍ୱର: ବିଦେଶୀ ରାଷ୍ଟ୍ରଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୪ ଜଣ ଠିକା କର୍ମଚାରୀଙ୍କୁ ଗତକାଲି ବାଲେଶ୍ୱର ଜିଲ୍ଲା ପୋଲିସ ଗିରଫ କରିଥିଲା । ତେବେ ଗିରଫଦାରୀ ପରେ ସମସ୍ତ ଅଭିଯୁକ୍ତମାନେ ହନିଟ୍ରାପ୍‌ରେ ଫସିଥିବା ଜଣାପଡିଛି ।…

ବନ୍ୟା ପାଣିରେ ବୁଡିଲା କାର

ଆଠଗଡ଼ : ବନ୍ୟା ଜଳରେ ବୁଡିଗଲା କାର୍। କଟକ ସମ୍ବଲପୁର ରାସ୍ତାର ଆଠଗଡ଼ ଦହିସେରା ପାଖରେ କାରଟି ବନ୍ୟା ଜଳରେ ଭାସିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ କାର କୁ ଉଦ୍ଧାର କରି ରାସ୍ତାକୁ ଆଣିଛନ୍ତି । ଦହିସେରା ରାସ୍ତାରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବା ବେଳେ କାରଟି ପାଣିରେ ପଶି…

ମହାନଦୀରେ ବନ୍ୟା ଆଶଙ୍କା‌; ଏସ୍‌ଆର୍‌ସି

ଭୁବନେଶ୍ୱର: ଉପରମୁଣ୍ଡରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମହାନଦୀ ନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ବୁଧବାର କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଗତ ତିନି ଦିନ ଧରି…

ସାପୁଆ, କଣ୍ଟିଆ ନଦୀରେ ବନ୍ୟା

ଆଠଗଡ: ଆଠଗଡ଼ରେ ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ଲଘୁଚାପ ଜନିତ ବର୍ଷା ଯୋଗୁ ଦୁଇ ନଦୀରେ ବନ୍ୟା ଆସିଛି  ।  ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍‌ରେ ୩ ହଜାର ହେକ୍ଟରରୁ…

ବିଜେଡିରେ ଯୋଗଦେଲେ ଚନ୍ଦ୍ରଶେଖର ମାଝୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳଡିଆଁ ପର୍ବ । ଆଜି କଂଗ୍ରେସ ହାତ ଛାଡି ବିଜେଡିରେ ଯୋଗଦେଲେ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । କୋରାପୁଟ କୋଟପାଡରୁ ପୂର୍ବରୁ ବିଧାୟକ ଥିବା ଚନ୍ଦ୍ର ଶେଖର ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍ ହୋଇଛନ୍ତିା ନିଜ…

ଇତିହାସ ପାଲଟିବ ସାତଭାୟା, ଲୀନ ହୋଇଯିବି ମା’ ପଞ୍ଚୁ ବରାହି ମନ୍ଦିର

କେନ୍ଦ୍ରାପଡା : ଇତିହାସ ପାଲଟିବ ସାତଭାୟା । ସମୁଦ୍ର ଗର୍ଭରେ ଲୀନ ହୋଇଯିବି ମା’ ପଞ୍ଚୁ ବରାହିଙ୍କ ମନ୍ଦିର । ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା’ ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ…

ବ୍ରାହ୍ମଣୀରେ ଘାଇ, ଲୋକେ ଜଳବନ୍ଦୀ

ଯାଜପୁର: ବ୍ରାହ୍ମଣୀ ନଦୀରେ ଘାଇ ।ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେ ବନ୍ୟା ପାଣି ଘେରରେ। ବରୀ ବ୍ଲକ ସାହୁପଡ଼ା ପଞ୍ଚାୟତର ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁଁ ସାହୁପଡ଼ା ଏବଂ ଧାରପୁର ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ଅନେକ ଅଞ୍ଚଳ ଜଳମଗ୍ନ…

ପାତାଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି

ସୁବର୍ଣ୍ଣପୁର: ଜଗନ୍ନାଥ ମନ୍ଦିରରୁ ଚୋରି l ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି l ପୁରା ହୁଣ୍ଡିକୁ ଉଠାଇ ନେଲେ ଦୁର୍ବୁତ୍ତ l ଠାକୁରଙ୍କ ପାଟ ଶାଢ଼ୀ ଓ ରୁପା ଗଡୁ ଚୋରି l ପାତାଳୀ ଶ୍ରୀକ୍ଷେତ୍ର ତ୍ରିକୁଟ ପାହାଡ଼ରେ ତିନି…