Latest Odisha News

BREAKING NEWS

Browsing Category

ଓଡିଶା

Odisha

ତୃତୀୟ ଲହର ପିକରେ ୧୦୦ରୁ ୨୩ ପିଲାଙ୍କୁ ଦରକାର ହସ୍ପିଟାଲାଇଜେସନ୍

ଭୁବନେଶ୍ୱର: କରୋନାର ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । ସେପ୍ଟେମ୍ବରରେ ଥାର୍ଡ ଓ୍ୱେଭ ଆସିଲେ ଅକ୍ଟୋବରରେ ଏହା ପିକ୍ ଛୁଇଁବ । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ…

କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କଥା କହିଲେ ଡିଏମଇଟି

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ପ୍ରକୋପ କମିଥିବା ବେଳେ ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ବିଶେଷଜ୍ଞ ଆକଳନ କରୁଛନ୍ତି ଥାର୍ଡ ଓ୍ୱେଭରେ ପିଲାମାନେ ଅଧିକ ସଂକ୍ରମିତ ହେବେ । ସେପ୍ଟେମ୍ୱର କିମ୍ୱା ଅକ୍ଟୋବରରେ ପିକ୍ ନେଇ ବିଶେଷଜ୍ଞ ଆକଳନ କରୁଛନ୍ତି । ସେତେବେଳେ ଦେଶରେ ଦୈନିକ…

ସମବାୟ ସମିତିରୁ କୋଟିଏ ଟଙ୍କାର ଋଣ ଜାଲିଆତି ମାମଲାରେ ୬ ଗିରଫ

କଟକ: ଆଠଗଡ଼ ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ମାମଲାରେ ୬ ଜଣ ଗିରଫ । ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କା ଋଣ କରି ହଡ଼ପ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ସୂଚନା ଦେଇଛନ୍ତି ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା । ଗିରଫ ଅଭିଯୁକ୍ତମାନେ ହେଲେ…

ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

ଜୟପୁର: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି କରୁଛନ୍ତି ବେପାରୀ । ପଇଡ଼ ବୋଝେଇ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ । ରାତିରେ ପାଟ୍ରୋଲିଂ ବେଳେ ଯାଞ୍ଚ କରି ଧରିଲା କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୋଲିସ । ୧୦ ଚକିଆ ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ୨୮ଟି…

ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଏବର୍ଷ ନିଅଣ୍ଟିଆ ବର୍ଷା ହୋଇଛି । ରେକର୍ଡ ସ୍ୱାଭାବିକଠାରୁ କମ୍ ବର୍ଷିଛି । ଶ୍ରାବଣ ଯାଇଥିଲେ ବି ବର୍ଷା ଉଭାନ । ଚାଷବାସ ଆଗେଇ ପାରିନି । ୨୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ପରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି । ରାଜ୍ୟରେ ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ…

ଆଜିଠୁ ୟୁ-ଟ୍ୟୁବରେ ପଢ଼ିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଅନଲାଇନ୍ ମୋଡରେ ପାଠପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ୟୁ-ଟ୍ୟୁବରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବ ଜରିଆରେ ପାଠ ପଢ଼ାଯାଇଥିଲା । ଏଥିରେ ସଫଳତା ପରେ ଯୁକ୍ତ ଦୁଇ…

ଭତରକନିକାରେ ଆଜିଠୁ ଦେଶୀୟ ପକ୍ଷୀ ଗଣନା

କେନ୍ଦ୍ରାପଡ଼ା: ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୭ ଦିନ ଧରି ଚାଲିବ ପକ୍ଷୀ ଗଣନା । ଏହି କାମରେ ନିୟୋଜିତ ଅଛନ୍ତି ୨ଟି ଟିମ୍ । ପ୍ରତି ଟିମ୍‌ରେ ୭ ଜଣ ଲେଖାଏ ସଦସ୍ୟ ଦେଶୀୟ ପକ୍ଷୀ ଗଣନା କରିବେ । ମୌସୁମୀ ସିଜିନରେ ଦେଶୀୟ ପକ୍ଷୀଙ୍କ ସମାଗମ…

ଦିଲ୍ଲୀ ବାହୁଡ଼ିବେ ଅଶ୍ୱିନୀ ବୈଷ୍ଣବ: ଓଡ଼ିଶାରେ ରେଳ ପ୍ରକଳ୍ପକୁ ଅଗ୍ରାଧିକାର ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଜନ ଆଶୀର୍ବାଦ ଯାତ୍ରାରେ ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିଲ୍ଲୀ ବାହୁଡ଼ିବେ । ୪ ଦିନିଆ ଓଡ଼ିଶା ରହଣିରେ ସେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିଲେ । ମାରାଥନ୍ କାର୍ୟ୍ୟକ୍ରମରେ ରାୟଗଡ଼ା, କୋରାପୁଟ,…

ଆଜିଠୁ ଭୁବନେଶ୍ୱରରେ ଖୋଲିଲା ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଖୋଲିଛି ସବୁ ଧର୍ମାନୁଷ୍ଠାନ । କୋଭିଡ୍ କଟକଣାରେ ଖୋଲିବାକୁ ଅନୁମତି ମିଳିଥିଲା । ତେବେ ଆଜି ଲିଙ୍ଗରାଜ ମନ୍ଦିର ଖୋଲିନାହିଁ । ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ । କୋଭିଡ୍ ନିୟମ ମାନି…

ଆଜି ରାଜ୍ୟରୁ ୭୬୧ କରୋନା ପଜିଟିଭ୍, ୦-୧୮ ବର୍ଷ ଭିତରେ ୧୦୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ଏଣିକି ହଜାରେ ଭିତରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୬୧ ସଂକ୍ରମିତ । ଏମାନଙ୍କ ଭିତରେ ୦-୧୮ ବର୍ଷ ଭିତରେ ୧୦୧ ଜଣ ଅଛନ୍ତି । ମୋଟ୍ ସଂକ୍ରମିତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୪୪୩ ଜଣ ଚିହ୍ନଟ ହୋଇଥିବା…