Latest Odisha News

BREAKING NEWS

Browsing Category

ଓଡିଶା

Odisha

ୟୁପିଆଇ କିମ୍ବା ଭିମ୍ ମାଧ୍ୟମରେ ଟିକେଟ୍ ବୁକିଂ ଉପରେ ୫% ରିହାତି

ଭୁବନେଶ୍ବର : ଡିଜିଟାଲ୍ ଇଣ୍ଡିଆ ଅଭିଯାନ ବ୍ୟାପକ କରିବାକୁ ରେଳ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଲୋକଙ୍କୁ ଡିଜିଟାଲ୍ ସଶକ୍ତିକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇଛି ରେଳ ମନ୍ତ୍ରଣାଳୟ । ଏଣିକି BHIM ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ…

ସମ୍ବଲପୁର-ହାଓ୍ବଡ଼ା-ସମ୍ବଲପୁର ସାପ୍ତାହିକ ବିଶେଷ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନରେ ପରିବର୍ତ୍ତନ

ଭୁବନେଶ୍ବର : ହାଓ୍ବଡ଼ା ଷ୍ଟେସନରେ ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ଦକ୍ଷିଣ ପୂର୍ବ ରେଳବାଇ ନିଷ୍ପତ୍ତି । ଏଥିପାଇଁ ଡିସେମ୍ବର ପ୍ରଥମ ସପ୍ତାହରୁ ସମ୍ବଲପୁର-ହାଓ୍ବଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୌମ୍ୟଙ୍କ ପରିବାର

ଭୁବନେଶ୍ବର : ଏସିଏଫ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୨୩ ବିତିଲା । ହେଲେ ଏବେ ବି ପୋଲିସ ହାତ ଖାଲି । ସୌମ୍ୟଙ୍କ ମୃତ୍ୟୁ କିପରି ହେଲେ ତାର ଟେର ପାଉନି ପାରଳାଖେମୁଣ୍ଡି ପୋଲିସ । ଯେଉଁଥିପାଇଁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ।…

ବାଙ୍ଗିରିପୋଷି ଦ୍ବାରସୁଣି ଘାଟିରେ ସିରିଜ ଦୁର୍ଘଟଣା, ୧୫ରୁ ଅଧିକ ଗୁରୁତର

ମୟୂରଭଞ୍ଜ : ବାଙ୍ଗିରିପୋଷି ଦ୍ବାରସୁଣି ଘାଟିରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା । ଏକ ଟ୍ରକ ଭାରସାମ୍ୟ ହରାଇ ୭ଟି ଗାଡିକୁ ଧକ୍କା ଦେଇଛି । ପରେ ଘାଟିରେ ଓଲଟି ପଡିଥିଲା ଟ୍ରକ୍ । ଦୁର୍ଘଟଣାରେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଏକ ଲୁହା ପଥର ବୋଝେଇ ଟ୍ରକ ଯୋଡ଼ାରୁ…

ଆସନ୍ତା ୯ରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନନେଶ୍ବର : ଆସନ୍ତା ୯ ତାରିଖରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ବବିଦ୍ୟାଳୟ । କେବଳ ଶେଷ ବର୍ଷ ପାଇଁ ହେବ ଅଫ୍‌ଲାଇନ୍ କ୍ଲାସ । କଲେଜ୍ ଓ ବିଶ୍ବବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସ ପରିସରକୁ ବିଶୋଧନ କରିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ…

ଅଗଷ୍ଟ ୪- ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ଓଡ଼ିଆ ଗଣମାଧ୍ୟମ : ଯାତ୍ରାର କିଛି ରାସ୍ତା

ଆଜିର ଦିନରେ ଓଡ଼ିଆ ଖବରକାଗଜ ସଂସାର ତା’ର ୧୫୬ ବର୍ଷ ପୂର୍ତ୍ତି ପାଳନ କରୁଛି । କୌଣସି ଭାଷା ସାମ୍ବାଦିକତା ଇତିହାସରେ ୧୫୫ ବର୍ଷର ଯାତ୍ରା କିଛି କମ୍ ଗୌରବର କଥା ନୁହେଁ । ଉଠାଣି, ଚଢାଣି, ବିପଦ, କୋଟିଏ ସମସ୍ୟା ଭିତର ଦେଇ ଓଡ଼ିଆ ସାମ୍ବାଦିକତା ଏଇ ରାସ୍ତା ପାର୍ କରି ଆସିଛି । ଅଗଷ୍ଟ ୪,…

ଆଜିଠୁ ଦେବୀ ବିରଜା ଦର୍ଶନ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ଭକ୍ତ ପ୍ରବେଶ | ବୁଧବାର ଦିନ ମା ବିରଜା ମନ୍ଦିରକୁ ଭକ୍ତ ମାନେ ପ୍ରବେଶ କରି  କରିବା ସହ ମାଙ୍କ ଦର୍ଶନ କରି ପ୍ରାଥନା କରିଛନ୍ତି | ଦ୍ୱିତୀୟ କରୋନା ଲହରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ମେ ୫ତାରିଖରୁ ଭକ୍ତ…

ପ୍ରଥମ ବନ୍ୟାଜଳ ଛାଡିଲା ରେଙ୍ଗାଲି ଡ୍ୟାମ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ରେଙ୍ଗାଲି ଡ୍ୟାମର କର୍ତ୍ତୃପକ୍ଷ ବୁଧବାର ବ୍ରାହ୍ମଣୀ ନଦୀର ପ୍ରଥମ ବନ୍ୟା ଜଳ ଛାଡିଛନ୍ତି। କର୍ତ୍ତୃପକ୍ଷ ସକାଳ ୧୧ ଟାରେ ଡ୍ୟାମର ସ୍ଲୁଇସ୍ ଗେଟ୍ ନଂ-୭ ରୁ ବନ୍ୟା ଜଳ ଛାଡିଥିବା ସୂଚନା ମିଳିଛି। ଜଳଭଣ୍ଡାରକୁ ଜଳ ପ୍ରବାହ ୧୬୨୭ କ୍ୟୁସେକ୍ ହୋଇଥିବାବେଳେ…

ଆଜିଠୁ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ରୀତିନୀତି

କେନ୍ଦ୍ରାପଡା  : ଆଜି ଠାରୁ ଖୋଲିଲା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ।  କୋଭିଡ କଟକଣା ମଧ୍ୟରେ ଦୀର୍ଘ ତିନି ମାସ ପରେ ଆଜି ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନର ନିୟମ ଅନୁଯାଇ ଶ୍ରଦ୍ଧାଳୁ ମାନେ ସିଂହ ଦ୍ୱାର ନିକଟରୁ ଧାଡି କରି ଭିତରକୁ…

ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି

ବଲାଙ୍ଗିର: ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି । ବଲାଙ୍ଗିର ବେଲପଡା ବ୍ଲକର ଗଙ୍ଗାଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଚାଲିଥିବା କେନାଲ କାମରେ ବ୍ୟାପକ ଅନିୟମିତତା । କାମ ନିମ୍ନ ମାନର ହୋଇଥିବାରୁ କେନାଲ କାମର କଂକ୍ରିଟ ଭୁଷୁଡି ପଡିଛି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ ଡିଭିଜନର ଖପ୍ରାଖୋଲ…