Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଗଷ୍ଟ ୧୬ରୁ ଖୋଲିବ କଲେଜ

ଭୁବନେଶ୍ୱର:  ଅଗଷ୍ଟ ୧୬ରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚ…

ଚତୁର୍ଥ ମହଲାରୁ ଡେଇଁ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା

କଟକ: ଏସସିବି ମେଡିକାଲ ଚତୁର୍ଥ ମହଲାରୁ ଡେଇଁ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ଦିନ ଏହି ବ୍ୟକ୍ତି ଜଣକ ହସପିଟାଲର ଚତୁର୍ଥ ମହଲାରୁ ଝରକା ଦେଇ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସୁରକ୍ଷାକର୍ମୀ ମାନେ ତାଙ୍କୁ ନେଇ ଗୁରୁତର…

ଟ୍ରାକ୍ଟର ଓଲଟି ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଡାହିମାଳ ନିକଟ ଚାଷ ଜମିରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ ହୋଇଛି । ଆଜି ସନ୍ଧ୍ୟାରେ ଚାଷଜମିରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓ଼ଲଟିଯିବା ଫଳରେ ଟ୍ରାକ୍ଟରରେ ଚାପିହୋଇ ଡ୍ରାଇଭର ଘଟଣାର ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭର ଭେଡେନ…

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ: ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ । ୧୦ ଜଣ ଭୋଇ ସେବାୟତଙ୍କ ସହାୟତାରେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ ଓ ତାଳଧ୍ବଜ ରଥ ଭଙ୍ଗାଯିବ । ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର…

CBSE ରେଜଲ୍ଟ ନେଇ ସ୍କୁଲରେ ଉତ୍ତେଜନା

ନୂଆପଡ଼ା : ସିବିଏସଇ ପରୀକ୍ଷା ଫଳାଫଳକୁ ନେଇ ଖଡ଼ିଆଳ ପବ୍ଲିକ ସ୍କୁଲରେରେ ଉତ୍ତେଜନା ଅସନ୍ତୋଷ । ଅଭିଭାବକ ଓ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । CBSE ପରୀକ୍ଷା ଫଳରେ ଜାଲିଆତି କରାଯାଇଥିବା ଅଭିଯୋଗ କରି ଅଭିଭାବକ ଓ ଛାତ୍ରଛାତ୍ରୀ ପବ୍ଲିକ ସ୍କୁଲ ପ୍ରିନ୍ସିପାଳଙ୍କ…

ବଲାଙ୍ଗିରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ବର : ବଲାଙ୍ଗିରରେ ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ । ଆସନ୍ତା ୨୦୨୨ ଜୁନ ସୁଦ୍ଧା ବଲାଙ୍ଗିରର ଲୋୟର ସୁକତେଲ ସ୍ପିଲୱେ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ । ବଲାଙ୍ଗିର ମେଡିକାଲ କଲେଜ ଓ…

ଆସନ୍ତାକାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

କଟକ : ଭକ୍ତଙ୍କ ପ୍ରତୀକ୍ଷାର ହେବ ଅନ୍ତ । ଆସନ୍ତାକାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ ନିୟମ ଅନୁସାରେ, ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ । ତେବେ ସପ୍ତାହନ୍ତ ସଟଡାଉନ ଅର୍ଥାତ ଶନିବାର ଓ ରବିବାର ସାଧାରଣ…

କୋଭିଡ ନିୟମ ନମାନିଲେ ଲକଡାଉନ ଲଗାଇବାକୁ ବାଧ୍ୟ ହେବୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଭଲ ରହିଛି କୋଭିଡ ସ୍ଥିତି । ସଂକ୍ରମଣ କମିଛି, ହେଲେ ଏବେ ବି ଟଳିନି ବିପଦ । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ…

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର

ଭୁବନେଶ୍ବର : ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ୨୩ ତାରିଖରେ ସବୁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଶ୍ରଦ୍ଧାଳୁମାନେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।…

ଆସନ୍ତା ୧୦ ତାରିଖରୁ ଖୋଲିବ ପ୍ଲାନେଟାରିୟମ

ଭୁବନେଶ୍ବର : ଆସନ୍ତା ୧୦ ତାରିଖରୁ ଖୋଲିବ ପଠାଣୀ ସାମନ୍ତ ପ୍ଲାନେଟାରିୟମ । ଭୁବନେଶ୍ବର ପଠାଣୀ ସାମନ୍ତ ପ୍ଲାନେଟାରିୟମ, ବୁର୍ଲାର ଡକ୍ଟର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ଓ ଖଣ୍ଡପଡା ପଠାଣୀ ସାମନ୍ତ ପ୍ଲାନେଟାରିୟମ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣାରେ ଏ ସମସ୍ତ…