Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ଷତି ପୂରଣ ଦାବିରେ ମୃତ ଦେହ ରଖି ଧାରଣା

ପାରାଦୀପ: କ୍ଷତି ପୂରଣ ଦାବିରେ ଧାରଣା । ପାରାଦୀପ ତୈଳ ବିଶୋଧନାଗାରରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ । କ୍ଷତି ପୁରଣ ଦାବିରେ ପରିବାର ଓ ସାଥୀ ଶ୍ରମିକ ସଂଘ ବିଶୋଧାନାଗାର ଫାଟକ ସମ୍ମୁଖରେ ମୃତ ଦେହ ରଖି ଧାରଣା ଦେଇଛନ୍ତି । ମୃତକଙ୍କ ପରିବାରକୁ ନଗଦ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣେ…

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର…

ସହାୟତା ଅପେକ୍ଷାରେ ଦିଉଡୁ

ରାୟଗଡ଼ା: ଆର୍ଥିକ ଅନଟନରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଯୁବକ ଦିଉଡୁ ମାଝୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ  ଅନ୍ତର୍ଗତ ବଡ଼ ପୁକେଲର ଆଦିବାସୀ ଯୁବକ ଦିଉଡୁ ମାଝୀ । ବାପାଙ୍କର ମୃତ୍ୟୁ ପରେ ଘରର ମୁରବି କେବଳ ମାଆ ସୋଦ୍ରୀ ମାଝୀ । ପରିଣତ ବୟସରେ ଜଙ୍ଗଲରୁ କାଠ…

ଓଲଟିଲା ଡଙ୍ଗା,୬ ନିଖୋଜ

ଉତ୍ତର ପ୍ରଦେଶ : ମିର୍ଜାପୁରରେ ଅଘଟଣ । ମିର୍ଜାପୁର ମା ବିନ୍ଧ୍ୟବାସିନୀ ମନ୍ଦିରକୁ ଲୋକମାନେ ଯିବା ସମୟରେ ଓଲଟିଲା ଡଙ୍ଗା । ୬ ଜଣ ପାଣିରେ ବୁଡିଯାଇ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି । ନିଖୋଜଙ୍କ ମଧ୍ୟରୁ ତିନିଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି । ମା ବିନ୍ଧ୍ୟବାସିନୀଙ୍କ…

ପୋଲିସ ଜାଲରେ ମୋବାଇଲ ଲୁଟେରା ଗ୍ୟାଙ୍ଗ, ୮ ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ପୋଲିସକୁ ସଫଳତା । ଆଖି ପିଛୁଳାକେ ମୋବାଇଲ ଲୁଟ୍ କରି ଚମ୍ପଟ ମାରୁଥିବା ଏକ ଗ୍ୟାଙ୍ଗକୁ ଠାବ କରିବା ସହ ୮ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ୧୬ ଟି ମୋବାଇଲ ଫୋନ୍ ,ଚାରୋଟି ବାଇକ,ଏକ ପିକ୍ଅପ୍ ଭ୍ୟାନ ସହ ଚୋରି ସାମଗ୍ରୀ ସ୍କ୍ରାପକୁ ମଧ୍ୟ ଜବତ କରାଯାଇଛି ।…

ପରଲୋକରେ ବରିଷ୍ଠ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୟ ପଣ୍ଡା

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରର ଲୋକପ୍ରିୟ ବରିଷ୍ଠ ଡାକ୍ତର ସଞ୍ଜୟ ପଣ୍ଡା । ୪୯ ବର୍ଷ ବୟସରେ ଚେନ୍ନାଇର ରିଲା ହସ୍ପିଟାଲରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ସେ ରୁଟିନ୍ ଚେକ ଅପ୍ ପାଇଁ ଯାଇଥିଲେ । ନିକଟରେ କରୋନା ସଂକ୍ରମିତ ହୋଇଥିଲେ ଡାକ୍ତର ପଣ୍ଡା ।…

ମା’ ମୁହଁରେ ହସ ଭରିଛି ‘ମାତୃଜ୍ୟୋତି’: ଗର୍ଭାବସ୍ଥାରେ ଜଟିଳତା ଚିହ୍ନଟ କରି ମା’ ଓ ଶିଶୁଙ୍କ…

ସୁନ୍ଦରଗଡ଼ : ଗର୍ଭାବସ୍ଥାରେ ଜଟିଳତାର ଚିହ୍ନଟ କରି ମା’ ଓ ଶିଶୁଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେଉଛି  ‘ମାତୃଜ୍ୟୋତି’ । ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଗର୍ଭାବସ୍ଥାରେ ‘ହାଇରିସ୍କ’ ଘଟଣାର ମୁକାବିଲାରେ ବଡ଼ ଭୂମିକା ନେଇପାରିଛି । ଏହି ଯୋଜନା ଅଧୀନରେ ଜିଲ୍ଲାର…

ପୋଲିସ ଆଖି ଆଗରେ ଚୋରି

ମୟୂରଭଞ୍ଜ: ଇଲେକ୍ଟ୍ରୋନିକ୍ସ ଦୋକାନରୁ ଚୋରି । ପୋଲିସ ସବୁ ଦେଖି ମଧ୍ୟ ଚୁପ୍। ସସିଟିଭିରେ କଏଦ ହେଲା ଚୋରି ଭିଜୁଆଲ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନାଛକ ନିକଟରେ ଏପରି ଘଟଣା ଘଟିଛି। ପଣ୍ଡା ଇଲେକ୍ଟ୍ରୋନିକ୍ସ ଦୋକାନରୁ ରାତି ୧୨ ଟାରେ ଏସି ର ଡେମୋକୁ ଚୋର ଖୋଲିନେଇଯାଉଥିବା…

ଏଣିକି ସପ୍ତାହରେ ୬ ଦିନ ଶ୍ରୀମନ୍ଦିର ଖୋଲା, ବଢ଼ିଲା ସର୍ବସାଧାରଣ ଦର୍ଶନ ଅବଧି

ପୁରୀ: ଶ୍ରୀଜିଉଙ୍କୁ ଏଣିତିକ ସପ୍ତାହରେ ୬ ଦିନ ଦର୍ଶନ କରିପାରିବେ ଭକ୍ତ । ଶନିବାର ବି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ବଡ଼ଦେଉଳ ଦୁଆର । ଭିଡିଓ କନଫରେନସିଂ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି  ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସାନି ଏସଓପି ଜାରି ହୋଇଛି । ଏଥିସହ…

ବିଧାନସଭା ଚାମ୍ବରରେ ବାଚସ୍ପତିଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଘେରାଉ କଲେ ବିଜେପି ଓ କଂଗ୍ରେସ ବିଧାୟକ । ବିଧାନସଭାରେ ଥିବା ଚାମ୍ବର ଭିତରେ ତାଙ୍କୁ ଘେରାଉ କରିଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ପ୍ରକାଶ ନକରିବା ଯାଏ ଘେରାଉ କରିବେ ବୋଲି କହିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ…